ଆସନ୍ତୁ ଜାଣିବା କିପରି ଆମ ଆଖିରୀ ଚଷମା ବାହାରିବ – ଜୀବନରେ କେବେ ଆଉ ଚଷମା ପିନ୍ଧିବା ଦରକାର ହବ ନାହିଁ…

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ଅବଗତ ଜଣାଉଛୁ,ଆଜିର ଏହି ଚର୍ଚ୍ଚାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁକି ଆପଣ ନିଜେ ନିଜର ଆଖିର ରଶ୍ମି କିପରି ଫେରେଇ ଆଣି ପାରିବେ।ଆପଣ ବ୍ୟବହାର କରୁଥିବା ଚଷମା କିପରି ଆପଣ ଆଉ ନଲଗେଇବେ ସେ ବିଷୟରେ ଚିନ୍ତା କରିବା।ଆପଣ ୪-୫ ବର୍ଷୀୟ ଛୁଆ ହୁଅନ୍ତୁ ବା ୪୦-୫୦ ବର୍ଷୀୟ ବୁଢା ହୁଅନ୍ତୁ ଆପଣ ଯଦି ଚଷମା ଲଗାଉଛନ୍ତି ଆପଣ ଆଗକୁ ନିଶ୍ଚିନ୍ତ ପଢନ୍ତୁ ଓ ଆଗକୁ ଆମେ ଆପଣଙ୍କୁ ଗୋଟେ ଭଲ ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ସେ ସବୁ ସମାଧାନ ହେବ।ସାଧାରଣତଃ ଚଷମା ଲାଗେ କାହିଁକି ? କାହିଁକି ନା ଆଜି କାଳି ଯୁଗରେ ଇଲେକ୍ଟ୍ରୋନିକ ଜିନିଷର ବହୁତ ଚାହିଦା ରହିଛି ତେଣୁ ଛୁଆରୁ ଆରମ୍ଭକରି ବୁଢ଼ାଯାଏ ସମସ୍ତେ ଟିଭି,ଲାପଟପ,କମ୍ପୁଟର ଆଦିର ବ୍ୟବହାର ଓ ନିୟମିତ ତାକୁ ଦେଖିବା ଦ୍ୱାରା ଆମ ଆଖି ଖରାପ ହୋଇଥାଏ।
ଆପଣଙ୍କୁ ବାସ ଏହାକୁ ରାତିରେ ଶୋଇବା ପୂର୍ବରୁ କରିବାର ଅଛି।ସେ ଉପାୟ ପାଇଁ ଆପଣଙ୍କୁ ପ୍ରଥମେ ଦରକାର ଗୋଟେ ସଫା ଗିନା।ତାପରେ ଆପଣଙ୍କୁ ନବାର ଅଛି ଶୁଦ୍ଧ ଦେଶୀ ଘିଅ।ତାପରେ ଆପଣଙ୍କୁ ନବାର ଅଛି ଗୋଲମରିଚର ୫-୭ ଟି ଦାନା ଓ ତାପରେ ସେ ଦାନାକୁ ଭଲ ଭାବରେ ଗୁଣ୍ଡକରି ଦେବେ।ତାପରେ ସେ ପାଉଡରକୁ ଘିଅରେ ମିଶେଇବାର ଅଛି।ତାପରେ ତାକୁ ଭଲ ଭାବରେ ଚାମୁଚ ସାହାର୍ଯ୍ୟରେ ମିସେଇବେ।
ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବା ଆପଣ ଯେତେବେଳେ ସକାଳୁ ଉଠୁଛନ୍ତି ଆପଣଙ୍କୁ ଏହାର ସେବନ କରିବାର ଅଛି ସମ୍ପୂର୍ଣ୍ଣ ଖାଲି ପେଟରେ।ଆପଣ ଯଦି ଚାହିଁବେ ଆପଣ ଏଥିରେ ଗରମ ପାଣି ଓ କ୍ଷୀର ସାହାର୍ଯ୍ୟରେ ନେଇ ପାରିବେ।ଆପଣଙ୍କୁ ନିୟମିତ ଭାବେ ୭-୮ ଏହି ଉପାୟକୁ କରିବାର ଅଛି।କାହିଁକିନା ଆପଣଙ୍କ ନିଜର ଆଖି ସୁସ୍ଥ ରହିବ ଓ ବହୁତ ଶୀଘ୍ର ଆପଣ ଚଷମାରୁ ମୁକ୍ତି ପାଇବେ।
ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ ଆମକୁ ନେବାର ଅଛି ଗୋଟେ ଖାଲି ଗିନା ଓ ଗିନା ଭିତରେ ନବାର ଅଛି ସୋରିଷ ତେଲ।ଆପଣ ମନରଖିବେ ଆପଣଙ୍କୁ ଏହି ଉପାୟକୁ ରାତିରେ କରିବାର ଅଛି।ଆପଣଙ୍କୁ ଏହାକୁ ବ୍ୟବହାର କରିବା ପାଇଁ ନିଜ ପାଦତଳେ ଆପଣଙ୍କୁ ତେଲ ମାଲିସ କରିବାର ଅଛି।ଆସନ୍ତୁ ଜାଣିବା ଆମେ କିପରି ନିଜ ପାଦତଳେ ଏହାକୁ ମାଲିସ କରିବା।ଯାହାକି ଆପଣ ଜାଣିଥିବେ ସୋରିଷ ତେଲର ବହୁତ ଔଷଧିୟ ଗୁଣ ରହି ଅଛି।
ଏହି ସୋରିଷ ତେଲର ବହୁତ ଲାଭ କାରୀ ଗୁଣ ଥାଏ ଓ ଆମ ଦୃଷ୍ଟି ଶକ୍ତି ବଢ଼େଇବା ପାଇଁ ଆମେ ଏହାର ବ୍ୟବହାର କରିବା ଉଚିତ।ଯାହାଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢିବ ଓ ଆପଣ ବ୍ୟବହାର କରୁଥିବା ଚଷମା ବହୁତ ଶିଘ୍ର ଆପଣଙ୍କ ଆଖି ଉପରୁ ହଟିଯିବ।ଆପଣ ନିଜ ଦୁଇ ଆଙ୍ଗୁଳିରେ ସୋରିଷ ତେଲ ଆଣି ଆପଣ ନିଜ ସମ୍ପୂର୍ଣ୍ଣ ପାଦତଳେ ମାଲିସ କରିବ।ବେସି ନାହିଁ ଆପଣଙ୍କୁ ୨-୩ ମିନିଟ ପର୍ଯ୍ୟନ୍ତ ଆପଙ୍କୁ ପାଦତଳେ ମାଲିସ କରିବାର ଅଛି।ଏହା ଦ୍ୱରା ଆପଣଙ୍କ ଦୃଷ୍ଟିଶକ୍ତି ପ୍ରଖର ହୁଏ,ତାପରେ ସକାଳୁ ଉଠି ଗରମ ପାଣିରେ ଧୋଇ ଦେବେ।ଆପଣ ଏହାକୁ ମାତ୍ର ୮-୧୦ ଦିନ ବ୍ୟବହାର କରିବାର ଅଚି