March 11, 2025

Odia Express

Leading Odia News Portal of Odisha

ସାଧାରଣ ଜ୍ଞାନ ପ୍ରଶ୍ନ – ଭାରତର କେଉଁ ରାଷ୍ଟ୍ରପତିଙ୍କ ମୃତ୍ୟୁ ଗୋଟେ ସଡ଼କ ଦୁର୍ଘଟଣାରେ ହୋଇଥିଲା ?ଭାରତରେ ପ୍ରଥମ ଥର ଜନଗଣନା କେବେ ହୋଇଥିଲା ? ଉତ୍ତର ଜାଣିଛନ୍ତି କି ଆପଣ…

ନମସ୍କାର ବନ୍ଧୁଗଣ ,ଓଡ଼ିଆ ଏକ୍ସପ୍ରେସ୍ରେ ର ପ୍ରଶ୍ନ ଉତ୍ତର କୁ ଆପଣଙ୍କୁ ସ୍ୱାଗତ |ଆଜି ଆମେ ଆପଣଙ୍କ ପାଇଁ ଏଭଳି କିଛି ନୂଆ ପ୍ରଶ୍ନ ଓ ଉତ୍ତର ନେଇ ଆସିଚୁ ଯାହା ଆପଣଙ୍କ ଜ୍ଞାନ କୁ ବୃଦ୍ଧି କରିବାରେ ସହାୟକ ହେବ | ତେବେ ଏ ଭିତରେ ପ୍ରାୟ ସବୁ ପ୍ରଶ୍ନ ବଡ ବଡ ପରୀକ୍ଷା ରେ ପଚାର ଯାଏ | ତେବେ ଆପଣ ଏହି ପ୍ରଶ୍ନ ଉତ୍ତର ଦେବାରେ କେତେ ସମର୍ଥ ଆଜି ଆମେ ଏହା ଜାଣିବା |ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ତାହାର ଉତ୍ତର।

ପ୍ରଶ୍ନ ନମ୍ବର୍ ୦୧:-ଆମେରିକାରେ କ୍ୟାଟେଲିନା ଚ୍ୟାନେଲରେ ପହଁରିଥିବା ପ୍ରଥମ ଏସିଆର ସନ୍ତରଣ କାରୀ କିଏ ଥିଲେ ?

ଉତ୍ତର:-ସତେନ୍ଦ୍ର ସିଂ ଲୋହିଆ।ସେ ୨୧ ଅଗଷ୍ଟ ୨୦୧୯ ରେ ଏହା କରିଥିଲେ।

୨ୟ ପ୍ରଶ୍ନ:-ସବୁ ବର୍ଷ କେବେ ବିଶ୍ୱ ମାନବତା ବାଦୀ ଦିବସ କେବେ ପାଳନ କରାଯାଇଛି?

ଉତ୍ତର:-୧୯ ଅଗଷ୍ଟରେ।

୩ୟ ପ୍ରଶ୍ନ:-ରାଜୀବ ଗାନ୍ଧି ରତ୍ନ ପୁରସ୍କାର ପାଇଥିବା ଦୀପା ମଲ୍ଲିକ କେଉଁ ଖେଳ ସହ ଜଡିତ?

ଉତ୍ତର:-ପେରା ଏଥଲେଟିକ୍ସ ଦ୍ୱାରା।

୪ ନମ୍ବର୍ ପ୍ରଶ୍ନ:-ଆମାଜନ ଜଙ୍ଗଲ କେଉଁ ଦେଶରେ ଅଛି ?

ଉତ୍ତର:-ବ୍ରାଜିଲରେ ଆମାଜନର ଜଙ୍ଗଲ ବିଶ୍ୱର ସବୁଠାରୁ ଗହଲିଆ ଜଙ୍ଗଲ ଅଟେ।ଏହି ଜଙ୍ଗଲ ରୁ ପ୍ରାୟ ୨୦% ଅମ୍ଳଜାନ ଆସିଥାଏ।

୫ମ ପ୍ରଶ୍ନ:-ଗ୍ରିନ ପିସ ଦ୍ୱାରା ଜାରି ହେଇଥିବା ଗୋଟେ ରିପୋର୍ଟ ଅନୁସାରେ,ଏହା ଭିତରେ କେଉଁ ଦେଶ ସବୁଠାରୁ ବେସି ସଲଫର ଡାଇଅକ୍ସଆଇଡ଼ ଉତ୍ତ୍ପାଦନ କରୁଥିବା ଦେଶ ଅଟେ ?

ଉତ୍ତର:-ଭାରତ,ଏହି ରିପୋର୍ଟ ୧୯ ଅଗଷ୍ଟ ୨୦୧୯ରେ ଜାରି ହୋଇଥିଲା।

୬ଅ ପ୍ରଶ୍ନ:-ଅନ୍ତରାଷ୍ଟ୍ରିୟ କ୍ରିକେଟରେ ବିଗତ ଏକ ଦଶକରେ ସବୁଠାରୁ ବେସି ୨୦,୦୦୦ ରନ କରିଥିବା ଖେଳାଳିଙ୍କ ନାମ କଣ ଅଟେ ?

