March 24, 2025

Odia Express

Leading Odia News Portal of Odisha

ବଟିକାର ମଝିରେ ଏକ ସିଧା ଲାଇନ କଣ ପାଇଁ ଥାଏ ? ଜାଣିନିୟନ୍ତୁ ଏପରି ୭ ଟି ଆଶ୍ଚର୍ଯ୍ୟକାରୀ କଥା ଯାହା ଆପଣ କେବେ ଶୁଣି ନଥିବେ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ କଣ ଆପଣମାନେ ଜାଣିଛନ୍ତି ବଟିକାର ମଝିରେ ଏହି ସିଧା ଗାଁର କଣ ପାଇଁ ଥାଏ?ବା ସେ କିଏ ଯିଏ ବଞ୍ଚିଥିବା ଅବସ୍ଥାରେ ତା ଉପରେ ତିନିଥର ଘଡଘଡି ପଡିଥିଲା କିନ୍ତୁ ସେ ମଲା ପରେ ବି ଘଡଘଡି ତା କବରକୁବି ଦୁଇ ଫାଳ କରିଦେଇଥିଲା।କଣ ଆପଣ ଜାଣିଛନ୍ତି ଏପରି ଏକ ପଦାର୍ଥ ଅଛି ଯାହାର ଏକ ଗ୍ରାମ ତିଆରି କରିବା ପାଇଁ ୧୫ ହଜାର କୋଟି ଖର୍ଚ୍ଚ ହୋଇଥାଏ? ଆଜି ଆମେ ଏପରି କିଛି ତଥ୍ୟ ବିଷୟରେ ଜାଣିବା।

୧-ସାଙ୍ଗମାନେ କଣ ଆପଣ ଜାଣିଛନ୍ତି ବଟିକା ଉପରେ ଏକ ସିଧା ଲାଇନ କଣ ପାଇଁ ଥାଏ ଓ କିଛି ବଟିକା ଉପରେ ଏହି ଲାଇନ ନଥାଏ।ଏହି ଲାଇନକୁ ଡ଼ିବୋଷଡ଼ ଲାଇନ କୁହାଯାଏ।ଏହି ଗାର କେବଳ ଅଧିକ ଶକ୍ତିଶାଳୀ ବଟିକା ଉପରେ ଥାଏ ଯାହା ଦ୍ଵାରା ଲୋକ ସେହି ବଟିକାର ଅଧା ଖାଇପାରିବେ।ଯେପରି ଡାକ୍ତର ଆପଣଙ୍କୁ ୫୦ଗ୍ରାମ ଖାଇବାକୁ କହିଛନ୍ତି ଓ ଆପଣଙ୍କ ପାଖରେ ୧୦୦ଗ୍ରାମ ଅଛି ଏହି ସମୟରେ ଆପଣ ସେହି ବଟିକାକୁ ଅଧା ଭାଙ୍ଗି ଖାଇ ପାରିବେ।ସବୁ ବଟିକାକୁ ଏପରି ଖାଆନ୍ତୁ ନାହିଁ କେବଳ ଲାଇନ ଥିବା ବଟିକା ଓ ଡାକ୍ତର ଙ୍କ ପରାମର୍ଶ କ୍ରମେ ଖାଆନ୍ତୁ।

