ଜିଓ ତରଫରୁ ଆସିଲା ଏହି ବଡ ଖୁସିଖବର , ନୁଆ ବର୍ଷ ଅବସରରେ JIO ଦେବ ଏକ ବିଶେଷ ଉପହାର – ବର୍ଷ ସାରା ଆଉ ରିଚାର୍ଜ କରିବା ପାଇଁ ପଡିବ ନାହିଁ – ଜିଓ ସିମ ଥିଲେ ନିଶ୍ଚୟ ପଢନ୍ତୁ…

ବର୍ତମାନ ସମୟରେ ମୋବାଇଲ ର ଜମାନା କହିଲେ ଭୁଲ ହେବ ନାହିଁ | ଆପଣମାନେ ଦେଖୁଥିବେ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ମୋବାଇଲେ ନେଟୱାର୍କ କମ୍ପାନୀ ନୂଆ ନୂଆ ଅଫର ଦେଇ ଚାଲିଛନ୍ତି | ତେବେ ବର୍ତମାନ ସମାୟାରେ ଦେଶର ସବୁଠୁ ବଡ ନେଟୱାର୍କ JIO ଏକ ନୂଆ ପ୍ଲାନ ଘୋଷଣା କରିଛି | ଦୁରସଂଚାରର ସବୁଠାରୁ ଶସ୍ତା ଜଣାଯାଉଥିବା କମ୍ପାନୀ ରିଲାୟନ୍ସ ଜିଓ ଉପଭୋକ୍ତାଙ୍କ ପାଇଁ ନୁଆ ବର୍ଷର ଅବସରରେ ଜବରଦସ୍ତ ଅଫର୍ ଦେଇଛନ୍ତି , ଏଥିରେ ଉପଭୋକ୍ତାଙ୍କର ପୁରା ବର୍ଷର ରିଚାର୍ଜ ଉପରେ ଅସୀମିତ ସେବାର ଲାଭ ମିଳିବ , ଜିଓ ତରଫରୁ ନୁଆ ବର୍ଷରେ ଏହି ଖୁସିଖବର ଆସିଛି ।
ନୁଆ ବର୍ଷର ଅବସରରେ ଜିଓ ବଡ ଖୁସିଖବର ନେଇକରି ଆସିଛି , ଯେଉଁଥିରେ ଦୁରସଂଚାର ସବୁଠାରୁ ବଡ କମ୍ପାନୀ ହ୍ୟାପି ନ୍ୟୁଉ ଇୟର ୨୦୨୦ ଅଫରର ପେଶ କରାଯାଇଛି , ଏହି ଅଫରରେ ଉପଭୋକ୍ତାଙ୍କୁ ଗୋଟେ ଥର ରିଚାର୍ଜ କରିବା ଉପରେ ଆଗମୀ ୧ ବର୍ଷ ପାଇଁ ଫ୍ରୀରେ ଅନଲିମିଟେଡ୍ ସେବା ଲାଭ ମିଳିପାରିବ , ଜିଓ ଘୋଷଣା କରିଛି କି ନ୍ୟୁଉ ଇୟର ଅଫର ଲିମିଟେଡ୍ ସମୟ ପାଇଁ ଅଛି ଏଥିପାଇଁ ଜଲଦି ହିଁ ଏହାର ଲାଭ ଉଠାନ୍ତୁ । ଜିଓ ୨୦୨୦ ଅଫରରେ ଉପଭୋକ୍ତାଙ୍କ ପାଇଁ ୨୦୨୦ ଟଙ୍କାର ରିଚାର୍ଜରେ ଏକ ବର୍ଷ ପାଇଁ ଅସିମିତ ସେବାର ଲାଭ ଦେବେ , ଯେଉଁଥିରେ କଲ୍ , ଇଣ୍ଟରନେଟ୍ ଓ ମେସେଜ୍ ସହ ଅନଲିମିଟେଡ୍ ରୋମିଙ୍ଗ୍ ସୁବିଧା ମିଳିପାରିବ ।
ସର୍ଭିସେସ୍ ରୁପରେ ଉପଭୋକ୍ତାମାନେ ଏକ ବର୍ଷ ପାଇଁ ଅନଲିମିଟେଡ୍ ଭଏସ୍ କଲିଙ୍ଗ୍ , ଓ ପ୍ରତିଦିନ ୧,୫ ଜିବି ଡାଟା ଦିଆଯିବ , ଯେଉଁଥିରେ କଲ୍ , ଇଣ୍ଟରନେଟ୍ ଓ ମେସେଜ୍ ସହ ଅନଲିମିଟେଡ୍ ରହିବ , ପ୍ରତିଦିନ ୧୦୦ ଟି ଏସ୍ ଏମ୍ ଏସ୍ ସହ ପ୍ରିମିୟମ୍ ସବସ୍କ୍ରିପସନ୍ ରହିବ । ଏହି ଅଫରର ବୈଧତା ୩୬୫ ଦିନ ରଖାଯାଇଛି , ଯେଉଁଥିରେ ବର୍ଷକ ଯାକ ସବୁ ସେବାର ଲାଭ ଉଠାଇପାରିବେ ।