February 13, 2025

Odia Express

Leading Odia News Portal of Odisha

ମ୍ୟାଗି ତିଆରି ହେବାର ସତ୍ୟତା କେହି ଜାଣିନଥିବେ – ଦେଖନ୍ତୁ କଣ ମିଶାଯାଇଥାଏ ଏଥିରେ – ଜାଣିଲେ ଆପଣ ମଧ୍ୟ ଚମକି ପଡିବେ…

କଣ ଆପଣ ଜାଣିଛନ୍ତି ନେସଲେ କମ୍ପାନୀ ଉତ୍ପାଦରେ ମ୍ୟାଗି ଯେଉଁଥିରେ ଦର୍ଶାଯାଇଥାଏ ଏହା ୧୦୦ ପ୍ରତିଶତ ଶାକାହାରୀ ଉତ୍ପାଦନ ଅଟେ କି ଏହା କମ୍ପାନୀ ଦ୍ୱାରା କରାଯାଇଥିବା ଏକ ଧୋକା ଅଟେ, ବାସ୍ତବରେ ମ୍ୟାଗିରେ କଣ କଣ ଜିନିଷ ମିଶାଯାଈଥାଏ ଏହାର ବିବରଣୀ ମ୍ୟାଗିର ପ୍ୟାକେଟରେ ପୁରା ସ୍ପଷ୍ଟ ଭାବେ ଦର୍ଶାଯାଇଛି , ଏହାକୁ ଇ କୋଡ୍ କହନ୍ତି , ଯେଉଁଥିରେ ସାଧାରଣ ଜନତା ବୁଝିପାରନ୍ତି ନାହିଁ । ଓ ଏହାକୁ ଶାକାହାରୀ ଭାବିକରି ଏହାକୁ ସେବନ କରନ୍ତି , ଯେବେ ଏହାର ପ୍ୟାକେଟ୍ ସାମଗ୍ରୀ ସୁଚି ଦେଖିବେ ତେବେ ଏହା ଫ୍ଲେବର୍ ଇନ୍ହେସର୍ ନାମକ ଏକ ଜିନିଷ ନଜର ଆସିବ , କିନ୍ତୁ ଏହା କଣ ଏହି ଅଥା ପ୍ୟାକେଟ୍ ରେ ଲେଖା ହୋଇନଥାଏ , ବରଂ ଏହାର କୋଡ୍ ନମ୍ବର ଦିଆଯାଏ ,

ଯେବେ ଆମେ ଏହାର କୋଡ୍ ଇଣ୍ଟରନେଟ୍ ରେ ସୁଚନା ପ୍ରାପ୍ତି କଲୁ , ତେବେ ଜଣାଗଲା କି ଏହା ଏକ ରସାୟନ ଅଟେ। ଯାହାର ପ୍ରୟୋଗ ଖାଦ୍ୟ ପଦାର୍ଥରେ ସ୍ୱାଦ ବଢାଇବା ପାଇଁ କରାଯାଏ , ଓ ଏହି ରସାୟନ ମାଂସ ଅଥବା ମାଛରୁ ପ୍ରାପ୍ତ୍ କରାଯାଏ । ଏଥିପାଇଁ ଶାକାହାରୀଙ୍କ ପାଇଁ ଏହା  ବିଲକୁଲ୍ ଅନୁପଯୁକ୍ତ ଅଟେ । ଏହା ଛଡା ଏହି ରସାୟନରେ ବହୁତ ଶାରରୀକ ଦୁଷପରିଣାମ ବି ସାମିଲ୍ ଅହି , ଏହି ରସାୟନ ଗଣ୍ଠି ଆସ୍ତମା ରୋଗୀଙ୍କ ପାଇଁ ବିଲକୁଲ୍ ଅନୁପଯୋଗୀ , ତାହା ସହ ମଣିଷ ମସ୍ତିଷ୍କ ଦୁପ୍ରଭାବ ପକାଇଥାଏ

, ଏହାର ପ୍ରଭାବ ଧିମା ହୋଇଥାଏ , କିନ୍ତୁ ହେଇଥାଏ , ଅର୍ଥାତ୍ ଏକ ପ୍ରକାରର ଧିମା ଜହର ଅଟେ , ଏହା ବିଦେଶୀ କମ୍ପାନି ଧୋକା ଦେଇକରି ଆମର ସ୍ୱାସ୍ଥ୍ୟ ଏବଂ ଧର୍ମ ଭ୍ରଷ୍ଟ କରିବାରେ ଲାଗିଛନ୍ତି । ଯଦି ଆପଣଙ୍କୁ ଜଳଖିଆ ବନାଇବାର୍ ଅଛି ତେବେ ମ୍ୟାଗିର ବହୁତ ବିକଳ୍ପ ମହଜୁତ୍ ଅଛି , ଯେପରି ପୋହା , ସୁଜି ହାଲୱା,  ଡାଲିଆ ଆଦି ତିଆରି କରିପାରିବେ , ଏହାକୁ ବନାଇବାରେ ଅଧିକା ସମୟ ଲାଗେ ନାହିଁ ।

ପ୍ରଶ୍ନ : ମ୍ୟାଗି ଯଦି ମାଂସାହାରୀ ଉତ୍ପାଦ ଅଟେ , ତେବେ ଏହା ସବୁଜ କାହିଁକି ହୋଇଥାଏ , ଲାଲ୍ କଣ ପାଇଁ ହୁଏ ନାହିଁ । ଉତ୍ତର ହେଲା ଏହା ପୁର୍ଣ୍ଣ ରୁପେ ସତ୍ୟ ଅଟେକି ଖାଦ୍ୟପେୟ ଉତ୍ପାଦରେ ସବୁଜ ଚିହ୍ନ ଶାକାହାରୀ ହେବାର ପ୍ରତିକ ଅଟେ,  ଓ ଲାଲ୍ ଚିହ୍ନ ମାଂସାହାର ହେବାର , କିନ୍ତୁ ଯେବେ ୧୯୯୩ ରେ ଆଇନ୍ ଆସିଲା ତେବେ ଏଥିରେ ମାଂସାହାରୀ ଓ ସାକାହାରୀ ପରିଭାଷା ବଦଳାଇଦେଲା , ତାଙ୍କର ଅନୁସାରେ ପଶୁ ପକ୍ଷୀଙ୍କ ବାଲ , ନଖ , ପର , ଲାର , ଚର୍ବୀ , ଅଣ୍ତାର ଜର୍ଦି ରୁ ତିଆରି ପଦାର୍ଥ କିମ୍ବା ଏଡିଏକ୍ଟିଭ୍ ଜିନିଷକୁ ସାକାହାରି ଶ୍ରେଣୀରେ ନିଆଯାଇପାରିବ । କିନ୍ତୁ ସବୁଜ ଓ ଲାଲ୍ ଚିହ୍ନ ଆଇନ୍ ଆଧାରରେ ସାକାହାରୀ ଅଟେ,  ଏଥିପାଇଁ କମ୍ପାନୀ ଆପଣଙ୍କୁ ସବୁଜ ଲାଲ୍ ଚିହ୍ନ ଚକ୍କରରେ ଧୋକା ଦେଇଥାନ୍ତି ।

ସଢିଯାଇଥିବା ମଇଦାରେ ହୋଇଥିବା ନ୍ୟୁଡୁଲ୍ସ ଯାହା ବହୁତ ଦିନ ଯାଏଁ ଆପଣଙ୍କ ଭିତରେ ପଡିଥାଏ , ଓ ଅନ୍ତରେ ଚିପିକି ହୋଇ ସଢିଯାଏ , ଯାହା ଦ୍ୱାରା କବଜ୍ ହୋଇଥାଏ , ଓ ଏଥିରେ ବହୁତ ରୋଗ ହୁଏ , ଆପଣଙ୍କୁ ଜଣା ହିଁ ଅହି କି ସେକେଣ୍ତରେ ଏହି ରୋଗ ପେଟ ସଫା ନ ହେବା କବଜ୍ କାରଣରୁ ଆରମ୍ଭ ହୋଇଥାଏ । ରାଜିବ୍ ଭାଇ କହନ୍ତି କି ଯଦି ଖାଇବାରେ କଚରା ଜିନିଷ ଅଛି ତେବେ ନ୍ୟୁଡୁଲ୍ସ ଯାହା ଶରୀରକୁ କ୍ଷତି କରାଇଥାଏ , ଏଥିପାଇଁ ଯଦି ନିଜ ଛୁଆଙ୍କ ଚିନ୍ତା ଅଛି ତେବେ ନ୍ୟୁଡୁଲ୍ସ ଛାଡିଦିଅନ୍ତୁ  ଓ ଏହାର ଜାଗାରେ ଭାରତୀୟ ବ୍ୟଞ୍ଜନ ଯେପରି ଦୋସା, ଢୋକଲା , ଫାଫଡା, ଇଟିଲି , ପୋହା , ଲିଟି ଚୋଖା, ସତ୍ତୁ , ଡାଲିଆ , ଖେଚୁଡି କରି ଖାଇପାରିବେ  ।

Leave a Reply

Your email address will not be published. Required fields are marked *