ଶୌଚ କରୁଥିବା ସମୟରେ ଶରୀରର ଏହି ଭାଗକୁ ଦବାଇଦିଅନ୍ତୁ , କିଛି ମିନିଟ୍ ମଧ୍ୟରେ ପେଟ ସମ୍ପୂର୍ଣ ସଫା ହୋଇଯିବ..
ଆଜି କାଲି କର୍ମବ୍ୟସ୍ତ ଜୀବନ ଭିତରେ କାହାକୁ ନା କାହାକୁ ଶାରରୀକ ସମସ୍ୟା ଲାଗିରହିଥାଏ , ଏହି କାରଣରୁ ବ୍ୟକ୍ତିର ଦିନ ଚର୍ଚ୍ଚା ଖରାପ ହୋଇଥାଏ , ସେ କହନ୍ତି କି ଯେବେ ଶରୀର ସୁସ୍ଥ ରହିବ ତେବେ ମନ ବି ସୁସ୍ଥ୍ୟ ରହିବ ଓ ଯେବେ ମନ ସୁସ୍ଥ୍ୟ ରହିବ ମଣିଷ ଭଲ କର୍ମ କରିବ , ହଁ ଆଜ୍ଞା ଆପଣଙ୍କୁ କହିରଖୁଛୁ କି ଆଜି କାଲି ଖାଦ୍ୟପେୟ ଓ ବ୍ୟସ୍ତ ଦିନ ଚର୍ଚ୍ଚା କାରଣରୁ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକା ଯତ୍ନବାନ ହୋଇପାରୁନାହେଁ , ଯାହାର କାରଣରୁ ତାଙ୍କର ଶରୀରରେ ନାନା ପ୍ରକାର ରୋଗର ଜନ୍ମ ନେଇଥାଏ ।ହଁ ଆଜ୍ଞା ଅଧିକାଂଶ ସମୟରେ ମଣିଷ ଭୋକିଲା ରହିଲା ସମୟରେ ପେଟ ସଂବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇଥାଏ , ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଜଣେ ଅଟନ୍ତି । ତେବେ ସକାଳ ସମୟରେ ଶୌଚ ଯିବା ସମୟରେ ଏହି ଅସୁବିଧାକୁ ପରିଲିକ୍ଷିତ କରିଥିବେ , ଆଜି ଆମେ ଆପଣଙ୍କୁ ଏକ ସହଜ ତରିକା କହିବାକୁ ଯାଉଛୁ , ଯାହା ଆପଣଙ୍କ ପେଟ ସଂବନ୍ଧିତ ଅସୁବିଧାକୁ ଦୂରୀଭୁତ କରିପାରିବ ।
ସକାଳୁ ପେଟ ସଫା ନ ରହିଲେ ନାନା ପ୍ରକାରର ଅସୁବିଧା ଦେଖାଦେଇଥାଏ , ଯଦି ଆପଣଙ୍କ ସହ ଏପରି ଅସୁବିଧା ହେଉଛି ତେବେ ଚିନ୍ତା କରନ୍ତୁ ନାହିଁ , ହଁ ଆଜ୍ଞା ଆପଣଙ୍କୁ ଆଜି ଆମେ କିଛି ଟିପ୍ସ , ଫଲୋ କରିବାକୁ କହିବୁ ,ଯାହାକୁ ଆପଣାଇଲେ ଆପଣ ଚିନ୍ତାମୁକ୍ତ , ଓ ସତେଜ ଅନୁଭବ କରିବେ , ହଁ ଆଜ୍ଞା ଆପଣଙ୍କୁ ଜଣାଥିବ କି ପ୍ରାଚିନ କାଳରେ ବହୁତ ରୋଗର ଚିକିତ୍ସା ପାଇଁ ଆମ ଶରୀରର କେଉଁ ଭାଗକୁ ଦବାଇକରି କରାଯାଉଥିଲା, ଏହା ଶୁଣିକରି ଆପଣଙ୍କୁ ଟିକିଏ ଅଜବ ଲାଗୁଥିଅ , କିନ୍ତୁ ଶରୀରର କେଉଁ ଭାଗକୁ ଦବାଇଲେ ନାନା ପ୍ରକାରର ରୋଗର ଚିକିତ୍ସା ହୋଇପାରିବ , ଆଜି ଆମେ ସେହି ବିଧି କୁ ଆକ୍ୟୁପ୍ରେସର ନାଁରେ ଜାଣିଛେ ।
ହଁ ଆଜ୍ଞା କହିଦେବୁ କି ପ୍ରଥମେ ଲୋକ ଅଧିକାଂଶ ଏହି ବିଧିକୁ ପ୍ରୟୋଗ କରି ନିଜର ବହୁତସାରା ଅସୁବିଧାରୁ ମୁକ୍ତି ପାଉଥିଲେ, ଶରୀରର ଅଲଗା ଅଲଗା ଅଙ୍ଗକୁ ଦବାଇକରି ଅଲଗା ଅଲଗା ରୋଗଗୁଡିକ ଠିକ୍ କରିବାର ଏହି ବିଧି ବହୁତ ପୂର୍ବରୁ ଚଳିଆସୁଛି, ଆଜି ଆମେ ପେଟ ସଫା କରିବାର ଏହି ବିଧି ବିଷୟରେ ଆଲୋଚନା କରିବୁ , ହଁ ଆଜ୍ଞା ଯଦି ଆପଣଙ୍କ ପେଟ ସଫା ନାହିଁ ତେବେ ଆପଣଙ୍କ କହୁଣିର ଉପର ଭାଗ ୧୫-୧୮ ଥର ଜଲଦି ଜଲଦି ଦବାଇବାର ଅଛି , ଧ୍ୟାନ ରଖିବେ କି ଯେବେ ଆପଣ ନିଜ କହୁଣି ୧୫-୧୮ ଥର ଦବାଇବେ ତେବେ ଆପଣଙ୍କୁ କିଛି ଟା କଷ୍ଟ ଅନୁଭବ ହେବ ,
ଏତିକି ନୁହେଁ କଷ୍ଟକୁ ସହିକରି ସକାଳୁ ଶୌଚ ଗଲାବେଳେ ଆପଣଙ୍କ ପେଟ ପୂରା ସଫା ହୋଇଯିବ , ଏହା ସହ ପେଟ ସଂବନ୍ଧିତ ବହୁତ ସାରା ରୋଗରୁ ମୁକ୍ତି ମିଳିବ , ଏହି ତରିକାକୁ ଆପଣାଇଲେ ଆପଣଙ୍କ ପାଚନକ୍ରିୟା ମଜବୁତ ହୋଇଯିବ , ଏହା ସହ ପେଟରେ ହେଉଥିବା କବ୍ଜ, ଓ ଗ୍ୟାସ ପରି ସମସ୍ୟା ଦୂରୀଭୁତ ହୋଇପାରିବ , ଆପଣଙ୍କୁ କହିଦେବୁ କି ଯଦି ଆପଣ ସକାଳୁ ସକାଳୁ ଶୌଚ କରିବାପାଇଁ ପ୍ରେସର ଅନୁଭବ ନ ହେଉଥିବ ତେବେ ଡାଇଟ୍ ରେ କିଛି ପରିବର୍ତ୍ତନ ଆଣିବାକୁ ହେବ , ଯେପରି ଖାଇବାରେ ସାଲାଡ, ଫଳ , ସବୁଜ ପନିପରିବା ଅଧିକା ନିଅନ୍ତୁ , ଓ ଯୋଗ , ଏକ୍ସରସାଇଜ୍ , ବି କରିପାରିବେ ।