୨୦୨୦ ଜାନୁଆରୀ ରେ ଏହି ୩ ଟି ରାଶିମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି , ୨୦୨୦ ରୁ ନେଇ ଆସିବ ଏମାନଙ୍କ ପାଇଁ ଭଲ ଦିନ – ହେଇଯିବେ ମାଲାମାଲ…

ରାଶି ଯେ କୌଣସି ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବିତ କରିଥାଏ , ଆପଣଙ୍କ ଗ୍ରହ କହିଥାଏ କି ଆପଣଙ୍କ ସମୟ କିପରି କଟିବ , ଯାହାକୁ ନେଇ ଆପଣଙ୍କ ଆଗାମୀ ବର୍ଷ ୨୦୨୦ ବହୁତ ଆନନ୍ଦ ଦାୟକ ହେବାର ଅଛି , ବର୍ଷର ପ୍ରଥମ ମାସରେ ଏହି ରାଶିର ଜୀବନରେ ବହୁତ ପରିବର୍ତ୍ତନ ଦେଖାଯାଉଛି , ତେବେ ଏହି ରାଶି ଗୁଡିକ ୨୦୨୦ ର ବର୍ଷ ସାରା ସମସ୍ତଙ୍କ ହୃଦୟର ରାଜା ହେବେ | ଅନେକ ଧାନ ସମ୍ପତି ଅର୍ଜନ କରିବା ସହ ଅନେକ ସଫଳତା ପାଇବେ ଏହି ୩ଟି ରାଶି | ତେବେ ଚାଲନ୍ତୁ ଜାଣିବା କିଏ ସେ ଭାଗ୍ୟବାନ ରାଶି
୧-କୁମ୍ଭ ରାଶି : ୨୦୨୦ ରେ ମଙ୍ଗଳ ଗ୍ରହରେ କୁମ୍ଭ ରାଶିର ପକ୍ଷରେ ରହିବ , ମଙ୍ଗଳ ନିଜର ରାଶିଫଳ ଅଟେ , ଏହି ଦଶାରେ କୁମ୍ଭ ରାଶି ବାଲାଙ୍କର ବହୁତ ଲାଭ ପହଞ୍ଚିବ , କୁମ୍ଭ ରାଶିର ଲୋକଙ୍କ ପାଇଁ ଧନ ସଂବନ୍ଧିତ ଅସୁବିଧାରୁ ସବୁ କାର୍ଯ୍ୟ ପୁରା ହେବ , ଏହି ବର୍ଷ ଆପଣଙ୍କ ଅଟକିଥିବା ଧନ ସଂବନ୍ଧିତ କାର୍ଯ୍ୟ ପୁରା ହୋଇପାରିବ , ଯେଉଁ ଲୋକ ବହୁତ ଟାଇମ୍ ରୁ ପରିଶ୍ରମ କରୁଛନ୍ତି , ତାଙ୍କୁ ଉଚିତ୍ ଫଳ ପ୍ରାପ୍ତି ହୋଇପାରୁନାହିଁ , ସେହି ଲୋକଙ୍କ ପାଇଁ ଏହି ବର୍ଷ ବହୁତ ହିଁ ଖୁସି ନେଇକରିଆସିବ , ଏହି ବର୍ଷ ତାଙ୍କୁ କଡା ପରିଶ୍ରମ ଫଲ ପ୍ରାପ୍ତି ହେବ , କ୍ୟାରିୟରରେ ନୁଆ ଅପସନ୍ ଖୋଲିବ , ବର୍ଷ ଯାକ ବୁଦ୍ଧିମାନୀ ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟ ଭଲ ଖବର ଆଣିବ , ଆୟରେ ବୃଦ୍ଧି ଦେଖାଦେଉଛି ।
