July 24, 2024

Odia Express

Here, There and Everywhere

ପରିଶ୍ରାରେ ଫେଣ ଆସିଲେ ସାବଧାନ ହୋଇଯାଆନ୍ତୁ , ନହେଲେ ଏହା ଆପଣଙ୍କ ପାଇଁ ଏକ ବଡ ବିପଦ ଆଣିପାରେ…

ପରିଶ୍ରା ସହ କିଛି ସମ୍ବନ୍ଧ ଆମେ ସାଧାରଣତଃ କିଡନୀ ରୋଗ ହୋଇଛି ବୋଲି ମାନିଥାଉ , କିନ୍ତୁ ଏହା ସବୁବେଳେ ହୋଇନଥାଏ , ବହୁତ ସାରା ଏମିତି ଲୋକ ହୋଇଥାନ୍ତି , ଯିଏ କି ପରିଶ୍ରାରେ ଫେଣ ଆସିଲେ ଏହାକୁ ଅଣଦେଖା କରି ଡାକ୍ତରଙ୍କୁ ନ ଦେଖାଇ ଭୁଲି ଯାଆନ୍ତି , ଯାହାକି ଭବିଷ୍ୟତରେ ଏକ ଭୟାନକ ରୋଗର ଆକାର ନେଇଯାଏ , ଯଦି ପରିଶ୍ରାରେ କେଉଁ ପ୍ରକାରର ଫେଣ ଆସୁଛି ତେବେ ବୁଝିଯିବେ କି ଆପଣଙ୍କ କିଛି ସମସ୍ୟା ଅଛି, ଆମେ ଆଜି ତାହାର ବିଷୟରେ ଆଲୋଚନା କରୁଛୁ , ସେଥିପାଇଁ ଏପରି ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ପରାମର୍ଶ ନେବା ଜରୁରୀ ।

 

ଯଦି ଆପଣଙ୍କ ପରିଶ୍ରାରେ ଅତ୍ୟାଧିକ ଫେଣ ଆସୁଛି ତେବେ ହୋଇପାରେ ଏହା ଶରୀରରୁ ପ୍ରୋଟିନ୍ ବାହାର କରିଦେଉଛି , କହିଦେବୁ କି ପରିଶ୍ରାରେ ପ୍ରୋଟିନ୍ ବାହାର ଆସିଲେ ଏହା ବହୁତ ଖରାପ ହୋଇଥାଏ , ଏମିତି ସ୍ଥିତିରେ ବ୍ୟକ୍ତି ବିନା କିଛି ବିଳମ୍ବ କରି ନିଜ ନିକଟସ୍ଥ ଡାକ୍ତରଙ୍କୁ ଦେଖାଇବା ଉଚିତ୍ , ଓ ପ୍ରୋଟିନ୍ ଯୁକ୍ତ ଆହାର ଯେପରି ମାଛ, କ୍ଷୀର୍ , ଅଣ୍ତା ଆଦି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଓ ପ୍ରୋଟିନ୍ ଡ୍ରିଙ୍କ୍ସ ବନ୍ଦ କରିଦେବା ଉଚିତ୍ ।

 

ପରିଶ୍ରାରେ ଫେଣ ଆସିବା ହୋଇପାରେ ଆପଣଙ୍କୁ କୌଣସି ପରିଶ୍ରା ଜନିତ ସଂକ୍ରମଣ ହୋଇପାରେ ,ଏମିତି ସ୍ଥିତିରେ ବ୍ୟାକ୍ଟେରିଆ ପରିଶ୍ରାରେ ଏକ ଗ୍ୟାସ ଛାଡିଥାଏ , ଯାହା ପରିଶ୍ରା କରିବାପରେ ଏକ ପ୍ରକାରର ଜଳା ପୋଡା ହୋଇଥାଏ , ଓ ପରିଶ୍ରାରେ ଫେଣ ଆସିଯାଏ , ଏମିତିରେ ଆଣ୍ଟି ବାୟୋଟିକ୍ ମେଡିସିନ୍ସ ସେବନ କରିବା ଉଚିତ୍ , ଏମିତି କଲେ କିଛି ଦିନରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

 

ସ୍ତ୍ରୀମାନଙ୍କର ତୁଳନାରେ ପୁରୁଷମାନଙ୍କର ପରିଶ୍ରାରେ ଅଧିକା ଫେଣ ଆସିବା ତିନି ଗୁଣା ବଢିଯାଇଥାଏ , ଏହାର କାରଣ ଏହା କି ପୁରୁଷଙ୍କ ଅନ୍ତରେ ୟୁରିନ୍ ଯେବେ ପର୍ଯ୍ୟନ୍ତ କନେକ୍ସନ ହୋଇଯାଏ , ତେବେ ମେଡିକାଲ୍ ଟର୍ମରେ ଫିଶ୍ରୁଲା କୁହାଯାଏ , ତେବେ ଏହି ସମସ୍ୟା ହୋଇଯାଏ , ଏହି ସମସ୍ୟା ମହିଳାଙ୍କ ତୁଳନାରେ ପୁରୁଷଙ୍କ ଦେଖାଦେଇଥାଏ , ଯାହା ସାମାନ୍ୟ ରୁପରେ ବେସଲରେ କେଉଁ ପ୍ରକାର ଅସୁବିଧା ହୋଇଥାଏ , ଯାହାର ଚିକିତ୍ସା ସମୟ ଥିବା ବେଲେ କରିନେବା ଉଚିତ୍ , ଯାହା ଆଗକୁ ଯାଇକରି କେଉଁ ବଡ ରୋଗ ହୋଇପାରେ ।

Leave a Reply

Your email address will not be published. Required fields are marked *