ଅଳିଆର ଗଦାରୁ ଏହି ଝିଅକୁ ପାଇଥିଲେ ମିଥୁନ ଚକ୍ରବର୍ତୀ ,ନିଜ ଝିଅ କରି ରଖିଲେ ଆଉ ଏବେ କରିବାକୁ ଯାଊଛନ୍ତି ବଲିଉଡ୍ ରେ ଡେବ୍ୟୁ.. ଦେଖନ୍ତୁ କିଏ ସେ ହିରୋଇନ

ଆଜି ସେମିତି ସମୟ ବଦଳିଯାଇଛି , କିନ୍ତୁ କିଛି ବର୍ଷ ପୁର୍ବରୁ ବିଗତ ଭାରତ ବିଷୟରେ ଜାଣିବାକୁ ଚେଷ୍ଟା କରାଗଲେ ସବୁ ପ୍ରକାର ଭେଦଭାବ ଦେଖିବାକୁ ମିଳୁଥିଲା, ଏଠାରେ ପୁଅ ଓ ଝିଅଙ୍କୁ ବହୁତ ଫରକ କରାଯାଉଥିଲା, ଏଠାରେ ଆଜି ବି ଅଛି , କିନ୍ତୁ ପୁର୍ବ ଅପେକ୍ଷା କମ୍ ଅଛି , ୯୦ ତମ ଦଶକରେ ଝିଅ ହେଲେ ଯେପରି ପାପ ବୋଲି ଜଣାଯାଉଥିଲା, କିନ୍ତୁ କନ୍ୟା ଭ୍ରୁଣ ହତ୍ୟା କରାଯାଉଥିଲା, କିନ୍ତୁ ନବଜାତ ଶିଶୁକୁ କେଉଁଠି ପକାଇଦିଆଯାଉଥିଲା, ବହୁତ କମ୍ ଲୋକ ଏମିତି ଥିଲେ, ଯିଏକି ଝିଅ ଜନ୍ମ ହେଲେ ଖୁସି ମନାଉଥିଲେ , ସେହି ଦିନ ନବଜାତ କନ୍ୟାକୁ ଅଳିଆ ଗଦାରେ ପକାଇବା ସାଧାରଣ କଥା ଥିଲା, ଆଜି ଏହି ବିଷୟରେ ଯୋଡି ହୋଇଥିବା ଏକ କାହାଣୀ ବିଷୟରେ କହିବୁ , ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖରେ ଆପଣଙ୍କ ପାଇଁ କଣ ଖାସ୍ ଅଛି ।
ମିଥୁନ ଚକ୍ରବର୍ତ୍ତୀ ଯିଏକି ବଲିଉଡ୍ ର ଜଣେ ସଫଳ ଓ ସୁପରଷ୍ଟାର୍ ଅଟନ୍ତି , ସେ ଗୋଟିରୁ ବଳି ଗୋଟେ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ଆଜି ବି ବର୍ଷରେ ସେ ଦୁଇଟି ଫିଲ୍ମ କରିନିଅନ୍ତି , ଏହି ଦିନରେ ମିଥୁନ ନିଜ ପୁଅକୁ ବିବାହ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି , ଯିଏକି ୭ ଜୁଲାଇକୁ ହେବାର ଅଛି, କିନ୍ତୁ ପୁଅ ବିବାହ ପୁର୍ବରୁ ପୋଲିସ୍ ହାତରେ ଧରାପଡିଗଲା, ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଉପରେ ରେଫ୍ ର ଆରୋପ ଅଛି, ଯାହାର କାରଣରୁ ବିବାହ ପୁର୍ବରୁ ତାଙ୍କୁ ପୋଲିସ୍ ଧରିନେଇଥିଲା ଏମିତିରେ ବିବାହ ହେବାର ଜାଗାରେ ଏବେ ପରିବାରରେ ଦୁଃଖର ଛାୟା ଖେଳିଗଲା
