July 13, 2024

Odia Express

Here, There and Everywhere

କ୍ରିକେଟ ଜଗତର ଏହି ମହିଳା କ୍ରିକେଟର ମାନେ ବଲିଉଡ଼ ଅଭିନେତ୍ରୀ ମାନଙ୍କଠାରୁ ମଧ୍ୟ ଅଧିକ ସୁନ୍ଦରୀ , ଦେଖିଲେ ଆପଣଙ୍କ ହୋସ ଉଡିଯିବ…

1 min read

ଖେଳ ମଧ୍ୟରେ କ୍ରିକେଟ ଏକମାତ୍ର ଖେଳ ଯାହାକୁ ଦେଖିବାକୁ ସବୁ ବଯସର ଲୋକ ଆଗ୍ରହୀ ଅଟନ୍ତି । କ୍ରିକେଟ ବାକି ଖେଳ ତୁଳନାରେ ଅଧିକ ଲୋକପ୍ରିୟ । ଯଦିଓ କ୍ରିକେଟ ଖେଳରେ ଲୋକମାନେ ପୁରୁଷଙ୍କ କ୍ରିକେଟ ଖେଳକୁ ଅଧିକ ପସନ୍ଦ କରନ୍ତି କିନ୍ତୁ କିଛି ବର୍ଷ ହେବ ମହିଳା କ୍ରିକେଟକୁ ମଧ୍ୟ ଲୋକମାନେ ଦେଖିବାକୁ ପସନ୍ଦ କରୁଛନ୍ତି ଏମିତି ମଧ୍ୟ କହିପାରନ୍ତି ଯେ ମହିଳା ମାନେ ଏହି କ୍ଷେତ୍ରରେ ମଧ୍ୟ ନିଜର ପରିଚୟ ଜାହିର କରିଛନ୍ତି । ଏବେ ଲୋକମାନେ ମହିଳା କ୍ରିକେଟ ଦେଖିବା ପସନ୍ଦ କରିବା ଆରମ୍ଭ କଲେଣି ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ଭାରତୀୟ ମହିଳା କ୍ରିକେଟ ଦଳକୁ ୱୋମେନ ଇନ ବ୍ଲୁ ନାମରେ ଜଣାଯାଉଛି । ମହିଳା କ୍ରିକେଟ ଦଳର ଖେଳାଳି କ୍ରିକେଟ ପଡିଆରେ ନିଜର ଜାଦୁ ଖେଳେଇ ସାରିଛନ୍ତି କିନ୍ତୁ ସୌନ୍ଦର୍ଜ୍ୟ ମାମଲାରେ ମଧ୍ୟ ତାଙ୍କର ଜାଦୁର ପ୍ରଭାବ ରହିଛି । କ୍ରିକେଟ ମହିଳା ଖେଳାଳି କୌଣସି ବଲିଉଡ଼ ତାରକାଙ୍କ ଠାରୁ କମ ନୁହେଁ। ଆସନ୍ତୁ ଜାଣିବା ଏହି ୬ମହିଳା କ୍ରିକେଟ ଖେଳାଳିଙ୍କ ବିଷୟରେ ଯାହାଙ୍କର ସୁନ୍ଦରତା ଆଗରେ ବଡବଡ ତାରକା ମାନେ ମଧ୍ୟ ଫିକା ପଡିଯାନ୍ତି ।

ଆପଣଙ୍କୁ ହୁଏତ ଜଣା ଥିବ ଯେ ଭାରତୀୟ କ୍ରିକେଟ ଦଳ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ୩୧ଅକ୍ଟୋବର ୧୯୭୬ରେ ବାଙ୍ଗାଲୋରରେ ଖେଳିଥିଲା । ସେଠାରେ ଯଦି ମହିଳା କ୍ରିକେଟର ଙ୍କ ବିଷୟରେ କୁହାଯାଏ ତ ଏପରି ଅନେକ ମହିଳା କ୍ରିକେଟର ଅଛନ୍ତି ଯିଏ ନିଜର ଆକ୍ରାମକ ଖେଳ ସହ ନିଜର ସୁନ୍ଦରତା କୁ ନେଇ ଚର୍ଚାରେ ରୁହନ୍ତି । ଆଜି ଆମେ ଏହି ୬ ମହିଳା କ୍ରିକେଟର ଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

 

(୧) ସାରା ଟେଲର- ଇଂଲଣ୍ଡର ମହିଳା କ୍ରିକେଟ ଦଳର ତାରକା ଖେଳାଳି ହିସାବରେ ସାରା ଟେଲର ମାନ୍ୟତା ପ୍ରାପ୍ତ ।ସାରା ଦେଖିବାକୁ ଖୁବ ସୁନ୍ଦରୀ ଅଟନ୍ତି । ମହିଳା କ୍ରିକେଟ ଖେଳାଳି ଙ୍କ ସୁନ୍ଦରତା ତାଲିକାରେ ସେ ପ୍ରଥମ ନମ୍ବରରେ ଅଛନ୍ତି । ଏହାଙ୍କୁ ଦେଖି ଯେକେହି କହିଦେବ ଯେ ଏ ହଲିଉଡର ଅଭିନେତ୍ରୀ ଅଟନ୍ତି । ସାରା ବହୁତ ଗ୍ଲାମରସ ଓ ବୋଲ୍ଡ ଦେଖାଯାନ୍ତି ।

