March 14, 2025

Odia Express

Leading Odia News Portal of Odisha

ଏହି ୩ ଟି ରାଶିର ଜାତକରେ ଲୋକେ ପିନ୍ଧିଥାନ୍ତି କଳା ରଙ୍ଗର କପଡା , ତେବେ ତାଙ୍କୁ ଧନୀ ହେବାରୁ କେହି ଅଟକାଇପାରିବେନି ନାହିଁ..

ରଙ୍ଗ ଆମର ଦୈନଦିନ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ , ଯଦି ସଂସାରରେ ରଙ୍ଗ ହୋଇ ନଥାନ୍ତା ତେବେ ଦୁନିଆଁ ଅଜବ ଲାଗିଥାନ୍ତା , ଏଥିପାଇଁ ପ୍ରାକୃତିକ ରଙ୍ଗର ରୁପରେ ଅମୁଲ୍ୟ ଉପହାର ଦେଇଛନ୍ତି , ମାନବ ଜୀବନରେ ରଙ୍ଗର ବିନା ଉଦାସ ଭରା ଓ ଖାଲି ଖାଲି ଲାଗେ , ବ୍ୟକ୍ତି ତାହା ଦ୍ୱାରା ପ୍ରୟୋଗ କରାଯାଈଥିବା ତାହାର ଆଖପାଖ ରଙ୍ଗର ବହୁତ ପ୍ରଭାବ ପଡିଥାଏ , ରଙ୍ଗର ଏହି ମହତ୍ତ୍ୱକୁ ବୁଝିକରି ଆମର ରୁଷିମାନେ ଧାର୍ମିକ ଅନୁଷ୍ଠାନରେ ବିଭିନ୍ନ ରଙ୍ଗର ପ୍ରୟୋଗ ସମାବେଶ କରିଥିଲେ , କୁମ୍ କୁମ୍ , ହଲଦି, ମେହେନ୍ଦୀ, ଗୁଲାଲ ଙ୍କୁ ଧାର୍ମିକ କାର୍ଯ୍ୟରେ ପ୍ରୟୋଗ କରାଯାଇଥାଏ , ନବ ଗ୍ରହର ପୁଜନରେ ସୁର୍ଯ୍ୟ ଓ ମଙ୍ଗଳଙ୍କୁ ଲାଲ ରଙ୍ଗରେ , ଚନ୍ଦ୍ର ଓ ଶୁକ୍ରଙ୍କୁ ଶ୍ୱେତ ରଙ୍ଗରେ , ବୁଧଙ୍କୁ ସବୁଜ ରଙ୍ଗରେ , ଗୁରୁଙ୍କୁ ହଳଦିଆ ରଙ୍ଗରେ , ଶନି ତଥା ରାହୁ କେତୁଙ୍କୁ କଳା ରଙ୍ଗରେ ପ୍ରଦର୍ଶିତ କରାଯାଏ ।

ଜ୍ୟୋତିଷ୍ୟ ବାସ୍ତୁ ଏବଂ ଅଙ୍କଶାସ୍ତ୍ର ଦୃଷ୍ଟିକୋଣରୁ ରଙ୍ଗର ଆମର ଦୈନିକ ଜୀବନରେ ବହୁତ ମହତ୍ତ୍ୱପୁର୍ଣ୍ଣ ପ୍ରଭାବ ପକାଇଥାଏ , ଆପଣ ବହୁତଥର ଅନୁଭବ କରିଥିବେ କି ଆମର ଜୀବନରେ ବିଶେଷ ରଙ୍ଗର ସାର୍ଟ କିମ୍ବା ଅନ୍ୟ କେଉଁ କପଡା ଆମର କାମ ଭଲ କରିଥାଏ , ଓ ଆମେ ସେହି ସାର୍ଟକୁ ଲକି ସାର୍ଟ ବୋଲି ମାନିଥାଉ , ଏହି ଖେଳ ରଙ୍ଗର ହୋଇଥାଏ , କାରଣ ପ୍ରତ୍ୟେକ ରଙ୍ଗର ସଂବନ୍ଧୀ କେଉଁ ନା କେଉଁ ଗ୍ରହର ହୋଇଥାଏ , ରାଶିର ଅନୁସାରେ ରଙ୍ଗର କପଡା ପିନ୍ଧିଲେ ଆମେ ନିଜ କାର୍ଯ୍ୟର ସଫଳତା ମିଳିବାର ସଂମ୍ଭାବନା ବହୁତ ଅଧିକା ବଢିଯାଏ , ଶାସ୍ତ୍ରର ମୁତାବିକ, ପ୍ରାଚୀନ କାଳରୁ କଳା ରଙ୍ଗର ବହୁତ ମହତ୍ତ୍ୱ ଅଛି , ଏହି ବ୍ୟକ୍ତି ନକରାତ୍ମକ ଉର୍ଜାର ପ୍ରଭାବ ମୁକ୍ତ ରଖାଯାଇଥାଏ ।

