୫ ଜଣ ଖେଳାଳୀ ଯିଏକି ମହେନ୍ଦ୍ର ସିଂ ଧୋନୀ ଙ୍କ ଅଧିନାୟକତ୍ୱରେ ପ୍ରଥମ ମ୍ୟାଚ୍ ହିଁ ହେଲା ଶେଷ ମ୍ୟାଚ – ତାଙ୍କୁ ଆଉ ସୁଯୋଗ ମିଳିନଥିଲା – ଦେଖନ୍ତୁ କିଏ ସେ ଖେଳାଳି…
![](https://www.odiaexpress.in/wp-content/uploads/2020/02/aetfsh.png)
ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର୍ କିଙ୍ଗ୍ ଆଇପିଏଲ୍ ର ସବୁଠାରୁ ସଫଳ ଟୀମ୍ ରେ ସାମିଲ୍ ହୋଇଛି , ଟୀମ୍ ପାଖରେ ସେମିତି ମୁମ୍ବାଇ ଇଣ୍ତିଆନ୍ସର ଟ୍ରଫି କମ୍ ଅଛି , କିନ୍ତୁ ଟୀମ୍ ଏବେ ପର୍ଯ୍ୟନ୍ତ ଖେଳିଥିବା ୧୦ ଟି ସିଜିନ୍ ରେ ପ୍ଲେ ଅଫ୍ ପାଇଁ ପହଞ୍ଚିଛି , ଏହା ସହ ୮ ଥର ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ରେ ପହଞ୍ଚିଛି , ସବୁ ମଉକାରେ ଧୋନୀ ହିଁ ଟୀମ୍ ଅଧିନାୟକ ଥିଲେ, ସେ ଟିମ୍ ରେ ଅଧିକା ପରିବର୍ତ୍ତନ କରିବା ପକ୍ଷରେ ରହୁନଥିଲେ, କିନ୍ତୁ ବହୁତ ଏପରି ଖେଳାଳୀ ଅଛନ୍ତି , ଯାହାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ ପାଇଁ କେବଳ ଗୋଟିଏ ମ୍ୟାଚ୍ ଖେଳିବାର ମଉକା ପାଇଲେ ।
୫) ବିଜୟ ଶଙ୍କର : ବିଶ୍ୱକପ୍ ରେ ଭାରତୀୟ ଟିମ୍ ରେ ଥିବା ଅଲରାଉଣ୍ତର ବିଜୟ ଶଙ୍କର ଚେନ୍ନାଇ ସୁପର କିଙ୍ଗ୍ ପାଇଁ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ଏହାପରେ ସେ ସନରାଇଜର୍ସ ହାଇଦ୍ରାବାଦ ଓ ତାପରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଛନ୍ତି , ଚେନ୍ନାଇ ସୁପର୍ କିଙ୍ଗ୍ ତାଙ୍କୁ ଗୋଟିଏ ମ୍ୟାଚ୍ ଖେଳିବାର ମଉକା ଦେଇଥିଲେ, ବରଂ ସବୁ ମ୍ୟାଚରେ ସେ ବସିଥିଲେ, ଆଇପିଏଲ୍ ୨୦୧୪ ରାଜସ୍ଥାନ ରୋୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ସେ ଟିମ୍ ରେ ଥିଲେ , ମ୍ୟାଚ୍ ରେ ସେ ଗୋଟେ ଓଭର୍ ବୋଲିଙ୍ଗ୍ କରି ୧୯ ରନ୍ ଦେଇଥିଲେ, ସେମିତି ତାପରେ ତାଙ୍କୁ ବ୍ୟାଟିଙ୍ଗ୍ କରିବାର ମଉକା ମିଳିଲା ନାହିଁ , ଧୋନୀ ତାଙ୍କ ପୁର୍ବରୁ ଅଶ୍ୱିନ ଓ ଜାଡେଜାଙ୍କୁ ବ୍ୟାଟିଙ୍ଗ୍ କରିବାର ପଠାଇଦେଲେ , ମ୍ୟାଚ୍ ପରେ ତାଙ୍କୁ ଚେନ୍ନାଇ ସୁପର୍ କିଙ୍ଗ୍ କେବେ ଖେଲିବାକୁ ଦେଲେ ନାହିଁ ।