 

(୨) ମିତାଲି ରାଜ- ମିତାଲି ରାଜଙ୍କୁ କିଏ ନଜାଣେ କିମ୍ବା ଏମିତି କହିପାରନ୍ତି ଯେ ଭାରତୀୟ ମହିଳା କ୍ରିକେଟ ଦଳକୁ ସେ ହିଁ ଏକ ନୂତନ ପରିଚୟ ଦେଇଛନ୍ତି । ମିତାଲି ରାଜ ଭାରତୀୟ କ୍ରିକେଟ ଦଳର ଅଧିନାଯକ ଅଟନ୍ତି। ସେ ଅନେକ ରେକର୍ଡ ନିଜ ନାମରେ କରିସାରିଛନ୍ତି । ମିତାଲି ରାଜ ଏହି ତାଲିକାରେ ଦ୍ଵିତୀୟ ନମ୍ବର ରେ ଅଛନ୍ତି । ମିତାଲି ରାଜ ବ୍ୟଟ୍ସମ୍ୟାନ ଅଟନ୍ତି ଓ ସେ ଧମାକାଦାର ବ୍ୟାଟିଂ ନିମନ୍ତେ ପରିଚିତ ଅଟନ୍ତି । ମିତାଲି ରାଜ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ।

 

(୩) ଏଲିସ ପେରୀ – ଏଲିସ ପେରୀ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏଲିସ ପେରୀ ପଡିଆରେ ନିଜର ଖେଳ ଦେଖାଇବା ସହ ସୁନ୍ଦରୀ ମାମଲାରେ କୌଣସି ହଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଏହାଙ୍କୁ ଦେଖି ଯେକେହି ଫିଲ୍ମରେ ଅଭିନୟ କରିବାର ନିମନ୍ତ୍ରଣ ଦେଇପାରେ । ଏଲିସ ଏତେ ସୁନ୍ଦରୀ ଅଟନ୍ତି ଯେ ଏହା କହିବାକୁ ପଡୁଛି । ଏ ହେଇ ତାଲିକାର ପାଞ୍ଚ ନମ୍ବର ରେ ଅଛନ୍ତି ।

(୪) ସ୍ମୃତି ମନ୍ଧାନା – ସ୍ମୃତି ମନ୍ଧାନା ଭାରତୀୟ କ୍ରିକେଟ ଦଳର ଖେଳାଳି ଅଟନ୍ତି । ସେ ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଅଟନ୍ତି । ଧମାକାଦାର ବ୍ୟାଟିଂ କରନ୍ତି ଓ ସେ ପିଚ ଉପରେ ବହୁତ ଆକ୍ରାମକ ଖେଳ ଦେଖାନ୍ତି । ସ୍ମୃତି ଦେଖିବାକୁ ବହୁତ ସୁନ୍ଦରୀ ଓ ଆକର୍ଷକ ଅଟନ୍ତି । ଏହି ତାଲିକାରେ ସ୍ମୃତି ୪ନମ୍ବର ରେ ଅଛନ୍ତି ।

 

(୫) ସନା ମୀର – ସନା ମୀର ପାକିସ୍ଥାନ କ୍ରିକେଟ ଦଳର ଅଧିନାୟକ ରହିସାରିଛନ୍ତି । ସନା ମୀର ୩୨ବର୍ଷର ଅଟନ୍ତି କିନ୍ତୁ ଏହାଙ୍କର ସୌନ୍ଦର୍ଜ୍ୟ ଆଜି ମଧ୍ୟ କାୟମ ରହିଛି । ସନା ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ସନା ମୀର ନିଜର ଶେଷ ମ୍ୟାଚ ମାର୍ଚରେ ଖେଳିଥିଲେ । ସନା ଏହି ତାଲିକାରେ ତୃତୀୟ ନମ୍ବର ରେ ଅଛନ୍ତି ।

 

(୬) ବିସ୍ମାହ ମହରୁଫ – ବିସ୍ମାହ ମହରୁଫ ପଡୋଶୀ ଦେଶ ପାକିସ୍ଥାନ କ୍ରିକେଟ ଦଳର ୨୩ ବର୍ଷିୟା ଯୁବତୀ ବ୍ୟାଟ୍ସମ୍ୟାନ ଖେଳାଳି ଅଟନ୍ତି । ବ୍ୟାଟିଂରେ ସେ ବହୁତ ଅଧିକ ବିସ୍ଫୋଟକ ଅଟନ୍ତି । ସେ ଦ୍ରୁତଗତିରେ ରନ କରିବାକୁ ପସନ୍ଦ କରନ୍ତି । ବିସ୍ମାହ ମହରୁଫ ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ ଅଟନ୍ତି । ମହିଳା କ୍ରିକେଟର ସୁନ୍ଦରୀଙ୍କ ମଧ୍ୟରେ ସେ ୬ନମ୍ବର ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *