November 1, 2024

Odia Express

Leading Odia News Portal of Odisha

ଭାରତ ଓ ଶ୍ରୀଲଙ୍କା T20 ମ୍ୟାଚ – ଦ୍ୱିତୀୟ ଟି୨୦ ରେ ଶାର୍ଦୁଲ୍ ଠାକୁର କହିଲେ – କେଉଁ ପ୍ଲାନିଂ ୧୯ ଓଭର ରେ ୩ଟି ଖେଳାଳି କି ୱେକେଟ ନେଲେ..

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଇନ୍ଦୋର ରେ ଟି୨୦ ର ଦ୍ୱିତୀୟ ମ୍ୟାଚ ଖେଳା ଯାଇଛି | ଏହି ମ୍ୟାଚ ରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ବିଜୟ ଲାଭ କରିଛି | ତେବେ ଏହି ଖେଳ ସବୁ ଭାରତୀୟ ଖେଳ ପ୍ରେମୀ ଙ୍କୁ ଖୁବ ଖୁସି ଦେଇଛି |ଏହି ଖେଳରେ ଯଶପ୍ରୀତ ବୁମୁରା ପୁଣି ଥରେ ଦଳକୁ ଫେରିଛନ୍ତି | କିନ୍ତୁ ସେ ଏଥିରେ କିଛି ବିଶେଷ ପଦର୍ଶନ କରି ପାରିନାହାନ୍ତି | ତେବେ ଏହି ଖେଳରେ ମୁଖ୍ୟ ହିରୋ ସାଜିଛନ୍ତି ଶାର୍ଦୁଲ୍ ଠାକୁର | ତେବେ ଏହା ସହ କୁଲଦୀପ ଯାଦବ ଓ ନବଦ୍ୱୀପ ସୋନି ମଧ୍ୟ ବହୁତ ଭଲ ପଦର୍ଶନ କରି ଶ୍ରୀଲଙ୍କା କୁ ମାତ୍ର ୧୪୨ ରନ ରେ ରୋକ ଲଗେଇଥିଲେ

ତେବେ ଏହି ମ୍ୟାଚ ରେ ଭାରତୀୟ ଦଳର ଦ୍ରୁତ ବୋଲର ଶାର୍ଦୁଲ୍ ଠାକୁର ୧୯ ତମ ଓଭର ରେ ୩ଟି ୱେକେଟ ନେଇଥିଲେ |ଅବର ର ଦ୍ୱିତୀୟ ବାଳ ରେ ସେ ପ୍ରଥମ ୱେକେଟ ଲାଭ କରିଥିଲେ |ଶିବମ ଦୁବେ ଏହି ବଲ ର ସହଜ କ୍ୟାଚ ନେଇଥିଲେ | ସେ ଏହି ବଲ ରେ ଧନଜୟଂ ଙ୍କୁ ଆଉଟ କରିଥିଲେ | ସେ ୧୭ ରନ ର ପରି ଖେଳିଥିଲେ | ଏହାପରେ ସେ ପୁଣି ୫ ନମ୍ବର ବଲ ରେ ଆଉ ଗୋଟିଏ ୱେକେଟ ଅକ୍ତିଆର କରିଥିଲେ |ଏହାପରେ ଅନ୍ତିମ ବଲ ରେ ସେ ଶ୍ରୀଲଙ୍କା ଅଧିନାୟକ ମାଲିଙ୍ଗା ଙ୍କୁ ମଧ୍ୟ ୱେକେଟ ନେଇଥିଲେ | ତେବେ ତାଙ୍କ ପାଖେ ହ୍ୟାଟ୍ରିକ ହୁଙ୍ଗଓଜ ଥିଲେ ମଧ୍ୟ ତାଙ୍କ ଓଭର ସରି ଯାଇଥିଲା

୩ଟି ୱେକେଟ ଅନ୍ତିମ ସମୟରେ ନେବା ପରେ ଶାର୍ଦୁଲ୍ ଠାକୁର ପିଚ ବିଷୟରେ କହିଛନ୍ତି |ତେବେ ସେ କହିଛନ୍ତି କି ଏହି ପିଚ ବ୍ୟାଟ୍ସମ୍ୟାନ ଙ୍କ ପାଇଁ କିନ୍ତୁ ସେ ଚଳକୀର ସହ ୱେକେଟ ନେଇଥିଲେ ବୋଲି କହିଛନ୍ତି |ସେ କହିଥିଲେ ବ୍ୟାଟ୍ସମ୍ୟାନ ବହୁତ ଗୁଡେଇ ସଟ ଖେଳିବା ପାଇଁ ଚାହିଁଥିଲେ ,କିନ୍ତୁ ସେ ସଫଳ ହେଇ ପରି ନଥିଲେ |ସେ ତାଙ୍କ ବାଳକୁ ସ୍ୱଇଙ୍ଗ କରି ବ୍ୟାଟ୍ସମ୍ୟାନ ଙ୍କୁ ଚକମା ଦେଇଥିଲେ ,ଯଦି ଆପଣ ଗୋଟିଏ ଶୈଳୀ ରେ ବୋଲିଂ କରିବେ ତେବେ ଏହା ନିଶ୍ଚୟ ଆପଣଙ୍କ ଉପରେ ଭାରି ପଡିବ ବୋଲି କହିଛନ୍ତି

ଶାର୍ଦୁଲ୍ ଠାକୁର ଏହା ପରେ କହିଥିଲେ ବଲ ତାଙ୍କୁ ବହୁତ ହଇରାଣ କରିଥିଲା |ସେ ଏହା ସହ ଲେନଥ ରେ ୱେକେଟ ନେବା ବହୁତ ମହତ୍ଵପୁର୍ଣ ବୋଲି କହିଛନ୍ତି |ସେ କହିଛନ୍ତି ଏଭଳି ବୋଲିଂ କରିବା କଷ୍ଟ ହେଲେ ମଧ୍ୟ କରିବା ପାଇଁ ପଡେ |ତେବେ ଏହି ପଦର୍ଶନ କୁ ନେଇ ସେ ଖୁବ ଖୁସି ଅଛନ୍ତି ବୋଲି କହିଛନ୍ତି | ତେବେ ଆଗାମୀ ଦିନରେ ଆହୁରି ଭଲ ପଦର୍ଶନ ପାଇଁ ସେ ଆଶା ରଖିଛନ୍ତି

ତେବେ ବନ୍ଧୁଗଣ ବିରାଟ ବାହିନୀ ବର୍ତମାନ ସମୟରେ ପ୍ରଥମ ଟି ବିଜୟ ଲାଭ କରିଛି | ତେବେ ଅନ୍ତିମ ମଞ୍ଚ ରେ ଦେଖିବା ପାଇଁ ପଡିବ ଭାରତ ବିଜୟ କରି ସିରିଜ ନିଜ କବ୍ଜା କୁ ନେଉଛି ନ ଶ୍ରୀଲଙ୍କା ଜିତି ମ୍ୟାଚ ର ସିରିଜ ବରାବର କରୁଛି | ତେବେ ଏ ନେଇ ଆପଣଙ୍କ ମତ କଣ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *