November 10, 2024

Odia Express

Leading Odia News Portal of Odisha

୩୧ ଡିସେମ୍ବର ୨୦୧୯ ମଙ୍ଗଳବାର,ଆଜିର ରାଶିଫଳ – ବର୍ଷର ଶେଷ ଦିନ ଏହି ଚାରୋଟି ରାଶି ଉପରେ ଭାଗ୍ୟ ଖୋଲିବ, ମୁଣ୍ତ ଉପରେ ଅଛି ବଜରଙ୍ଗବାଲିଙ୍କର ହାତ

ମେଷ ରାଶି : ଆଜି ନିଜର ଗୋପନିୟତା କଥା ଅନ୍ୟକୁ କହିବା ଠିକ୍ ନୁହେଁ , ଘରର କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ଯୋଜନା ହୋଇପାରେ,  ନିଜ ପରିବାର ସହ ଭଲ ସମୟ ଅତିବାହିତ କରିବେ , ଆପଣଙ୍କ ଶାରରୀକ ରୋଗ ଅଧିକା ଚିନ୍ତା ଲାଗିରହିବ , ଆଜି କେଉଁ ସାମାଜିକ କାର୍ଯ୍ୟରେ ଭାଗ ନେଇପାରନ୍ତି , ଆପଣଙ୍କ ଧନ ଧ୍ୟାନ୍ୟରେ ବୃଦ୍ଧି ହେବ ।

ବୃଷ ରାଶି : ଆଜି ପ୍ରତିଧ୍ୱନ୍ଧୀଙ୍କ ସହ ତାଳମେଳ ବସିପାରେ , ଚାକିରି ସ୍ଥାନରେ ପରିବର୍ତ୍ତନ ଯୋଗ ହେଉଛି, ଆପଣ କେଉଁ ନୁଆ କାମ କରିବାର ମନ ହୋଇପାରେ , ପକ୍ଷୀଙ୍କୁ ଦାନା ଦିଅନ୍ତୁ , ଭାଇ ଭଉଣୀଙ୍କ ସହ ସଂମ୍ପର୍କ ଭଲ ହେବ , ପିତା କିମ୍ବା ବଡ ବୟସ୍କଙ୍କ ଠାରୁ ଲାଭ ମିଳିବାର ସମ୍ଭାବନା ଅଛି , ଅଜଣା ଲୋକଙ୍କର ଠାରୁ ସାବଧାନ ରୁହନ୍ତୁ ।

ମିଥୁନ ରାଶି : ଆଜି ପରିବାର ସହ ଅଧିକା ସମୟ ବିତାଇପାରନ୍ତି , ଆପଣଙ୍କ ନୁଆ କାର୍ଯ୍ୟ ପ୍ରାରମ୍ଭ ହେବ , ଯାତ୍ରାରେ ଟିକିଏ ସାବଧନତା ରଖନ୍ତୁ , ଧନ ତଥା ଦାମିକା ଜିନିଷ ସୁରକ୍ଷିତରଖନ୍ତୁ , ସାମାଜିକ ସଂମ୍ପର୍କ ସକ୍ରିୟତା ବନାଇରଖନ୍ତୁ , ମନ୍ଦିରରେ କିଛି ସମୟ ବିତାନ୍ତୁ , ଆପଣଙ୍କ ଦିନ ଶୁଭଫଲ ହେବ , ପରିଶ୍ରମରେ ସକରାତ୍ମକ ପରିଣାମ ମିଳିବ ।

କର୍କଟ ରାଶି : ଆର୍ଥିକ ସାମାଜିକ ଓ ପାରିବାର ଦୃଷ୍ଟିକୋଣରୁ ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟୀ ହୋଇପାରେ,  ପାରିବାରିକ ସଂବନ୍ଧରେ ସୁଧାର ଆସିବ, ଆପଣଙ୍କ ପରିବାର ଓ ବନ୍ଧୁଙ୍କ ସହ ଛୁଟି କଟାଇବାକୁ ଯାଇପାରନ୍ତି , ଅପେକ୍ଷିତ କାର୍ଯ୍ୟରେ ବିଳମ୍ବିତ ହେବ , ଆପଣ ଦେଶ ଓ ରାଜନୀତିରେ ବଢିକରି ଭାଗ ନେବେ , ଆଜି ସୁସ୍ଥ୍ୟ ଅନୁଭବ କରିପାରନ୍ତି ,