୨-ଯଦି ଆମେ ପଚାରିବୁ ସବୁଠୁ ଦାମୀ କାଠ କଣ ଅଟେ ୧୦ ରୁ ୮ ଜଣ କହିବେ ଚନ୍ଦନ କାଠ ଅଟେ କିନ୍ତୁ ଏହା ଠିକ ନୁହେଁ।ଚନ୍ଦନ ଦାମୀ ଅଟେ କିନ୍ତୁ ଏହା ସବୁଠୁ ଦାମୀ ନୁହେଁ।ସବୁଠୁ ଦାମୀ ଅଟେ ଆଫ୍ରିକାନ ବ୍ଲାକଉଡ଼।ଚନ୍ଦନ କାଠର ମୂଲ୍ୟ ଏକ କିଲୋ ପିଛା ୫୦୦୦-୬୦୦୦ ହୋଇଥିବା ବେଳେ ଏହି ଆଫ୍ରିକାନ ବ୍ଲାକଉଡ଼ର ମୂଲ୍ୟ କିଲୋ ପିଛା ୭ ଲକ୍ଷରୁ ଅଧିକ ଅଟେ।ଏହା ଆଫ୍ରିକାର କିଛି ସ୍ଥାନରେ ଥାଏ।ଏହି ଗଛର ଉଚ୍ଚତା ୨୫-୩୦ ଫୁଟ ଅଟେ।ଏହି ଗୋଟେ ଗଛ ବଡ଼ ହେବାକୁ ୫୦-୬୦ ବର୍ଷ ଲାଗିଥାଏ।ଏହା ଦ୍ଵାରା ଅନେକ ଜିନିଷ ତିଆରି ହୋଇଥାଏ କିନ୍ତୁ ଏହା କୁ ସମସ୍ତେ କିଣି ପାରି ନାଥନ୍ତି।

୩-ଏବେ ଜାଣନ୍ତୁ କଳା ଅଣ୍ଡା ବିଷୟରେ ଏହା ସତ୍ୟ ଏହା ମିଳିଥାଏ ଇଣ୍ଡୋନେସିଆର ଆୟାମ ସିମେନି ନାମକ ଏକ କୁକୁଡ଼ା ଜାତିଠୁ।ଏହି ଦୁର୍ଲ୍ଲଭ କୁକୁଦାର ଦାମ ଏକ ଲକ୍ଷ ଅଟେ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି କୁକୁଡ଼ା ଅଣ୍ଡା ସହିତ ସମ୍ପୂର୍ଣ ଶରୀରବି କଳା ହୋଇଥାଏ।ଏହାର କିଛି ପ୍ରଜାତି ଭାରତରେ କଡ଼ଖନାଥ ନାମରେ ଅଛନ୍ତି।ଏମାନଙ୍କ ମାଂସା ବି କଳା ହୋଇଥାଏ।

୪- ସାଙ୍ଗମାନେ ଆପଣ ଜାଣିଥିବେ ଯେବେ କାହାର ମୃତ୍ୟୁ ହୋଇଯାଇଥାଏ ତା ଶବକୁ ଅଧିକ ଦିନ ରଖିବା ପାଇଁ ବରଫ ତେ ରଖାଯାଇଥାଏ।କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଵୈଜ୍ଞାନିକ ମାନେ ଏପରି କୌଶଳ ବାହାର କରିଛନ୍ତି ଯାହା ଦ୍ବାରା ଅନେକ ବର୍ଷ ପରେ ମଣିଷକୁ ପୁନଃ ଜୀବିତ କରାଯାଇପାରିବ ତେବେ ଆପଣ ବିଶ୍ୱାସ କରିବେ।ଆମେରିକାର ବୈଜ୍ଞାନିକ ଦାବି କରିଛନ୍ତି ସେମାନେ ଏପରି କରି ଦେଖାଇବେ।ଏବେ ସେମାନେ ଠେକୁଆଙ୍କ ଉପରେ ଏହାକୁ ପରୀକ୍ଷା କରୁଛନ୍ତି।ଅନେକ ଲୋକ ଏହା କୁ ବିଶ୍ୱାସ କରୁଥିବା ବେଳେ କୀଛି ଏହାକୁ ପଇସା ନଷ୍ଟ କରାଯାଉଛି ବୋଲି କହିଛନ୍ତି।

