ଖାଲି ଆପଣଙ୍କ ଘରେ ଏହି ଜାଗାରେ ଫିଟକିରି ଗୋଟିଏ ଖଣ୍ଡ ରଖିଦିଅନ୍ତୁ, ରାତାରାତି ହୋଇଯିବେ ଲକ୍ଷ୍ମୀବାନ…

ଫିଟକିରିର ଉପଯୋଗ ସବୁ ଜାଗାରେ କରାଯାଇଥାଏ , ଲୋକେ ଫିଟିକିରିର ଉପଯୋଗରୁ ବହୁତ ଅଲଗା ଅଲଗା କାମରେ କରିଥାନ୍ତି , ଯେପରି ଘରକୁ ସଫା କରିବାରେ ଏହା ଉପଯୋଗ ହୋଇଥାଏ , ସେମିତି କିଛି ଲୋକ ଖଣ୍ତିଆ ହେଲେ ଫିଟିକିରିକୁ ଆଣ୍ଟିସେପ୍ଟିକ୍ ଭାବେ ବ୍ୟବହାର କରିଥାନ୍ତି , କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି କି ଫିଟକିରି ଉପଯୋଗରୁ ବାସ୍ତୁଶାସ୍ତ୍ରରେ ଘରର ପଇସା ସହ ଯୋଡି ହୋଇଥିବା ବାଧାଗୁଡିକ ଦୂର କରିବାପାଇଁ କରାଯାଇଥାଏ , ଯେଉଁ ଲୋକ ଏହି ଜିନିଷକୁ ବିଶ୍ୱାସ କରନ୍ତି ନାହିଁ , ତାଙ୍କୁ ଏହା ଶୁଣିବାକୁ ଟିକିଏ ଅଜବ ଲାଗିଥିବ , କିନ୍ତୁ ଏହା ପୁରା ସତଅଟେ ।
ଯଦି ଆପଣ ଫିଟିକିରିକୁ କେଉଁ ବିଶେଷ ସ୍ଥାନରେ ରଖିଦେବେ ତେବେ ଧନ ସହ ଯୋଡି ହୋଇଥିବା ସବୁ ସମସ୍ୟା ଦୂର ହୋଇଯିବ , ଘରେ ଫିଟିକିରି ରଖିଲେ ପଇସାର ଅସୁବିଧା ଦୁର ହୋଇଯାଏ , ତା ସହ ଘରେ ଧନର ଆଗମନ ହୋଇଥାଏ , ବହୁତଥର ଏମିତି ହୁଏ କି ବହୁତ ପରିଶ୍ରମ କରିବା ପରେ ବି ଆପଣଙ୍କୁ ଉଚିତ୍ ଫଳ ମିଳିପାରେ ନାହିଁ , ତାହା ସହ ଚାକିରିରେ ଅବସର ପାଇବା କିମ୍ବା ବେପାରରେ କଠିନତା ଦେଖିବାକୁ ମିଲେ , ଯଦି ଆପଣଙ୍କ କାର୍ଯ୍ୟସ୍ଥଳ ଘର ସବୁ ସ୍ଥାନରେ ଫିଟିକିରି ଖଣ୍ତ ରଖିଦେବେ , ତେବେ ଏହା ସହ ଧନର ସବୁ ଅସୁବିଧା ଦୂର ହୋଈଯିବ , ଘରର ପଇସାର ବର୍ଷା ହେବ । କିନ୍ତୁ ଏହି ଉପାୟ ତେବେ କାମ କରିବ ଯେବେ ଆପଣ ପରିଶ୍ରମ ସହ କାମ କରିବେ , ଧ୍ୟାନ ରଖନ୍ତୁ ଆପଣଙ୍କୁ କିଛି ବି ପରିଶ୍ରମ ନକଲେ ଏହାର କିଛି ଫଳାଫଳ ମିଳିବ ନାହିଁ ।
ଫିଟିକିରି ବାସ୍ତୁ ଶାସ୍ତ୍ରରେ ଦୋଷ ମୁକ୍ତ କରାଇଥାଏ , ଯଦି ଆପଣଙ୍କ ବାସ୍ତୁ ଦୋଷ କାରଣରୁ ପଇସା ସହ ଯୋଡି ହୋଇଥିବା ଅସୁବିଧା ଅଛି ତେବେ କଳା କପଡାରେ ଫିଟିକିରି ରଖିକରି ଏହାକୁ ବାନ୍ଧି ଦିଅନ୍ତୁ , ଓ ନିଜ ଘର କିମ୍ବା କାର୍ଯ୍ୟସ୍ଥଳରେ ଜାଇକରି ରଖିଦିଅନ୍ତୁ , ଏଥିରେ ବାସ୍ତୁ ଦୋଷ ଦୂର ହୋଇଯିବ , ଯଦି ଆପଣ ଲମ୍ବା ସମୟରୁ କରଜ ପରି ସମସ୍ୟାରେ ପିଡିତ ତେବେ ଏକ ଅଶ୍ୱତଥ ଗଛରେ କିଛି ସିନ୍ଦୁର ସହ ଫିଟିକିରି ବାନ୍ଧି ଦିଅନ୍ତୁ , ଏହାପରେ ପତ୍ରକୁ ଅଶ୍ୱତଥ ଗଛର ମାଟି ଭିତରେ ପୋତି ଦିଅନ୍ତୁ , ଏହି ପ୍ରକିୟା କିଛି ସମୟରେ ଆପଣଙ୍କୁ କରଜରୁ ମୁକ୍ତି ଦେଇଦେବ ।