January 18, 2025

Odia Express

Leading Odia News Portal of Odisha

ଜାଣନ୍ତୁ କିଏ ସୁଷମା ସ୍ୱରାଜଙ୍କର ଏକ ମାତ୍ର ଝିଅ ବାଶୁଂରୀ , ଓ କଣ କାମ କରିଥାନ୍ତି ସେ…

ସୁଷମା ସ୍ୱରାଜଙ୍କର ନିଧନ ଖବର ଏବେ ପୁରା ଦେଶରେ ଚର୍ଚ୍ଚାର୍ ବିଷୟ ହୋଇଛି, ୬ ଅଗଷ୍ଟକୁ ଦିଲ୍ଳୀର ଏମ୍ସ ମେଡିକାଲ୍ ରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ , ଅନ୍ତିମ ସଂସ୍କାର ଆଜି ଦ୍ୱିପହର ୩ ଟା ବେଳେ ଲୋଢୀ ସେରୋମୋଟିୟମ୍ ରେ କରାଗଳା  ଏହି ସମୟରେ ଦେଶର ପିଏମ୍ ନରେନ୍ଦ୍ର ମୋଦୀ ସହିତ ଭାଜପାର ବହୁତ ନେତା ରାଜନାଥ ସିଂ , ଅମିତ୍ ଶାହ ଥିଲେ । ସୁଷମା ସ୍ୱରାଜଙ୍କର ସମ୍ମାନର ସହ ଲାଲ ଯୋଡା ପିନ୍ଧାଯାଇଥିଲା , ଏହି ସଂସ୍କାରରେ ତାଙ୍କ ଝିଅ ବାଶୁଂରୀ ସ୍ୱରାଜ ବିଦାୟ ଜଣାଇଥିଲେ,  କାରଣ ସୁଷମା ସ୍ୱରାଜଙ୍କର ବାଶୁଂରୀ ଏକ ମାତ୍ର ଝିଅ ଅଟନ୍ତି ସେଥିପାଇଁ ସେ ଅନ୍ତିମ ସଂସ୍କାର ନିଜ ସବୁ ରୀତିନୀତି ଅନୁସାରେ ସମନ୍ନ କରିଥିଲେ ।

ତାଙ୍କ ଝିଅ ବାଶୁଂରୀ ଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , ଏମିତିରେ ଆଜି ଆମେ ତାଙ୍କ ବିଷୟରେ କିଛି ତଥ୍ୟ ପ୍ରଦାନ କରିବୁ ,ବାଶୁଂରୀ ସ୍ୱରାଜ ସୁଷମା ଓ ସ୍ୱରାଜ କୌଶଲଙ୍କର ଝିଅ ଅଟନ୍ତି , ସ୍ୱରାଜ ସୁପ୍ରିମ କୋର୍ଟରେ ବରିଷ୍ଠ ଓକିଲ ଅଛନ୍ତି , ସେ ତିନି ବର୍ଷ ପାଇଁ ୧୯୯୦-୧୯୯୩ ଯାଏଁ) ମିଜୋରାମର ଗଭର୍ଣ୍ଣର ରହିସାରିଛନ୍ତି , ଏହା ଛଡା ସେ ୧୯୯୮ ରୁ୨୦୦୪ ପର୍ଯ୍ୟନ୍ତ ସଂସଦରେ ରହିଥିଲେ ,ସେ ସୁପ୍ରିମ କୋର୍ଟରେ ବରିଷ୍ଠ ଅଭିବକ୍ତା ବି ରହିସାରିଛନ୍ତି , ୧୯୭୫ ମସିହାରେ ସୁଷମା ସ୍ୱରାଜ ତାଙ୍କୁ ବିବାହ କରିଥିଲେ,  ଏହି ବିବାହ ପରେ ତାଙ୍କ ଝିଅ ହେଲା ସେଥିପାଇଁ ତାଙ୍କ ଝିଅର ନାଁ ବାଶୁଂରୀ କୌଶଲ ରଖିଲେ ।