୪) ଅରୁଣ କାର୍ତ୍ତିକ : ଅରୁଣ କାର୍ତ୍ତିକ ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିକରି ଚ୍ୟାମ୍ପିୟନ୍ସ ଲିଙ୍ଗ୍ ଟି ଟ୍ୱେଣ୍ଟି ସାଉଥ୍ ଅଷ୍ଟ୍ରେଲିଆନ୍ ରେଡବକ୍ସ ବିପକ୍ଷରେ ଅନ୍ତିମ ବଲରେ ଛକା ମାରିକରି ଟିମ୍ କୁ ଜିତ୍ ଦେଇଥିଲେ , କ୍ରିକେଟ୍ ଫ୍ୟାନ୍ସଙ୍କୁ ଏହି ରୁପରେମନେ ଅଛି , କିନ୍ତୁ ସେ ଚେନ୍ନାଇ ସୁପର କିଙ୍ଗ୍ ପାଇଁ ଗୋଟିଏ ମ୍ୟାଚ୍ ଖେଳିଛନ୍ତି , ଆଇପିଏଲ୍ ୨୦୧୦ ରେ କାର୍ତ୍ତିକ ଚେନ୍ନାଇ ସୁପର କିଙ୍ଗ୍ ସହ ଥିଲେ, ମୁରଲି ବିଜୟଙ୍କ ପରି ସେ ରାଜସ୍ଥାନ ରୋୟାଲ୍ସ ବିପକ୍ଷରେ ମ୍ୟାଚ୍ ଖେଳିଲେ , ସେହି ମ୍ୟାଚରେ କାର୍ତ୍ତିକ ନମ୍ବର ୬ ରେ ବ୍ୟାଟିଙ୍ଗ କରିବାକିଉ ଆସିଲେ ଓ ୫ ଟିବଲ୍ ରୁ ୩ ରନ୍ ପାରି ବାହାର କଲେ , କାର୍ତ୍ତିକ ୱିକେଟ୍ କିପର ଥିଲେ, ଧୋନୀ ହେବା କାରଣରୁ ସେ ମଇଦାନରେ ଫିଲଡିଙ୍ଗ୍ କରିବାକୁ ପଡିଲା , ଏହାପରେ ସେ ଚେନ୍ନାଇ ପାଇଁ ଆଉଥରେ ମଉକା ମିଳିଲା ନାହିଁ , ଆଗାମୀ ନିଲାମୀରେ ଆରସିବି ଚାଲିଗଲେ ।
୩) ଜନ୍ ହେଷ୍ଟିଙ୍ଗ୍ସ : ଅଷ୍ଟ୍ରେଲିଆ ପୁର୍ବ ଦ୍ରୁତ ବୋଲର୍ ଜନ୍ ହେଷ୍ଟିଙ୍ଗ୍ସ ଆଇପିଏଲ୍ ର ତିନୋଟି ମ୍ୟାଚ୍ ଖେଳିଥିଲେ, ସେ ନିଜ ପ୍ରଥମ ମ୍ୟାଚ୍ ମହେନ୍ଦ୍ର ସିଂଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର୍ କିଙ୍ଗ୍ ପାଇଁ ଖେଳିଥିଲେ, ସେ ୨୦୧୦ ରେ ଭାରତ ବିପକ୍ଷରେ ନିଜ ୱାନ୍ ଡେ ଡେବ୍ୟୁ କରିଥିଲେ, ୨୦୧୪ ରେ ଚେନ୍ନାଇ ପାଇଁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବାକୁ ମଉକା ପାଇଥ୍ଲେ, ଚେନ୍ନାଇରେ ପ୍ରଥମ ବ୍ୟାଟିଙ୍ଗ୍ କରି ଡେଭିଡ୍ ହସି ଓ ମହେନ୍ଦ୍ର ସିଂ ଧୋଣୀ ଅର୍ଦ୍ଧଶତକ ଦ୍ୱାରା ୧୮୫ ରନ୍ ବନାଇଥିଲେ, ହାଇଦ୍ରାବାଦ ଦୁଇଟି ବଲ୍ ବାକି ଥାଇ ଏହି ମ୍ୟାଚ୍ କୁ ନିଜ ନାଁରେ କରିଦେଇଥିଲେ, ସେଥିରୁ ଡେଭିଡ୍ ୱାର୍ଣ୍ଣର୍ ୯୦ ରନ୍ କରି ପାରିଖେଳିଲେ , ହେଷ୍ଟିଙ୍ଗ୍ସ ମ୍ୟାଚରେ ୩ ଓଭରରେ ବୋଲିଙ୍ଗ୍ କରି ୨୯ ରନ୍ ଦେଇକରି ଗୋଟିଏ ୱିକେଟ୍ ନେଇଥିଲେ, ଏହାପରେ ସେ ଚେନ୍ନାଇ ପାଇଁ ଖେଳିବାର ମଉକା ହରାଇଥିଲେ ।