୫-ସାଙ୍ଗମାନେ ଅନେକ ଆଶ୍ଚର୍ଯ୍ୟ ଲୋକତ ଅଛନ୍ତି।କିନ୍ତୁ ବେଳେବେଳେ ମେଡିକାଲ ଦ୍ଵାରା ଅନେକ ଲୋକ କିଛି ଆଶ୍ଚର୍ଯ୍ୟ ଶକ୍ତି ପାଇଥାନ୍ତି।ଗ୍ୟାରି ଟନର ଜଣେ ଆମେରିକା ବସି ଅଟନ୍ତି।ସେ ଦୁନିଆରେ ନିଜ ପତଳା ଚର୍ମ ପାଇଁ ପ୍ରସିଦ୍ଧ ଅଟନ୍ତି ସେ ନିଜ ଚର୍ମ କୁ ୬.୨୫ ଇଁଛି ଲମ୍ବା କରିପାରନ୍ତି।ତାଙ୍କ ନାମ ଗିରିସ ବୁକ ଅଫ ବିଶ୍ୱ ରେକର୍ଡରେ ଅଛି।ତାଙ୍କୁ ଏହା ରୋଗ ଅଛି ଯାହା ଦ୍ଵାରା ସେ ନିଜ ଚର୍ମକୁ ଏତେ ବାହାର କରିପାରନ୍ତି।

୬-ସାଙ୍ଗମାନେ କଣ ଆପଣ ଜାଣିଛନ୍ତି କିଏ ଯିଏ ବଞ୍ଚିଥିବା ଅବସ୍ଥାରେ ତା ଉପରେ ତିନିଥର ଘଡଘଡି ପଡିଥିଲା କିନ୍ତୁ ସେ ମଲା ପରେ ବି ଘଡଘଡି ତା କବରକୁବି ଦୁଇ ଫାଳ କରିଦେଇଥିଲା।ସେହି ଲୋକର ନାମ ହେଉଛି ଓଏଲଟର ସମରଫୋର୍ଡ।ଯିଏକି ବ୍ରିଟେନରେ ରୁହନ୍ତି ତାଙ୍କ ସହିତ ଏହି ଘଟଣା ପ୍ରଥମେ ବର୍ଷ ୧୯୧୮ରେ ହୋଇଥିଲା।ଘଡଘଡି ଦ୍ଵାରା ତାଙ୍କ ଅଣ୍ଟା ତଳୁ ପାରାଲିସିସ ହୋଇଯାଇଥିଲା।ଏହା ପରେ ପୁଣି ୧୯୨୪ ରେ ପୁଣି ସେ କାନାଡ଼ାରେ ଥିବାବେଳେ ତାଙ୍କ ଉପରେ ଘଡଘଡି ପଡିଥିଲା।ସେ ପୁଣି ଠିକ ହୋଇଗଲେ।୧୯୩୦ରେ ପୁଣି ତାଙ୍କ ଉପରେ ଘଡଘଡି ପଡିଥିଲା।ଏହା ପରେ ବି ସେ ବଞ୍ଚିଥିଲେ ୧୯୩୨ରେ ସେ ମରିଥିଲେ।ପୁଣି ତାଙ୍କ କବର ଉପରେ ଘଡଘଡି ପଡିଥିଲା ଏହି ଘଟଣା ବି ଠିକ ୬ ବର୍ଷ ପରେ ଘଟିଥିଲା।

୭-ଆପଣମାନେ ଜାଣିଥିବେ ବୈଜ୍ଞାନିକମାନେ ଆମକୁ ଏପରି ଅନେକ ଜିନିଷ ଦେଇଛନ୍ତି ଯାହା ଦ୍ଵାରା ଆମ ଜୀବନ ଆହୁରି ସହଜ ହୋଇଯାଇଛି।କିନ୍ତୁ କଣ ଆପଣ ଜାଣିଛନ୍ତି ଏପରି ଏକ ଜିନିଷ ଅଛି ଯାହାର ଏକ ଗ୍ରାମ ତିଆରି କରିବାକୁ ୧୫ ହଜାର କୋଟି ଆବଶ୍ୟକ ହୋଇଥାଏ।ସେ ହେଉଛି ଏଣ୍ଟିମ୍ୟାଟ୍ର ।ଏହାର ଏକ ଗ୍ରାମ ତିଆରି ପଇସାରେ ଅନେକ ଦେଶ କିଣା ଯାଇପାରିବ।ଏହା ଭବିଷ୍ୟତରେ ବିଶ୍ୱକୁ ଅନେକ ଶକ୍ତି ଦେବ।

Leave a Reply

Your email address will not be published. Required fields are marked *