ଜାଣନ୍ତୁ କିଏ ଅଟନ୍ତି ସୋନୁ ସୁଦ? କଣ ପାଇଁ ଗରିବକୁ ସାହାଯ୍ୟ କରୁଛନ୍ତି – କେତେ ଟଙ୍କାର ମାଲିକ ସେ ଜାଣିରଖନ୍ତୁ….

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ସାଙ୍ଗ ମାନେ କଣ ଆପଣ ମାନେ ସୋନୁ ସୁଦଙ୍କୁ ଜାଣିଛନ୍ତି ,ବୋଧେ ଜାଣିନଥିବେ।ସାଙ୍ଗମାନେ ରାସ୍ତାରେ ଅଳିଆ ଦେଖି ଚିଲୁଉଥିବା ଲୋକ ଅନେକ ମିଳିବେ କିନ୍ତୁ ସେହି ଅଳିଆକୁ ସଫା କରିବା ଵାଲା ବହୁତ କମ ମିଳିବେ।ଆଜି ଆମେ ଏକ ଏପରି ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଆପଣଙ୍କୁ ସବୁବେଳେ ଫିଲ୍ମରେ ଗୁଣ୍ଡା ଚରିତ୍ରରେ ଦେଖିବାକୁ ମିଳିଥାନ୍ତି କିନ୍ତୁ ସତ ଜୀବନରେ ହିରୋ କିପରି ହେଇଥାନ୍ତି ଆଙ୍କୁ ଦେଖି ଜାଣିହେବ।
ଆଜି ଆମେ ଆପଣଙ୍କୁ ସୋନୁ ସୁଦଙ୍କ ବିଷୟରେ କହିବୁ ।ସେ ଆଜି ଏପରି କାମ କରିଛନ୍ତି ଲୋକମାନେ ତାଙ୍କର ପ୍ରସଂସା କରୁଛନ୍ତି।ଯଦି ଆପଣ ସେହି କାମ ବିଷୟରେ ଜାଣି ନାହାଁନ୍ତି କିଛି ନାହିଁ ଆମେ ଆପଣଙ୍କୁ କହିବୁ।ସାଙ୍ଗମାନେ ଲାକଡାଉନ କୁ ଦୁଇ ମାସ ବିତିଗଲାଣୀ ଏବେ ପର୍ଯ୍ୟନ୍ତବି କିଛି ଲୋକ ନିଜ ଘରେ ପହଁଚି ପାରି ନାହାଁନ୍ତି।ଆପଣମାନେ ଏହି ଲାକଡାଉନ ସମୟରେ ଏପରି ଅନେକ ଦୃଶ୍ୟ ଦେଖିଥିବେ ଯେଉଁଠି ଲୋକ ମାନେ ପାଦରେ ଚାଲି ଚାଲି ଅନେକ ବାଟ ଅତିକ୍ରମ କରି ଘରକୁ ଯାଉଛନ୍ତି।ଅନେକ କଷ୍ଟ ଯନ୍ତ୍ରଣା ସହି ତାଙ୍କୁ ଘରକୁ ଯିବାକୁ ପଡୁଛି।ଏହା ଛଡା ତାଙ୍କ ପାଖରେ ଅନ୍ୟ ରାସ୍ତା ବି ନାହିଁ ।କାମ ସବୁ ବନ୍ଦ ପଇସା ନାହିଁ କି ଖାଦ୍ୟ ନାହିଁ।ଲୋକ କରିବେତ କଣ କରିବେ ।ଏଭଳି ପରିସ୍ଥିତିରେ ଲୋକଙ୍କୁ କେବଳ ନିଜ ଘର ଦେଖାଯାଉଛି।
ଆପଣ ମାନେ ଜାଣିଥିବେ ଆମର ଅନେକ ଲୋକ କାମ ପାଇଁ ଉତରପ୍ରଦେଶ ଓ ବିହାର ଆଦିକୁ ଯାଇଥାନ୍ତି।ଏହି ଲାକଡାଉନରେ ଅଧିକ କ୍ଷତି ଏହି ମାନଙ୍କୁ ହେଈଛି।ସରକାର ଦେଉଥିବା ସାହାଯ୍ୟ ସମସ୍ତେ ପାଇଁ ପାରୁ ନାହାଁନ୍ତି।ଭୋକ ଉପାସରେ ଅନେକ ଲୋକଙ୍କ ଜୀବନ କଟୁଛି ଓ ଅନେକ ଲୋକ ମରିସାରିଲେଣି।