୨) ମାର୍କ ୱୁଡ୍ : ଇଂଲଣ୍ତର ଦୁତ ବୋଲର୍ ମାର୍କ ୱୁଡ୍ ଚେନ୍ନାଇ ସୁପର୍ କିଙ୍ଗ୍ ଆଇପିଏଲ୍ ୨୦୧୮ ରେ ନିଲାମୀରେ କିଣିଥିଲେ, ସିଜିନ୍ ପୂର୍ବରୁ ମ୍ୟାଚରେ ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ଖେଲିଲେ , ମ୍ୟାଚ୍ ରେ ସେ ସବୁ ଠାରୁ ମହଙ୍ଗା ବୋଲର୍ ହେଲେ ସେ ୪ ଓଭରରେ ୪୯ ରନ୍ ଖର୍ଚ୍ଚ କରିଦେଲେ, ଓ କିଛି ୱିକେଟ୍ ନେଇନଥିଲେ , ଏହାପରେ ସେ ବ୍ୟାଟିଙ୍ଗ୍ କରି ଏକ ରନ୍ କରିଲେ ,
ଏହାପରେ ସେ ମ୍ୟାଚ୍ ଖେଳିବାର ମଉକା ଆଉ ପାଇଲେ ନାହିଁ , ଏହାକୁ ଦେଖିକରି ମାର୍କ ଆଇପିଲେ ଛାଡି କାଉଣ୍ଟି କ୍ରିକେଟ୍ ଖେଲିବାର ଫଇସଲା ନେଲେ , ଏହାପରେ ଆଇପିଏଲ୍ ୨୦୧୯ ନିଲାମୀରେ ପ୍ରଥମ ଫ୍ରାଞ୍ଚାଇଜି ରିଲିଜ୍ ହେବାର ଫଇସଲା ହେଲା , ବିଶ୍ୱକପ୍ ରେ ଇଂଲଣ୍ତ ଜିତ୍ ରେ ସେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥିବା ଆଇପିଏଲ୍ ୨୦୧୯ ରେ ଭାଗ ନେଇନଥିଲେ
୧) ଥିସାରା ପରେରା : ଶ୍ରୀଲଙ୍କା ଅଲରାଉଣ୍ତର୍ ଥିସାରା ପରେରା ଭାରତ ବିପକ୍ଷରେ ୨୦୦୯ ରେ ନିଜ ୱାନ୍ ଡେ ଡେବ୍ୟୁ କରିଥିଲେ, ପ୍ରଥମ ମ୍ୟାଚ୍ ରେ ସେ ୧୪ ଟି ବଲରୁ ୩୧ ରନ୍ କରିଥିଲେ, ଆଗମୀ ନିଲାମୀରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଟିମ୍ ରେ ସାମିଲ୍ କରିଲା, କିନ୍ତୁ ପୁରା ସିଜିନ୍ ରେ ଗୋଟେ ମ୍ୟାଚ୍ ଖେଳିବାର ମଉକା ପାଇଲେ, ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ଏହି ମ୍ୟାଚରେ ସେ ବ୍ୟଟିଙ୍ଗ୍ କରିବାର ମଉକା ପାଇଲେ ନାହିଁ ବୋଲିଙ୍ଗ୍ ରେ ସେ ଗୋଟେ ଓଭରରେ ୧୯ ରନ୍ ଦେଇଥିଲେ, ଏହାପରେ ତାଙ୍କୁ ଗୋଟିଏ ମ୍ୟାଚ୍ ଖେଳିବାକୁ ଦେଇନଥିଲେ, ଆଗାମୀ ସିଜିନ୍ ରେ ସେ କୋଚି ଟେକ୍ସର୍ସ କେରଳ ସହ ଯୋଡି ହେଲେ , ତାହାପରେ ସେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ତିଆନ୍ସଟିମ୍ ରେ ଖେଲିସାରିଛନ୍ତି ।