ଉତ୍ତର:-ଭାରତୀୟ ଅଧିନାୟକ ବିରାଟ କୋହଲି କରିଥିଲେ ସେ ୧୪ ଅଗଷ୍ଟ ୨୦୧୯ ରେ ଖେଳା ଯାଇଥିବା ତୃତୀୟ ଏକଦଶକ ଦିବସ ଦିନ କରିଥିଲେ।

୭ମ ପ୍ରଶ୍ନ:-କେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବେସାହାରା ଗାଈ ମାନଙ୍କ ପାଇଁ ଗ୍ରାମ ବାସୀ ମାନଙ୍କର ଘରେ ଗୁହାଳ କରିବାରେ ସହଭାଗିତାର ଯୋଜନା ଆରମ୍ଭ କରିଥିଲେ ?

ଉତ୍ତର:-ଉତ୍ତରପ୍ରଦେଶରେ ବେସାହାରା ଗାଈ ମାନଙ୍କର ଗୁହାଳ ପାଇଁ ଯୋଜନା କରିଥିଲେ।

୮ମ ପ୍ରଶ୍ନ:-ଦୁନିଆର ବଡ଼ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ ଜେଫ ବେଜସ କେଉଁ କମ୍ପାନୀର ମାଲିକ ଅଟନ୍ତି ?

ଉତ୍ତର:- ଆମାଜନ।

୯ମ ପ୍ରଶ୍ନ:-ଭାରତର କେଉଁ ରାଷ୍ଟ୍ରପତି ପଦବୀରେ ଥାଇ ମୃତ୍ୟୁ ବରଣ କରିଥିଲେ ?

ଉତ୍ତର:-ଡକ୍ଟର ଜାକିର ହୁସେନ।

୧୦ ପ୍ରଶ୍ନ:-ଭାରତର କେଉଁ ରାଷ୍ଟ୍ରପତିଙ୍କ ମୃତ୍ୟୁ ଗୋଟେ ସଡ଼କ ଦୁର୍ଘଟଣାରେ ହୋଇଥିଲା ?

ଉତ୍ତର:-ଜ୍ଞାନୀ ଜେଲ ସିଂ।

୧୧ ପ୍ରଶ୍ନ:-ଦୁନିଆର ସବୁଠାରୁ ବେସି ଆକାଶ ଜନିତ ବିଜୁଳୀ କେଉଁ ଠାରେ ପଡେ ?

ଉତ୍ତର:-ଆଫ୍ରିକାର କଙ୍ଗୋରେ।

୧୨ ପ୍ରଶ୍ନ:-ଗୋଲଡେନ ପେଅଫ ଫ୍ରିଡ଼ମ କାହାଦ୍ବାରା ସମ୍ଵନ୍ଧିତ ହୋଇଥାଏ ?

ଉତ୍ତର:-ପତ୍ରକାରୀତା ସହ।

୧୩ ପ୍ରଶ୍ନ:-୨୦୨୦ ର ଟି୨୦ ବିଶ୍ୱକପ କେଉଁ ଦେଶରେ ଆୟୋଜନ କରାଯିବ ?

ଉତ୍ତର:-ଅଷ୍ଟ୍ରେଲିଆରେ।

୧୪ ପ୍ରଶ୍ନ:-ମଣିଷ ମସ୍ତିସ୍କର ଓଜନ କେତେ ହୋଇଥାଏ ?

ଉତ୍ତର:-ପ୍ରାୟ ୧୩୦୦-୧୪୦୦ ଗ୍ରାମ।

୧୫ ପ୍ରଶ୍ନ:-ଭାରତରେ ପ୍ରଥମ ଥର ଜନଗଣନା କେବେ ହୋଇଥିଲା ?

ଉତ୍ତର:- ସନ ୧୮୭୨ ରେ।

୧୬ ପ୍ରଶ୍ନ:-ଚାନ୍ଦିର ସବୁଠୁ ବଡ଼ ଉତ୍ତ୍ପାଦନ କରୁଥିବା ଦେଶ କିଏ ଅଟେ ?

ଉତ୍ତର:-ମେକ୍ସିକୋ।

୧୭ ପ୍ରଶ୍ନ:-ଭାରତୀୟ ମୁଦ୍ରାର ନୋଟ ଉପରେ କେତେଟି ଭାଷାରେ ମୁଲ୍ୟ ଲେଖା ହୋଇଥାଏ ?

ଉତ୍ତର:-୧୭ ଟି ଭାଷାରେ।

୧୮ ପ୍ରଶ୍ନ:-ଅଗୁଲହାସ ଧାରା କେଉଁ ମହାସାଗରରେ ତିଆରି ହୋଇଥାଏ ?