ସିଂହ ରାଶି : ଆଜି ବିଦ୍ୟାର୍ଥି ବର୍ଗଙ୍କୁ ସଫଳତା ମିଳିବ , ପୁଜା ପାଠରେ ମନ ଲାଗିବ , ପରିବାରର କେଉଁ ବୟସ୍କ ଲୋକଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟ ଯୋଗୁଁ ଚିନ୍ତା ହୋଇପାରେ,  ସମୟର ସାଥେ ସାଥେ ନିଜ ଜୀବନରେ ନୁଆ ପରିବର୍ତ୍ତନ ଦେଖିବାକୁ ମିଳିବ , ଯେଉଁ ଯୁବା ଜବ୍ ଅପେକ୍ଷାରେ ଅଛନ୍ତି , ଆଜି ତାଙ୍କୁ ଭଲ ଭାବେ ଚାକିରି ମିଳିବାର ସମ୍ଭାବନା ଅଛି ।

କନ୍ୟା ରାଶି : ଆଜିର ଦିନ ଆପଣଙ୍କ ରହିବା ଚଳିବା ପାଇଁ ସୁନ୍ଦର ହେବାର ଅଛି , ସହଯୋଗୀ ଓ ସହକର୍ମୀଙ୍କ କଥା ବୁଝିପାରିବେ ନାହିଁ , ରୋମାଣ୍ଟିକ୍ ଲାଇଫ୍ ଭଲ ରହିବ । କିଛି ପୁରୁଣା କଥା ମନେ ପଡିପାରେ,  କେଉଁ ବଡ ବିଜନେସ୍ ଗ୍ରୁପ୍ ରୁ ପାର୍ଟନରସିପ୍ କଥା ହୋଇପାରେ,  ମିଟିଙ୍ଗ୍ ରେ ନିଜ କହିବାର କଥାରୁ ଅଧିକା କୁହନ୍ତୁ ନାହିଁ  ।

ତୁଳା ରାଶି : ଆଜି ରାଜକୀୟ ବାଧା ଦୁର ହେବ , ଏକେଲାପଣ ଓ ଚିନ୍ତା ଭାବନା ବାହାରକୁ ଆସନ୍ତୁ , ଓ ପରିବାର ସହ କିଛି ସମୟ ଅତିବାହିତ କରନ୍ତୁ , ନିଜ ଭାଇ ଭଉଣୀ ସହାୟତା ମିଳିବ , ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ , ଛୋଟ ଯାତ୍ରାକୁ ଭଲ ଫଳ ପାଇବେ , ଛାତ୍ରଙ୍କୁ ବିପଦପୁର୍ଣ୍ଣ କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ୍ ।

ବିଛା ରାଶି : ଆଜି ଅନ୍ୟଙ୍କ ନିର୍ଦ୍ଦେଶକୁ ମାନିଲେ ଅସୁବିଧା ଓ ଚିନ୍ତାରେ ରହିବେ , ବିଦେଶରେ ରହିବା ଲୋକ ଘରକୁ ଆସିପାରନ୍ତି , ଆପଣଙ୍କୁ ନିଜ ଘର କିମ୍ବା କାର୍ଯ୍ୟାଳୟରେ ଠିକ୍ କରିବା କିମ୍ବା ଯତ୍ନ ନେବା ଖର୍ଚ୍ଚ କରିବାକୁ ପଡିପାରେ,  କେଉଁ ଅପ୍ରିୟ ଘଟଣାର ସାମ୍ନା କରିବାକୁ ପଡିପାରେ , ପୁରୁଣା ମିତ୍ରଙ୍କ ସହ ଦେଖାଚାହାଁ ହେବ ।

