July 12, 2024

Odia Express

Here, There and Everywhere

ଧୋନୀ ଭାରତର ଇତିହାସରେ ଏକ ମାତ୍ର VVIP ଅଟନ୍ତି , ଯିଏକି ଭାରତର ବର୍ଡରରେ ଡ୍ୟୁଟି କରୁଛନ୍ତି, ଏହାକୁ କହନ୍ତି ପ୍ରକୁତ ଦେଶ ପ୍ରେମ…

ଲେଫ୍ଟିନାଣ୍ଟ କର୍ଣ୍ଣଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ଯେତେ ବି ପ୍ରଶଂସା କଲେ ସେତେ କମ୍ ହେବ , ଆପଣଙ୍କୁ କହିଦେବୁ କି ଧୋନୀ ଭାରତ ଇତିହାସରେ ଏମିତି ଏକ ଭିଭିଆଇପି ଅଟନ୍ତି , ଯିଏକି ବର୍ଡରରେ ଡ୍ୟୁଟି କରୁଛନ୍ତି , ଭାରତୀୟ କ୍ରିକେଟ୍ ଟିମ୍ ର ୱିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ଆର୍ମିରେ ମାନଦ ଲେଫ୍ଟିନାଣ୍ଟ କର୍ଣ୍ଣଲ୍ ଅଛନ୍ତି , ସେ ବୁଧବାରକୁ ସେନା ସହ ଯୋଡି ହେଲେ , ମହେନ୍ଦ୍ର ସିଂ  ଧୋନୀଙ୍କୁ ଆତଙ୍କ ପ୍ରଭାବିତ ଦକ୍ଷିଣ କାଶ୍ମୀର ଡ୍ୟୁଟି ମିଳିଛି, ସେ ଅନ୍ୟ ସୈନିକଙ୍କ ପରି ଗସ୍ତ, ଗାର୍ଡ , ଡ୍ୟୁଟି ଓ ଅନ୍ୟ କାମ କରିବେ ।ଧୋନୀ ଏଠାରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ୧୦୬ ଟିଏ ବାଟାଲିୟନ୍ ସହ ରହିବେ , ଓ ସୈନିକମାନଙ୍କ ପରି କାମ କରିବେ , ଆପଣଙ୍କୁ କହିଦେବୁ କି ଟେରିଟୋରିଆଲ୍ ଆର୍ମୀ ମୁଖ୍ୟ ସେନା ଅଙ୍ଗ ହୋଇଥାଏ , ଓ ସେ ପ୍ରାକୃତିକ ଆପଦାରେ ଅନ୍ୟ ଜରୁରୀ ସମୟ ସେବା ବଜାୟ ରଖେ ।

ଧୋନୀଙ୍କ ବିଷୟରେ ସେନା ଅଧିକାରୀ କହିଲେ କି ସେ ଏଠାରେ ପହଞ୍ଚିସାରିଛନ୍ତି । ଓ ୟୁନିଟ୍ ସହ ଆସିଛନ୍ତି , ଧୋନି ଏଠାରେ ଭିକ୍ଟର ଫୋର୍ସ ସହ ଯୋଡି ହୋଇଛନ୍ତି , ଯିଏ କାଶ୍ମୀରରେ ସବୁଠାରୁ ଅଧିକା ଆତଙ୍କ ପ୍ରଭାବିତ ଜିଲ୍ଲା ଯେପରି ଶୋପିଆ ଓ ଅନ୍ତତମାମ କାମ କରିଥାଏ , ଧୋନୀଙ୍କ ସେନାର ସହ କାମ କରିବାର ଅନୁମତି ମାଗିଥିଲେ , ଯାହାକୁ ମୁଖ୍ୟାଳୟ ମଞ୍ଜୁରୀ ଦେଇଛନ୍ତି ,

 

ଭିକ୍ଟର ଫୋର୍ସ ମୁଖ୍ୟ କାମ ବିରୋଧୀ ଅପରେସନ ଚଳାଇବାର ଅଛି ଏହି ରେଜିମେଣ୍ଟରେ ସେନାର ବାକି ସବୁ ରେଜିମେଣ୍ଟ ରୁ ଜବାନ କାଶ୍ମୀର ଡ୍ୟୁଟି ପାଇଁ ସାମିଲ୍ କରାଯାଏ , ଆପଣଙ୍କୁ କହିଦେବୁ କି ୱାଲଡ କପ୍ ପରେ ଧୋନୀ କ୍ରିକେଟ୍ ରୁ ଆସି ୩ ମାସର ଛୁଟି ମାଗିଛନ୍ତି , ଯାହା ଦ୍ୱାରା ସେ ପାରାଶୁଟ୍ ରେଜିମେଣ୍ଟର ସମୟ ଦେଇପାରିବେ , ସେନାର ସହ ଯୋଡି ହେବାର୍ ପାଇଁ ୱେଷ୍ଟଇଣ୍ତିଜ୍ ଗ୍ରସ୍ତକୁ ସ୍ଥଗିତ ରଖିଥିଲେ ।

Leave a Reply

Your email address will not be published. Required fields are marked *