October 22, 2024

Odia Express

Leading Odia News Portal of Odisha

ବାପା ହେବାକୁ ଯାଉଛନ୍ତି ସଲମାନ ଖାନ୍ , ଜାଣନ୍ତୁ କିଏ ହେବେ ସଲମାନଙ୍କ ପିଲାର ମା..

ଏହି କିଛି ଦିନ ହେବ ସଲମାନ ଖାଁ ନିଜ ରିଲିଜ୍ ହେବାଉ ଥିବା ଫିଲ୍ମ ଭାରତ ପାଇଁ ଚର୍ଚ୍ଚିତ ହୋଇଛନ୍ତି । ସଲମାନ ଖାନ୍ ଙ୍କ ଫ୍ୟାନ୍ସ ଲିଷ୍ଟ ବହୁତ ବଡ ଅଟେ, ଏହି ଲିଷ୍ଟରେ ଛୋଟ ଛୋଟ ଛୁଆ ବି ସାମିଲ୍ ଅଛନ୍ତି , ଯିଏକି ସଲମାନଙ୍କ ବଡ ଫ୍ୟାନ୍ସ ଅଛନ୍ତି , ସଲମାନଙ୍କୁ ଛୁଆ ବହୁତ ପସନ୍ଦ ଲାଗେ , ମଉକା ମିଳିଲେ ସେ ଛୁଆଙ୍କ ପାଖକୁ ବୁଲିବାକୁ ଚାଲିଆସନ୍ତି । ଏହା ନୁହେଁ ସଲମାନ ଯେବେ ବି ମିଡିଆ ସାମ୍ନାକୁ ଆସନ୍ତି ତେବେ ତାଙ୍କ ବାହାଘରକୁ ନେଇ ନାନା ପ୍ରକାରର ପ୍ରଶ୍ନ ପଚାରାଯାଏ , ଏବେ ଯେବେ ସଲମାନ ଖାନ୍ ନିଜ ଫିଲ୍ମ ଭାରତର ପ୍ରମୋଶନ୍ ପାଇଁ ମୁମ୍ବାଇ ମିରର୍ ସହ କଥା ହେଉଥିଲେ ତେବେ ତାଙ୍କୁ ପଚାରା ଗଲା କି ସେ ନିଜେ କେତୋଟି ଛୁଆ ଚାହୁଁଛନ୍ତି , ଏହି ପ୍ରଶ୍ନ ଉପରେ ସଲମାନ କହିଲେ କି ସେ ସବୁବେଳେ ନିଜ ଛୁଆ ଚାହନ୍ତି କିନ୍ତୁ ତାଙ୍କ ମା ଆଣିବାକୁ ଚାହଁନ୍ତି ନାହିଁ , ଓ ଏହା ସହ ସେ ଏହା ବି କହିଲେ କି ଛୁଆଙ୍କ ପାଇଁ ତାଙ୍କ ମା କେତେ ଜରୁରୀ ଅଟନ୍ତି ,

 

ଏଥିରୁ ଅନୁମାନ ଲଗାଯାଇପାରିବ କି ଅନ୍ୟ ସୁପରଷ୍ଟାର୍ ଙ୍କ ପରି ବିନା ବିବାହରେ ସରଗୋସି ଦ୍ୱାରା ଜଲଦି ହିଁ ସଲମାନ ଖାଁ ବାପା ହେବାକୁ ଯାଉଛନ୍ତି ।

ସଲମାନ ଏହା ବି କହିଥିଲେ କି ଛୁଆଙ୍କ ଯତ୍ନ ନେବାପାଇଁ ମୋର ପାଖରେ ପୁରା ପରିବାର ଅଛନ୍ତି , ହୋଇପାରେ କି ଏହି ପରି କିଛି ଯୋଜନାରେ ସଫଳ ହୋଇଯିବି, ସଲମାନ ଖାନ୍ କେବେ ବାହା ହେବେ କାହାକୁ ନୁହେଁ ଏହା ଜଣା ନାହିଁ କିନ୍ତୁ କିଛି ସମୟ ପୂର୍ବରୁ ସେ ମିଡିଆ ରେ ଏକ ଖବର ପ୍ରଚାର ହୋଇଥିଲା କି ସଲମାନ ସରୋଗୋସି ଦ୍ୱାରା ଛୁଆ ଜନ୍ମ କରିବେ , ଯଦି ଏପରି ହୋଇଥାଏ , ତେବେ ସଲମାନଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ଏକ ବହୁତ ବଡ ଖୁସିର ବିଷୟ ହେବ ।

Leave a Reply

Your email address will not be published. Required fields are marked *