ଧନୁ ରାଶି : ଆଜି ବେରୋଜଗାରି ଦୁର କରିବାକୁ ପ୍ରୟାସ ସଫଳ ହେବ , ଯେଉଁ ଲୋକ ଚାକିରି ଚିନ୍ତାର୍ ଅଛନ୍ତି , ସେମାନଙ୍କୁ ଜବ୍ ମିଳିପାରିବ । ବ୍ୟବସାୟିଙ୍କୁ କିଛି ଶ୍ରମ ସଂବନ୍ଧି ସମସ୍ୟାର ସାମ୍ନା କରିବାକୁ ପଡିପାରେ,  ନିଜ ସଚ୍ଚାପ୍ରେମ ମିଲିବାର ପୁରା ସମ୍ଭାବନା ଅଛି । ମନ୍ଦିରରେ ମସୁର ଡାଲି ଚଢାନ୍ତୁ , ସ୍ୱାସ୍ଥ୍ୟ ଭଲ ରହିବ , କାର୍ଯ୍ୟସ୍ଥଲରେ ପରିବର୍ତ୍ତନର ସୁଧାର ଆସିପାରେ,  ମିତ୍ର ଓ ସଂମ୍ପର୍କିୟଙ୍କ ସହଯୋଗ ପାଇବେ ।

ମକର ରାଶି : ଆଜି ବହୁତ ଗତିବିଧି ସଂପନ୍ନ ହେବ , ଓ କେଉଁଆଡେ ଯାତ୍ରା କଲେ ଲାଭଦାୟୀ ହେବ , ପଇସାର ଲେଣଦେଣରେ ଅନୁକୁଳ ସମୟ ନାହିଁ , ନିବେଶ କାରୀ ଲାଭବାନ ହେବେ , ଛୁଆ ଓ ପ୍ରିୟଜନ ସହ ବିତାଇଥିବା ସମୟ ସଂମ୍ପର୍କରେ ମଜବୁତ୍ ଆସିବ , ଆଜି ଆଖପାଖ ଲୋକଙ୍କ ସହ ସମୟ ଅତିବାହିତ କରିବେ । ହନୁମାନ ମନ୍ଦିରଯାଈକରି ଭଗବାନଙ୍କୁ ଦର୍ଶନ କରନ୍ତୁ , ଆପଣଙ୍କ ସମୟ ପୁରା ହେବ , ଘର ବାହାରେ ପ୍ରସନ୍ନତା ରହିବ ॥

କୁମ୍ଭ ରାଶି : ଆଜି ଆପଣଙ୍କୁ ମାତା ପିତାଙ୍କ ପୁରା ସମର୍ଥନ ଓ ଆଶିର୍ବାଦ ମିଳିବ, ଯେଉଁ ଲୋକ ଜମିଜମା ବିଜନେସ୍ ରେ ଯୋଡି ହୋଇଛନ୍ତି ,ସେମାନେ ବହୁତ ଧନ ଲାଭ କରିବାର ଯୋଗ ଅଛି, ଆପଣ ସାମାଜିକ ଓ ବ୍ୟବସାୟିକ ସମାରୋହରେ ସାମିଲ୍ ହେବେ , ଯାତ୍ରା ଫଳଦାୟୀ ରହିବ ।

ମୀନ ରାଶି : ଆଜି ନୁଆ ଆୟର ସ୍ରୋତ ବିକଶିତ ହେବ , ଚୋରି କାରଣରୁ ଆପଣଙ୍କ କ୍ଷତି ହୋଇପାରେ , ସାବଧାନ ଓ ସତର୍କ ରୁହନ୍ତୁ , ବିଦ୍ୟାର୍ଥୀଙ୍କୁ ପଢାଇରେ ସକରାତ୍ମକ ଉର୍ଜା ମିଲିବ , ଆଜି ଆପଣଙ୍କୁ କେଉଁ ଆଡୁ ଭଲ ସମାଚାର ମିଲିବ ।

Leave a Reply

Your email address will not be published. Required fields are marked *