ମୂଷା ଆପଣଙ୍କ ଘର ଭୁଲିଯିବେ-ଜାଣନ୍ତୁ କିପରି ନମାରି ମୂଷାଙ୍କୁ ଘରୁ ବାହାର କରିବେ…

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ। ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ମୂଷାଙ୍କୁ ବିନା ଔଷଧ ଦେଇ କିମ୍ବା ନ ମାରି କିପରି ଘରୁ ବାହାର କରିବେ। ମୂଷା ଘରେ ରହିବା ଏକ ଚିନ୍ତାର ବିଷୟ ହୋଇଥାଏ।ମୂଷା ଘରେ ରହିଲେ ସବୁ ଜିନିଷ ଯେପରି ପାରିବ,ବହି ପତ୍ର,ଲୁଗା ପଟା ଆଦି ନଷ୍ଟ କରିଦେଇଥାନ୍ତି।ଏହା ବହୁତ କଷ୍ଟ କାମ ହୋଇଥାଏ କି ଏମାନଙ୍କୁ କିପରି ଘରୁ ବାହାର କରିବେ।ଏମାନେ ସବୁ ସ୍ଥାନରେ ହଗିଥାନ୍ତି ଯାହା ଦ୍ଵାରା ଅନେକ ରୋଗ ହୋଇଥାଏ।ମୂଷା ଖାଲି ସାମଗ୍ରୀ ନଷ୍ଟ କରିନଥାନ୍ତି ତାହା ସହ ତାଙ୍କ ଦ୍ଵାରା ଅନେକ ରୋଗ ମଧ୍ୟ ହୋଇଥାଏ।
ଯେବେ ସମସ୍ତେ ସୋଇପଡନ୍ତି ମୂଷା ସବୁ ଜିନିଷ ନଷ୍ଟ କରି ଥାନ୍ତି।ତାଙ୍କୁ ବାହାର କରିବା ପାଇଁ ଆମେ ସବୁବଳେ ଓସଦ ଥୋଇଥାଉ କିମ୍ବା ଜନ୍ତା ବସାଇଥାଉ।ଯାହା ଦ୍ଵାରା ମୂଷା ନ ପଳାଇ ଘରେ ମରିଥାନ୍ତି ଯାହା ଦ୍ଵାରା ଘରେ ଗନ୍ଧ ହୋଇଥାଏ।ଯାହା କୁ ସଫା କରିବା ଅଶୁବିଧା ହୋଇଥାଏ।
ଆପଣ ଚାହିଁବେ ତ ଏମାନଙ୍କୁ ବିନା ଓସଦ ରେ ଘରୁ ବାହାର କରିପାରିବେ।ଏହା ପାଇଁ ଆପଣଙ୍କୁ କିଛି ଘରୋଇ ଉପାୟ କରିବାକୁ ପଡିବ ଯାହା ସହଜ ଅଟେ।ଆସନ୍ତୁ ଜାଣିବା କଣ ସେହି ଉପାୟ।ମୂଷାଙ୍କୁ ଘରୁ ବାହାର କରିବାକୁ ପ୍ରଥମ ଉପାୟ ହେଉଛି ପେପରମିଣ୍ଟ ମୂଷାଙ୍କୁ ଏହାର ସୁଗନ୍ଧ ପସନ୍ଦ ନୁହେଁ।ଏଥିପାଇଁ ସବୁ କୋଣରେ ଏହାକୁ ରଖିଦିଅନ୍ତୁ ଯାହା ଫଳରେ ମୂଷା ଘରୁ ବାହାରି ପଳେଇବେ ଓ ଆମୁ ଫେରିଆସିବେନାହିଁ।ମୂଷା ମାନେ ଅଧିକ ଭଲସେ ଦେଖିପାରିନଥାନ୍ତି କିନ୍ତୁ ଅଧିକ ବାସ୍ନା ବାରିପାରିଥାନ୍ତି।