ଆଜି ଆମେ ମିଥୁନ ଚକ୍ରବର୍ତ୍ତୀଙ୍କ ଝିଅଙ୍କ କଥା କହିବାକୁ ଯାଊଛୁ , ଯିଏକି ବଲିଉଡ୍ ରେ ଡେବ୍ୟୁ କରିବାକୁ ଯାଉଛନ୍ତି , ମିଥୁନଙ୍କ ତିନୋଟିପୁଅଙ୍କ ମଧ୍ୟରୁ ସେ ଏକ ଝିଅକୁ କୋଳାଇନେଇଥିଲେ, ଦିଶାନୀ ଏବେ ବଲିଉଡ୍ ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି , ମିଥୁନ ନିଜ ଏହି ଝିଅକୁ ବହୁତ ଭଲ ଭାବେ ଯତ୍ନ ନେଇଛନ୍ତି , ଦିଶାନୀଙ୍କ ସହ କେବେ ମିଥୁନ ଭେଦଭାବ କରିନାହାନ୍ତି , ଦିଶାନୀ ସଲମାନ ଖାନ୍ ବଡ ଫ୍ୟାନ୍ ଅଟନ୍ତି , ଏମିତିରେ ସେ ସଲମାନଙ୍କ ସବୁ ଫିଲ୍ମକୁ ଦେଖିବାକୁ ପସନ୍ଦ କରନ୍ତି ।
ଯେମିତି କି ସମସ୍ତେ ଜାଣିଛନ୍ତି କି ମିଥୁନଙ୍କ ସେ ନିଜ ଝିଅ ନୁହେଁ କିନ୍ତୁ ମିଥୁନ ଦିଶାନିଙ୍କୁ ବହୁତ ଭଲ ପାଆନ୍ତି , ବହୁତ ବର୍ଷ ପୁର୍ବରୁ ବଙ୍ଗାଲୀ ନ୍ୟୁଜ୍ ପେପର୍ ରେ ଛପା ହୋଇଥିବା ଖବରକୁ ଦେଖିକରି ମିଥୁନଙ୍କ ହୃଦୟ ତରଳିଗଲା, ଖବର ମୁତାବିକ ଏକ ନିରିହ କୁ ସେ ମାତା ପିତା ଅଳିଆ ଗଦାରେ ପକାଇଦେଇଥିଲେ, ଯେପରି କିଏ ବି ଉଠାଇବାକୁ ସାହାସ କରିନଥିଲେ ଏମିତିରେ ମିଥୁନ ଯାଇକରି ସେ ଝିଅକୁ ନିଜ କୋଳରେ ନେଇଥିଲେ, ଓ ଆଇନଗତ କାର୍ଯ୍ୟ କରି ତାକୁ ନିଜ ଝିଅ ଭାବେ ଗ୍ରହଣ କରିଥିଲେ, ଆଜି ସେ ବଲିଉଡ୍ ରେ ଜଣେ ଷ୍ଟାର୍ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଦିଶାନୀ ଏବେ ନ୍ୟୁୟର୍କରେ ଅଭିନୟର ଶିକ୍ଷା କରୁଛନ୍ତି , ତାଙ୍କର କୋର୍ସ ଶେଷ ହେବା ପରେ ସେ ବଲିଉଡ୍ ରେ ଡେବ୍ୟୁ କରିବେ , ଦିଶାନୀଙ୍କ ଛୁଆ ବେଳରୁ ଅଭିନୟ କରିବାର ସଉକ ଥିଲା , ଯାହାର କାରଣରୁ ମିଥୁନ ତାଙ୍କ ଯତ୍ନ ଭଲରେ ନେଇଥିଲେ, ମିଥୁନ ଦିଶାନୀଙ୍କୁ କେବେ କେଉଁ ଜିନିଷ ପାଇଁ କମି ଦେଇନଥିଲେ, ଏବେ ଦିଶାନୀ ଲାଇମ୍ ଲାଇଟରୁ ଦୁରେଇ ରହୁଛନ୍ତି , ଦିଶାନୀଙ୍କୁ ଏହି କଥା ତେବେ ଜଣା ପଡିଲା ଯେବେ ସେ ୮ ବର୍ଷର ଥିଲେ, କିନ୍ତୁ ଏହାପରେ କେବେ ବି ମିଥୁନଙ୍କ ଘରେ ଏହି ବିଷୟରେ କଥା ଉଠିନଥିଲା, ଦିଶାନୀ ନିଜ ଭାଇଙ୍କ ସହ ଲାଇଫ୍ କୁ ବହୁତ ମଜାରେ କାଟୁଛନ୍ତି ।