ଏହି ସମୟରେ ଏକ ଏପରି ଲୋକ ସାମ୍ନା କୁ ଆସିଛି ଯିଏ ଫିଲ୍ମରେ ଅନେକ ଗୁଣ୍ଡା ଚରିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ଆଜି ତାଙ୍କ କାମ କୌଣସି ହିରୋ ଠୁ କମ ନୁହେଁ।ଆଜି ଆମେ ସୋନୁଙ୍କୁ ଏତେ ଭଲ ପାଇବା ଦେଉଛୁ।ସେ ଫିଲ୍ମର ଏତେ ବି ପ୍ରସିଦ୍ଧ ନଥିଲେକି ଯଦି ସେ ଏହି କାମ କରିନଥାନ୍ତେ ତାଙ୍କ ନାମ ଖରାପ ହୋଇଯାଇଥାନ୍ତା ନା ବି ସେ କୌଣସି ନେତା।କିନ୍ତୁ ତଥାବି ସେ ଅନେକ ଲୋକଙ୍କୁ ଘରକୁ ପଠାଇବାକୁ ସାହାଯ୍ୟ କରିଛନ୍ତି।
ସେ ଏତେ ବଡ ବ୍ୟବସାୟ ବି ନୁହଁ ଯାହାଙ୍କ ପାଖରେ ଅଧିକ ଧନ ଅଛି ନା କି ଫିଲ୍ମର ଆଗ ଧାଡ଼ିର କଳାକାର।ତଥାପି ସେ ଦେଖାଇ ଦେଇଛନ୍ତି ଯଦି ଆପଣଙ୍କ ଭିତରେ ସାହାଯ୍ୟ କରିବାର ଇଚ୍ଛା ଥିବ ଆପଣ ସବୁ କିଛି କରିପାରିବେ। ସେ ଏବେ ପର୍ଯ୍ୟନ୍ତ ୧୨୦୦୦ ଲୋକଙ୍କୁ ତାଙ୍କ ଘରେ ପହଞ୍ଚାଇଛନ୍ତି।ଏତିକି ନୁହଁ ସେମାନଙ୍କୁ ବସରେ ବସିବା ପୂର୍ବରୁ ଖାଦ୍ୟ ଖୁଆଇଲେ ଓ ରାସ୍ତା ପାଇଁ ମଧ୍ୟ ଦେଲେ।ଡ୍ରାଇଭର ମାନଙ୍କୁ କହିଥିଲେ ପ୍ରତକ ଲୋକକୁ ତାର ଘର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯେପରି କୌଣସି ଲୋକ ଅଶୁବିଧାର ସମ୍ନା ନ କରିବାକୁ ପଡିବ।ସେ ଏହି କାମ ପାଇଁ କାହାକୁ ପଇସା କି ସାହାଯ୍ୟ ମାଗିନାହାନ୍ତି।
ଆପଣଙ୍କୁ ପଇସା ଦେଇଥିବା ଅନେକ ଲୋକତ ମିଳିବେ କିନ୍ତୁ ସୋନୁଙ୍କ ପରି ଆଗକୁ ଆସି କାମ କରିବା ଲୋକ ମିଳିବେନି।ଆମେମାନେ ଦେଖିଲେ ଲାକଡାଉନର କୌଣସି ଫାଇଦା ହେଲାନି ଅନେଲ ଲୋକ ଦେଶରେ ସଂକ୍ରମଣ ହେଲେ।କିନ୍ତୁ ଏହି ଲାକଡାଉନ ପାଇଁ ଅନେକ ଲୋକ ଭୋକରେ ଅଛନ୍ତି କାରଣ ଆମ ଦେଶରେ ଅନେକ ଲୋକ ଶ୍ରମିକ ଅଛନ୍ତି ଯେଉଁମାନଙ୍କ କାମ ନଥିବାରୁ ସେମାନେ ଖାଇବାକୁ ପାଉନାହାନ୍ତି।ସରକାର ଅନେକ ଲକ୍ଷ ଟଙ୍କା ର ବଜେଟ କଲେବି କିଛି ଲାଭ ନାହିଁ ଯେବେ ପର୍ଯ୍ୟନ୍ତ ସରକାର ଏହିପରି ସାହାଯ୍ୟ କରିନାହାଁନ୍ତି।ସାଙ୍ଗମାନେ ଯଦି ଆପଣଙ୍କୁ ଏହି ଲେଖା ଭଲ ଲାଗୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ,ଧନ୍ୟବାଦ।