ଉତ୍ତର:-ହିନ୍ଦ ମହାସାଗରରେ।

୧୯ ପ୍ରଶ୍ନ:-ପୃଥିବୀର ସବୁଠାରୁ ଭିତର ଭାଗ କୋର କେଉଁଥିରେ ତିଆରି ହୋଇଥାଏ ?

ଉତ୍ତର:-ଲୁହା ଓ ନିକେଲରେ।

୨୦ ପ୍ରଶ୍ନ:-ବର୍ତ୍ତମାନର ଭାରତୀୟ ସମ୍ବିଧାନରେ କେତେଟି ରାଜ୍ୟ ଭାଷା ବର୍ଣିତ ଅଛି ?

ଉତ୍ତର:-ବର୍ତ୍ତମାନ ୨୨ ଟି ରାଜ୍ୟ ଭାଷା ବର୍ଣିତ ଅଛି।

୨୧ ପ୍ରଶ୍ନ:-ଭାରତର ପ୍ରଥମ ମହିଳା କାର ଚାଳକ କିଏ ଥିଲେ ?

ଉତ୍ତର:-ସୁଯେନ ବ୍ରିୟର।

୨୨ ପ୍ରଶ୍ନ:-ଭାରତୀୟ ଵିଜ୍ଞାନ କଂଗ୍ରେସ ର ଉଦ୍ଧଘାଟନ ସତ୍ର ପୂର୍ବରୁ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର:-ଆଶୁତୋଷ ମୁଖାର୍ଜୀ।

୨୩ ପ୍ରଶ୍ନ:-ମାଲଦୀପ ତଳେ କେଉଁ ଭାରତୀୟ ପ୍ରଥମ ଚଳଚିତ୍ର ର ସୁଟିଂ ହେଇଥିଲା ?

ଉତ୍ତର:-ଓଣ୍ଡୁ ମୁଥିନା କାଥେ।

୨୪ ପ୍ରଶ୍ନ:-ଭାରତୀୟ ସମ୍ବିଧାନ ସଂଘର୍ଷ ସମୟରେ ‘decan education society’ ନାମରେ ସଂସ୍ତାର ସ୍ଥାପନା କିଏ କରିଥିଲା ?

ଉତ୍ତର:-ବାଲ ଗଙ୍ଗାଧର ତିଳକ।

୨୫ ପ୍ରଶ୍ନ:-ପୃଥିବୀ ଓ ସୂର୍ଯ୍ୟର ଦୁରୀ ଅଧିକତମ କେଉଁ। ତିଥିରେ ହୋଇଥାଏ ?

ଉତ୍ତର:-୪ ଜୁଲାଇ ରେ।

୨୬ ପ୍ରଶ୍ନ:-ଭାରତର ରାଜ୍ୟ ଚିହ୍ନରେ ନିଯୁକ୍ତ ହୋଇଥିବା ଶବ୍ଦ ‘ସତ୍ୟ ମେବ ଜୟତେ’ କେଉଁ ଉପନିସେଦ ରୁ ସଂଗୃହିତ?

ଉତ୍ତର:-ମଣ୍ଡୁକ ଉପନିଷେଦ।

୨୭ ପ୍ରଶ୍ନ:-ରାଷ୍ଟ୍ରୀୟ ଯୁବକ ଦିବସ କେବେ ପାଳନ କରନ୍ତି?

ଉତ୍ତର:-୧୨ ଜାନୁଆରୀ।

୨୮ ପ୍ରଶ୍ନ:-ବିଶ୍ୱରେ ଡାକ ଘରର ସବୁଠାରୁ ବଡ଼ ଜାଲ କେଉଁଠାରେ ମିଳିଥାଏ ?

ଉତ୍ତର:- ଭାରତରେ।

୨୯ ପ୍ରଶ୍ନ:-ଭାରତରେ ହିନ୍ଦୀ ପରେ କେଉଁ ଭାଷା ସବୁଠାରୁ ବେସି କୁହନ୍ତି ?

ଉତ୍ତର:-ବଙ୍ଗଳା।

୩୦ ପ୍ରଶ୍ନ:-ପୂର୍ବ-ପଶ୍ଚିମ,ଉତ୍ତର-ଦକ୍ଷିଣ ଏକ୍ସପ୍ରେସର ରାଜ ମାର୍ଗ କେଉଁଠାରେ ଦୁହେଁ ଦୁହିଁଙ୍କୁ କାଟନ୍ତି ?

ଉତ୍ତର:-ଝାଂସି ରେ।

ଏହା ଥିଲା କେତେକ ସାଧାରଣ ଜ୍ଞାନ ତତ୍ୟ।

Leave a Reply

Your email address will not be published. Required fields are marked *