October 25, 2024

Odia Express

Leading Odia News Portal of Odisha

ଶୋଇବା ସମୟରେ ତକିଆ ତଳେ ରଖିଦିଅନ୍ତୁ ରସୁଣ , ତାପରେ ସକାଳୁ ଉଠି ଯାହା ଦେଖିବେ ଆପଣ ଆଶ୍ଚର୍ଯ୍ୟ ଚକିତ ହେଇଯିବେ..

ରସୁଣ ଆମ ଜୀବନର୍ ସବୁଠାରୁ ସ୍ୱାସ୍ଥ୍ୟପଦ ଭୋଜନରୁ ଗୋଟିଏ ଅଟେ , ଏତିକି ନୁହେଁ ଅଧିକା ପୋଷକ ତତ୍ତ୍ୱରେ ରସୁଣ ଭରି ରହିଥାଏ , ଏହି କାରଣରୁ ଆମେ ବହୁତ ସାରା ସ୍ୱାସ୍ଥ୍ୟ ଲାଭ ପାଇଥାଉ , ଏଥିପାଇଁ ଯଦି ଆପଣ ରସୁଣର ସେବନ କରୁଛନ୍ତି ତେବେ ତକିଆ ତଳେ ରସୁଣ ରଖିକରି ଦେଖନ୍ତୁ ତାହାର ଫାଇଦା ।ଯଦି ଆପଣଙ୍କୁ ଭଲ ନିଦ ଆସୁନାହିଁ ତେବେ ତକିଆ ତଳେ ରସୁଣ ରଖିନିଅନ୍ତୁ , ଏହା ଦ୍ୱାରା କେଉଁ ଖରାପ ଶକ୍ତି ଆପଣଙ୍କ ପାଖକୁ ଆସିବ ନାହିଁ କି ଖରାପ ସ୍ୱପ୍ନ ବି ଦେଖିବେ ନାହିଂମ୍ ,ରସୁଣ ଖାଇଲେ ଲିଭର୍ କୁ ଦୂର୍ବଳ କରିବାକୁ ଦିଏ ନାହିଂମ୍ , ଓ ଏହା ଥଣ୍ତା ଜ୍ୱର ହେବାରୁ ରକ୍ଷା କରେ , ଓ ଫ୍ଲୁ ରୋଗରୁ ବି ମୁକ୍ତି ଦେଇଥାଏ , ଆୟୁର୍ବେଦରେ ରସୁଣକୁ ଏକ ପ୍ରାକୃତିକ ମେଡିସିନ୍ ହିସାବରେ ମାନାଯାଇଛି , ଯାହା ସବୁ ପ୍ରକାରର ରୋଗ ସହ ଲଢିବାରେ କ୍ଷମତା ରଖିଥାଏ ।

 

ଯଦି ଆମେ ରସୁଣକୁ ସିଧା ସିଧା ଖାଇବା ତେବେ ଏହା ରୋଗ ସହ ଲଢିବାରେ ଶକ୍ତି ଦେବ କିନ୍ତୁ ଯଦି ଚକୁଟିକରି ଖାଇବା ତେବେ ଏହା ଅଲଗା ଶକ୍ତି ଦେବ , ରସୁଣରେ ରୋଗ ସହ ଲଢିବାର କ୍ଷମତା ଅଧିକା ହୋଇଥାଏ ,

 

କୁହାଯାଏ କି ଇଜିପ୍ଟର ନିବାସୀମାନେ ପିରାମିଡ୍ସ ତିଆରି କରୁଥିବା ବେଲେ ବୋଧେ ଏହି କଥାକୁ ଜାଣିପାରିଥିଲେ କି ସେଥିପାଇଁ ସେମାନେ କେବଳ ରସୁଣ ଖାଉଥିଲେ , ଯାହା ଦ୍ୱାରା ପରିଶ୍ରମ ସମୟରେ ଏହା ଥକାପଣକୁ ଦୁର କରିଥାଏ ।

Leave a Reply

Your email address will not be published. Required fields are marked *