କଳା ରଙ୍ଗ ସବୁ ଧର୍ମରେ ନଜର ଦୋଷର ରକ୍ଷକ ବୋଲି ଜଣାଯାଏ , ଏହି ରଙ୍ଗକୁ ଶନିଦେବଙ୍କ ସୁଚକ ମାନାଯାଏ , ଏହି ରଙ୍ଗରୁ ବନ୍ଧୁତା ମତଲବ ସବୁ ଖରାପ ଜିନିଷରୁ ଆପଣ ସୁରକ୍ଷିତ, ଏହା ସହ ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ କିଛି ରାଶିର ଲୋକେ କଳା ରଙ୍ଗକୁ ବହୁତ ଶୁଭ ବୋଲି ଜଣାଯାଇଛି , ଏହି ରଙ୍ଗର କପଡା ଧାରଣ କଲେ ମାତ୍ର ଏହା ଜୀବନରେ ସବୁ ନକରାତ୍ମକ କାର୍ଯ୍ୟ ଦୂର ହୋଇଯାଏ , ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିପାଇଁ କଳାରଙ୍ଗର କପଡା ଶୁଭ ହୋଇଥାଏ ।

ମିଥୁନ ରାଶି : ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମିଥୁନ ରାଶିର ଲୋକଙ୍କ ପାଇଁ କଳା କପଡା ବହୁତ ଶୁଭ ହୋଇଥାଏ , ମିଥୁନ ରାଶିର ମାଲିକ ଗ୍ରହ ବୁଧ ହୋଇଥାଏ,  କଳା ରଙ୍ଗ ତାଙ୍କର ବହୁତ ପ୍ରିୟ ହୋଇଥାଏ , ତା ସହ ମିଥୁନ ରାଶିର ଲୋକେ ଯଦି କଳା ରଙ୍ଗର କପଡା ପିନ୍ଧନ୍ତି ତେବେ ତାଙ୍କ ଜୀବନରେ ସକରାତ୍ମକ ପ୍ରଭାବ ହୋଇଥାଏ

କନ୍ୟା ରାଶି : ଏହି ରାଶିର ଲୋକଙ୍କ ମାଲିକ ଗ୍ରହ ବୁଧ ହୋଇଥାଏ , ଯାହାର କାରଣ ଏମାନଙ୍କୁ କଳା କପଡା ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ , ତାହା ସହ କଳା କପଡା ପିନ୍ଧିଲେ କନ୍ୟା ରାଶିର ଲୋକେ ନକରାତ୍ମକ ପ୍ରଭାବ ପଡିପାରେ ନାହିଁ , ତଥା ଏହା ସହ ଭାଗ୍ୟ ଖୋଲୀଯାଇଥାଏ , ଓ ଏହି ଲୋକେ ନିଜ କାର୍ଯ୍ୟରେ ସଫଳ ହୋଇଥାଏ ।

ମକର ରାଶି : ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ମକର ରାଶିର ଲୋକେ କଳା କପଡା ପିନ୍ଧିବା ଶୁଭ ବୋଲି ମାନାଯାଇଛି , ଏହାକୁ ପିନ୍ଧିଲେ ତାଙ୍କର ଜୀବନରେ ସୁର୍ଯ୍ୟଦେବଙ୍କ ଅସୀମ କୃପା ମିଳିଥାଏ,  ଓ ସେହି ପ୍ରଭାବରେ ଲୋକଙ୍କ କ୍ୟାରିୟର ସହ ପ୍ରେମରେ ସଫଳତା ମିଳିଥାଏ , ଯଦି ଆପଣ ମକର ରାଶିର ଲୋକ ହୋଇଥିବେ , ତେବେ କଳାରଙ୍ଗର କପଡା ପିନ୍ଧନ୍ତୁ , ଏଥିରେ ଭାଗ୍ୟ ଖୋଲିଯିବ , ଓ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

Leave a Reply

Your email address will not be published. Required fields are marked *