୨- ବିଛା ରାଶି : ଏହି ରାଶିର ଲୋକଙ୍କର ମଙ୍ଗଳ ଦଶା ଅନୁକୁଳ ରହିବ , ଏହି କାରଣରୁ ଆରମ୍ଭରୁ ତିନି ମାସ ବିଛା ରାଶି ଉପରେ ପ୍ରଭାବ ପଡିବ , ଯାହାର କାରଣରୁ ଧନ ସଂବନ୍ଧିତ ସବୁ ମାମଲାରେ ନିପଟି ଯିବେ , ଧନ ଦୃଷ୍ଟିରୁ ଏହି ବର୍ଷ ବହୁତ ଭଲ ହେବ , ୨୦୨୦ ରେ ଆପଣଙ୍କ ପାଇଁ ଏବେ ପର୍ଯ୍ୟନ୍ତ ସବୁଠାରୁ ଭଲ ବର୍ଷ ହେବ , ବିଜନେସ୍ କରୁଥିବା ଲୋକ ପ୍ରମୋଶନ ପାଇପାରନ୍ତି , ଶନି ଙ୍କ ବିଛା ରାଶିରେ ପ୍ରବେଶ ଆପଣଙ୍କ ଜୀବନରେ ପ୍ରଭାବ ପକାଇପାରେ , ସବୁ ମିଶାଇକରି ଜୀବନରେ ପ୍ରଗତି କରିବେ, ପାରିବାରିକ ଜୀବନରେ ଖୁସି ଆସିବ , ବୈବାହିକ ଜୀବନରେ କିଛି ଭୁଲ୍ ବୁଝାମଣା ହୋଇପାରେ, ଯାହାକୁ ନେଇ ଆପଣଙ୍କୁ ସଚେତନ ରହିବାକୁ ହେବ ।
୩- କନ୍ୟା ରାଶି : ଯଦି ଆପଣଙ୍କ ପରିବାରରେ ବହୁତ ସମୟରୁ ଟେନସନ୍ ମାହୋଲ୍ ସୃଷ୍ଟି ହୋଇଛି ତେବେ ୨୦୨୦ର ଆରମ୍ଭରେ ଏହା ଠିକ୍ ହୋଇଯିବ , ୨୦୨୦ ମଧ୍ୟରେ ଆପଣ ନିଜ ଘରେ ପ୍ରବେଶ କରିପାରିବେ , କିନ୍ତୁ ଖର୍ଚ୍ଚକୁ ଟିକିଏ ଧ୍ୟାନ ଦେବେ , ଆସୁଥିବା ଦିନରେ ଖର୍ଚ୍ଚ ବଢିପାରିବ , କିନ୍ତୁ ଅଧିକା ଟେନ୍ସନ୍ ନେବାର ଦରକାର ନାହିଂ , ଆପଣଙ୍କୁ କେଉଁଠୁ ଭଲ ଖୁସି ଖବର ମିଳିବ , ଆର୍ଥିକ ଅସୁବିଧାରେ ପଡିଥିବା ଲୋକଙ୍କର ହାଲତ୍ ସ୍ଥିର ହୋଇଯିବ , ଆପଣଙ୍କ ବସ୍ ଇମ୍ପ୍ରେସ୍ ହେବେ , ନିଜ ରାଗ ଉପରେ ସଂଜମତା ରଖନ୍ତୁ , ଧାର୍ମିକ ଓ ଆଧ୍ୟାତ୍ମିକ କ୍ରିୟାରେ ଅଧିକ ମନୋନିବେଶ ହେବ , ଏହି ସମୟରେ ଆପଣ ତୀର୍ଥଯାତ୍ରାରେ ଯାଇପାରନ୍ତି , ଯଦି ପ୍ରେମ ସଂମ୍ପର୍କର କଥା କହିବା ତେବେ ନିଶ୍ଚିତ ଫଳ ପ୍ରାପ୍ତି ହେବ , ଗୋଟେ ପଟୁ କିଛି ଭୁଲ୍ ବୁଝାମଣା ହୋଇପାରେ , ସେପଟେ ନିଜ ପ୍ରିୟଙ୍କ ସହ ସଂବନ୍ଧରେ ସତେଜତା ଅନୁଭବ କରିବେ ।