February 15, 2025

Odia Express

Leading Odia News Portal of Odisha

ନିଜ ଠାରୁ ୧୯ ବର୍ଷ ବଡ ଏହି ହିରୋଇନ ଙ୍କ ପ୍ରେମରେ ପାଗଳ କେଏଲ୍ ରାହୁଲ୍, ଦେଖିଲେ ଚକିତ ହେଇଯିବେ ଆପଣ..

ଭାରତୀୟ କ୍ରିକେଟିୟର୍ କେଏଲ୍ ରାହୁଲ୍ ଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ , କେଏଲ୍ ରାହୁଲ୍ ଭାରତୀୟ କ୍ରିକେଟ୍ ଟିମ୍ ତରଫରୁ ସବୁ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରନ୍ତି , କେଏଲ୍ ରାହୁଲ୍ ଏହି ଥର ୱାର୍ଲଡ କପ୍ ରେ ସାମିଲ୍ କରାଯାଇଥିଲା , ଓ କେଏଲ୍ ରାହୁଲ୍ ଏହି ୱାର୍ଲଡ୍ କପ୍ ରେ ବହୁତ ବଢିଆ ପ୍ରଦର୍ଶନ ବି କରିଥିଲେ, ଆଯି ଆମେ ଏମିତି ଏକ ଅଭିନେତ୍ରୀଙ୍କ ନାଁ ବିଷୟରେ କହିବୁ ଯାହାଙ୍କୁ କେ ଏଲ୍ ରାହୁଲ୍ ଅଧିକା ପସନ୍ଦ କରନ୍ତି ,

 

ଆମେ ଯେଉଁ ଅଭିନେତ୍ରୀଙ୍କ ନାଁ କହୁଛୁ ସେ ଆଉ କେହି ନୁହେଁ ମଲାଇକା ଅରୋରା ଅଟନ୍ତି , କଫି ୱିଥ୍ କରନ୍ ଶୋ ରେ କେଏଲ୍ ରାହୁଲ୍ ଏହି କଥାକୁ ମାନିଥିଲେ ,

 

ଆପଣଙ୍କୁ ଜଣେଇ ଦେବୁ କି ମଲାଇକା ଅରୋରା କେଏଲ୍ ରାହୁଲ୍ ଙ୍କ ଠାରୁ ୧୯ ବର୍ଷ ବଡ ଅଟନ୍ତି , କିନ୍ତୁ ସେମିତିରେ କେଏଲ୍ ରାହୁଲ୍ ଙ୍କୁ ମଲାଇକା ବହୁତ ପସନ୍ଦ ଲାଗନ୍ତି ।

Leave a Reply

Your email address will not be published. Required fields are marked *