October 19, 2024

Odia Express

Leading Odia News Portal of Odisha

ନିଜ ମାମୁଁଙ୍କୁ ବାହା ହେବାକୁ ଚାହୁଁଥିଲେ ସାରା ଅଲ୍ଲୀ ଖାନ୍ , ବାପା ସୈଫ୍ ଙ୍କୁ ଏଭଳି କହିଦେଇଥିଲେ ନିଜ ମନ କଥା …

ସାରା ଅଲ୍ଲୀ ଖାନ୍ ଙ୍କୁ କିଏ ବା ନଜାଣେ , ଏବେ ର ସମୟରେ ସବୁଠାରୁ ଅଧିକା ନାଁ କମାଇଥିବା ଷ୍ଟାର୍ କିଡ୍ସ ହିସାବରେ ସେ ଜଣାଯାଆନ୍ତି , ସେମିତି ବଲିଉଡ୍ ରେ ଆହୁରି କଳାକାର ଅଛନ୍ତି , ଆସିବା ଦିନରୁ ତାଙ୍କର ଚେହେରା ଆମ ଆଗକୁ ସାମନାକୁ ଆସୁଛି , ଆପଣଙ୍କୁ କହିଦେବୁ କି ଏବେ ସାରା ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଛନ୍ତି , ଆପଣଙ୍କୁ କହିଦେବୁ କି ସବୁଠାରୁ ଖାସ୍ କଥା ଏହି କି ଯେ ସେ ୨ ଟି ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ , ଆପଣଙ୍କୁ କହିଦେବୁ କି ତାଙ୍କର ପ୍ରଥମ ଫିଲ୍ମ କେଦାରନାଥ ଯାହା କି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା , ଓ ତାଙ୍କର ଦ୍ୱିତୀୟ ଫିଲ୍ମ ବି ଇଣ୍ତଷ୍ଟ୍ରିରେ ଧମାଲ୍ ମଚାଇଛି ।

 

ଆପଣଙ୍କୁ କହିଦେବୁ କି ସାରା ଯେତେ ପରିଶ୍ରମ କରିଛନ୍ତି ସେତିକି ନିଜ ଫିଲ୍ମ ପାଇଁ ପ୍ରମୋଶନ୍ ବି କରିଛନ୍ତି , ଏହା ସହ ସାରା ନିଜ ପ୍ରୋଫେସନାଲ୍ ଓ ପର୍ସନାଲ୍ ଜୀବନୀ ଉପରେ କିଛି କଥା ସେୟାର୍ କରିଥିଲେ , ସୂଚନା ପାଇଁ କହିଦେବୁ କି ସାରା ଅଲ୍ଲୀ ଖାନ୍ ଏହି ଏପିସୋଡ୍ ରେ ନିଜ ବାପା ମାନେ ସୈଫ୍ ଅଲ୍ଲୀ ଖାନ୍ ଙ୍କ ସହ ନଜର ଆସିଥିଲେ ।

 

ଏହି ସମୟରେ ବାପା ଓ ଝିଅଙ୍କର ଭଲ ବଣ୍ତିଙ୍ଗ୍ ଦେଖିବାକୁ ମିଳୁଛି , ଏହି ମଉକାର ଫାଇଦା ଉଠାଇ ସାରା ଅଲ୍ଲୀ ଖାନ୍ ଙ୍କୁ କରନ୍ ଜୋହର କିଛି ବ୍ୟକ୍ତିଗତ ପ୍ରଶ୍ନ କରିଥିଲେ , ଯାହା ସମୟରେ ଦେଖା ଯାଇଥିଲା କି ସାରା ଅଲ୍ଲି ଖାନ୍ ରଣବୀର କାପୁର ମାନେ ନିଜ ସାବତ ମା କରୀନାଙ୍କ ଭାଇଙ୍କ ସାଙ୍ଗରେ ବିବାହ କରିବାକୁ ଚାହୁଁଛନ୍ତି , ଏତିକି ନୁହେଁ , ସାରା ଅଲ୍ଲୀ ଖାନ୍ ଏହା ବି କହିଦେଇଥିଲେ କି ସେ ରଣବୀରଙ୍କ ସହ ଡେଟ୍ କରିବାକୁ ଚାହୁଁନାହାନ୍ତି , କିନ୍ତୁ ବାହା ହେବାକୁ ଚାହୁଁଛନ୍ତି , ଓ ଏହା ପାଇଁ ସେ ନିଜ ପରିବାର ସହ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି , ଏହି ସମୟରେ କରନ୍ ଜୋହର୍ ସାରା ଅଲ୍ଲି ଖାନ୍ ଙ୍କୁ ପଚାରିଲେ କି ଡେଟ୍ ରେ ସେ କାହାସହ ଯିବାକୁ ଚାହୁଁଛନ୍ତି ତେବେ ସେ କହିଲେ କି ସେ କାର୍ତ୍ତିକ ଆର୍ୟନଙ୍କ ସହ ଡେଟ୍ ରେ ଯିବାକୁ ଚାହୁଁଛନ୍ତି ।

 

ସେମିତି କହିଦେବୁ କି ଯେବେ କରନ୍ ସୈଫଙ୍କୁ ପଚାରିଲେ କି ସାରା ଅଲ୍ଳୀ ଖାନ୍ ବୟଫ୍ରେଣ୍ତ ଙ୍କୁ କଣ ପ୍ରଶ୍ନ କରିବେ , ସେ କହିଲେ କି ତାଙ୍କୁ ମୁଁ ପଲଟିକାଲ୍ ଭ୍ୟୁଜ୍ ଓ ଡ୍ରଗ୍ସ  ବିଷୟରେ ପ୍ରଶ୍ନ କରିବି , କାରଣ ଏହା ଛଡା  ମୋର ଝିଅକୁ ଯାହା ପସନ୍ଦ ଲାଗିବ , ତାକୁ ବାହା ହେବା ପାଇଁ ଆମେ କୌଣସି ପ୍ରତିବନ୍ଧକ କରିବୁ ନାହିଁ , ସୈଫ୍ କହିଲେ ଯେଉଁ ପୁଅ ସହ ମୋ ଝିଅ ବାହା ହେବାକୁ ଚାହୁଁଛି ତାହା ପାଖରେ ପଇସା ରହିବା ଜରୁରୀ , ଯଦି ପଇସା ଅଛି ତ ତେବେ ମୋ ଝିଅକୁ ବାହା ହୋଇପାରିବ ।

Leave a Reply

Your email address will not be published. Required fields are marked *