ଦ୍ୱିତୀୟ ଉପାୟ ହେଉଛି ଲଙ୍କା ଗୁଣ୍ଡ ଏହା ମୂଷା ଙ୍କୁ ବାହାର କରିବା ପାଇଁ ସବୁଠି ଭଲ ଉପାୟ।ଏଥିପାଇଁ ଯେଉଁ ସ୍ଥାନ ମାନଙ୍କର ମୂଷା ଅଧିକ ଆସିଥାନ୍ତି ସେହି ସ୍ଥାନ ମାନଙ୍କରେ ଏହାକୁ ରଖି ଦିଅନ୍ତୁ ଯାହା ଫଳରେ ମୁଷା ଆଉ କେବେବି ଆପଣଙ୍କ ଘରକୁ ପ୍ରବେଶ କରିବା ପୂର୍ବରୁ ଅନେକ ଥର ଭାବିବ।
ଏହା ପର ଉପାୟ ହେଉଛି ତେଜପତ୍ର ଏହା ଦ୍ଵାରା ମଧ୍ୟ ଆପଣ ମୂଷା ମାନଙ୍କୁ ଘରୁ ଟଡ଼ି ପାରିବେ।ଯଦି ପାରୁଛନ୍ତି ଏକ ବିଲେଇ ଘରେ ରଖି ପାରିବେ ଏହା ଦ୍ଵାରା ମୂଷା ଡ଼ରରେ ଆଉ ଆପଣଙ୍କ ଘରକୁ ଆଦିବନି।ଏହା ପର ଉପାୟ ହେଉଛି ଜନ୍ତା ଆପଣ ମୂଷା ଙ୍କ ପାଇଁ ଏକ ଜନ୍ତା ଆଣି ସେଥିରେ କିଛି ଖାଦ୍ୟ ଥୋଇ ସେହି ସ୍ଥାନରେ ରଖି ଦିଅନ୍ତୁ ସେଉଠି ଅଧିକ ମୂଷା ଆସିଥାନ୍ତି ।ଯେବେ ମୂଷା ଏହାକୁ ଖାଇବ ଯନ୍ତାରେ ପଡିଯିବ ଓ ଆପଣ ତାକୁ ନେଇ ବାହାରେ ମାରିପାରିବେ।ପିଆଜର ଖଣ୍ଡ ମୂଷା ଆଉଥିବା ସ୍ଥାନ ରେ ରଖିବା ଦ୍ଵାରା ବି ଏହାର ଗନ୍ଧ ଦ୍ଵାରା ଆସିନଥାନ୍ତି।କିନ୍ତୁ ଗୋଟେ ଦିନପରେ ପିଆଜ କାଢି ଫୋପାଡ଼ି ଦେବା ଉଚିତ ନଚେତ ଘରେ ଗନ୍ଧ ସୃଷ୍ଟି ହୋଇଥାଏ।
ଏହାପର ଉପାୟ ଟିକେ କଷ୍ଟ ଅଟେ କିନ୍ତୁ ଭଲ କାମ ଦେଇଥାଏ।ଏହା ଅଟେ ଓଟ ର ନଖ ଯଦି ଅଧିକ ମୂଷା ଆପଣଙ୍କ ଘରେ ଅଛନ୍ତି ଓଟ ର ନଖ ଆଣି ଘରେ ମୂଷା ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ ଦେଖିବେ ଆଉ କେବେ ବି ମୂଷା ଆପଣଙ୍କ ଘରକୁ ଆସିବେନି।ମରିଚ ଦ୍ଵାରା ବି ମୂଷା ଘରୁ ପଳାଇଥାନ୍ତି।ମୁଷା ରହୁଥିବା ସ୍ଥାନରେ ମରିଚ ରଖିଲେ ୨୪ ଘଣ୍ଟା ଭିତରେ ମୁଷା ଘରୁ ପଳାଇଥାନ୍ତି।ଏହା ଥିଲା ବିନା ଔଷଧ ରେ ମୂଷାଙ୍କୁ ଘରୁ ବାହାର କରିବାର ଉପାୟ। ଆପଣଙ୍କୁ ଏହା ପସନ୍ଦ ଆସୁଛି ଏହାକୁ ଲାଇକ କରନ୍ତୁ ଓ ସେୟାର ବି କରନ୍ତୁ। ଆଗକୁ ଆମେ ଆପଣଙ୍କ ପାଇଁ ଏହି ଭଳି ଲେଖା ନେଇକି ଆସିବୁ ଧନ୍ୟବାଦ।