ବାଶୁଂରୀ ନିଜ ବାପାଙ୍କ ପରି ଓକିଲ ଅଛନ୍ତି , ସେ ଅକ୍ସପୋର୍ଡ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସିଲ୍ କରିଛନ୍ତି , ଏହାପରେ ସେ ଇନର ଟେମ୍ପଲ୍ ଆଇନ୍ ରେ ବାରିଷ୍ଟର କରି ଡିଗ୍ରୀ ହାସିଲ୍ କରିଥିଲେ,  ଓ ଏବେ କ୍ରିମିନାଲ୍ ଓକିଲ୍ ହୋଇଗଲେ , ବାଶୁଂରୀ ନା କେବଳ ଦିଲ୍ଲୀ ହାଇକୋର୍ଟରେ ବରଂ ସୁପ୍ରୀମ କୋର୍ଟରେ ଜଣେ କ୍ରିମିନାଲ୍ ଲୟାର୍ ଅଛନ୍ତି ,ବାଶୁଂରୀଙ୍କ ନାଁ ସେହି ସମୟରେ ମିଡିଆରେ ଅଧିକା ଚର୍ଚ୍ଚା ହୋଇଥିଲା , ଯେବେ ସେ ଆଇପିଏଲ୍ ର କମିଶନର୍ ଲଲିତ ମୋଦୀଙ୍କ ପାଇଁ କେସ୍ ଲଢିଥିଲେ , ଏହି ସମୟରେ ଲଲିତ ମୋଦୀ ଲିଗଲ୍ ଟିମ୍ ଭାଗିଦାରୀ ଥିଲେ , ଏହି ଟିମ୍ ରେ ପ୍ରାୟ ୮ ଜଣ ଲୋକ ମହମ୍ମଦ ଅବଦୀ, ବାଶୁଂରୀ ସ୍ୱରାଜ, ରୋଜର୍ ଗ୍ରେସନ୍ , ଡାକ୍ତର ଆର୍ ମରାଠା, ବିୟଙ୍କା ହେମରିଚ୍ , ଭେଙ୍କଟେଶ ଦୌଦ, ଅଭିଷେକ ସିଂ , ଅଙ୍କୁର୍ ଚାୱଲା ସାମିଲ୍ ଥିଲେ ।

ବାଶୁଂରୀ ସେହି ସମୟରେ ମିଡିଆ ଆଗରେ ଅଧିକା ଚର୍ଚ୍ଚିତ ହୋଇଥିଲେ ଯେବେ ଏହି ଖୁଲାସା କରିଥିଲେ କି ସୁଷମା ସ୍ୱରାଜଙ୍କ ଝିଅ ଆଇପିଏଲ୍ ପୂର୍ବ କମିଶନର୍ ଲଲିତ୍ ମୋଦୀଙ୍କ ପାଇଁ ଲିଗଲ୍ ଟିମ୍ ରେ ସାମିଲ୍ ଥିଲେ , ଏହି ନାଁ ଲିଷ୍ଟରେ ନିଜେ ଲଲିତ ମୋଦୀ ଟ୍ୱିଟ୍ କରି ସେୟାର୍ କରିଥିଲେ , ଯେବେ ସେ କେସ୍ ଜିତିଯାଇଥିଲେ,  ସେ ନିଜ ଲିଗଲ୍ ଟୀମ୍ ର ସବୁ ସଦସ୍ୟଙ୍କୁ ଜିତ୍ ପାଈଁ ବଧାଈଦେଇଥିଲେ,  ଆପଣଙ୍କୁ ଜଣାଇଦେବୁ କି ଏଥିରେ ସୁଷମା ସ୍ୱରାଜଙ୍କ ଝିଅ ବାଶୁଂରୀ ସ୍ୱରାଜ ବି ସାମିଲ୍ ଥିଲେ , କହିଦେବୁ କି କେସ୍ ୨୭ ଅଗଷ୍ଟ ୨୦୧୪ କୁ ହାଇକୋର୍ଟ ଦ୍ୱାରା ଲଲିତ ମୋଦୀଙ୍କ ପାସପୋର୍ଟରେ ଲାଗିଥିବା ବ୍ୟାନ୍ କୁ ନେଇକରି ଥିଲା , ଲଲିତ୍ ମୋଦୀ କେସ୍ ଲଢିବାପାଈଁ ବିପକ୍ଷୀ ଲୋକେ ବହୁତ ପ୍ରଶ୍ନବାଚୀ କରିଥିଲେ,  ଭାଜପାର କହିବା କଥା କି ସୁଷମା ସ୍ୱରାଜଙ୍କ ଝିଅ ଏକ ପ୍ରୋଫେସନାଲ୍ ଓକିଲ ଟେ , ଓ ତାଙ୍କର ଏହା ପେଷା ଅଟେ, ସେ ଯାହାର ବି କେସ୍ ଲଢନ୍ତି ତେବେ ସେ ନିଜ ରାୟ ଓ ସ୍ୱାଧିନତା ପାଇଛନ୍ତି ।

ସୁଷମାଙ୍କ ପରିବାର କଥା କହିଲେ ତାଙ୍କ ଝିଅ ଓ ସ୍ୱାମୀଙ୍କୁ ଛାଡିକରି ତାଙ୍କର ଗୋଟେ ଭାଇ ଓ ଗୋଟେ ଭଉଣୀ ବି ଅଛନ୍ତି , ଓ ମା ବାପା ଅଛନ୍ତି , ସୁଷମାଙ୍କ ବାପାଙ୍କ ନାଁ ହରଦେବ ଶର୍ମା ଓ ମାଙ୍କ ନାଁ ଲକ୍ଷ୍ମୀ ଦେବୀ ଥିଳା , ଏବେ ତାଙ୍କ ଭାଇ ଗୁଲଶନ୍ ଶର୍ମା  ଜଣେ ଆୟୁର୍ବେଦ ଡାକ୍ତର ଅଛନ୍ତି , ସେମିତି ଭଉଣୀ ବନ୍ଧନା ଶର୍ମା ହରିଆଣାର୍ ଏକ କଲେଜରେ ଜଣେ ପ୍ରୋଫେସର୍ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *