March 17, 2025

Odia Express

Leading Odia News Portal of Odisha

ଯେବେ ଦେଖାଯାଇଥାଏ ଏପରି ସଂକେତ ,ତେବେ ମାନି ନିଅନ୍ତୁ ଭଗବାନ ଆପଣଙ୍କ ଉପରେ କୃପା କରିଛନ୍ତି…

ଆମ ଦୈନିକ ଜୀବନରେ କିଛି ଏପରି ସଂକେତ ଆସିଥାଏ ଯାହା ଦର୍ଶାଇଥାଏ ଆମର ଭଲ ଦିନ ଆସୁଛି ବୋଲି।ଆମ ଜୀବନରେ ଦୁଇଟି ସମୟ ଅଛି ଭଲ ସମୟ ଓ ଖରାପ ସମୟ ।ଯେବେ ଭଲ ସମୟ ଆସିବାର ଥାଏ ଭଗବାନ କୌଣସି ସଂକେତ ଦ୍ୱାରା ଆମକୁ ଜଣାଇଥାନ୍ତି ତେବେ ସେହି ସଂକେତ କିପରି ଜାଣିବା।ଆଜି ଆମେ ଆପଣଙ୍କୁ ଅପରି କିଛି ସଂକେତ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ନିଜ ଭଲ ସମୟକୁ ଚିନ୍ହିପାରିବେ।ଯଦି ଆପଣ ସକାଳୁ ଉଠିବା ପରେ ନିଜ ମୁହଁ ଆଇନାରେ ସବୁଦିନ ଠାରୁ ଅଧିକ ସୁନ୍ଦର ଓ ଚମକଦାର ଲାଗୁଛି ଏହାର ଅର୍ଥ ଆପଣଙ୍କୁ ଏବେ ପ୍ରତିଟି କାମରେ ସଫଳତା ମିଳିବ।ଆଖି ଡେଇଁବା ମଧ୍ୟ ଏହାର ଏକ ସଂକେତ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁବା ଶୁଭ ମାନା ଯାଇଛି।

ଏହା ଛଡା ଯଦି କୌଣସି ଗାଈ ଆପଣଙ୍କ ଘର ସମ୍ନାକୁ ଆଦି ଆବାଜ ଦିଏ ଏହା ବହୁତ ଶୁଭ ଅଟେ।ଯଦି କୌଣସି ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରେ ଏହା ମଧ୍ୟ ଶୁଭ ଅଟେ।ଯଦି କୌଣସି ମାଙ୍କଡ଼ ଆମ୍ବ ଖାଇ ତାର ଟାକୁଆ ଆପଣଙ୍କ ଘରେ ପକାଏ ଏହା ଅତ୍ୟନ୍ତ ଶୁଭ ଅଟେ ଆପଣଙ୍କ ପରିବାର ପାଇଁ।

ଯଦି ଆପଣଙ୍କ ଘରେ କାନ୍ଥରେ କଳା ପିମ୍ପୁଡି ଚାଲୁଛନ୍ତି ଏହା ଶୁଭ ଅଟେ।ଏହା ସହିତ ଯଦି ରାତିରେ ଆପଣଙ୍କୁ ଗାଈର ସ୍ୱର ଶୁଣାଯାଉଛି ଏହା ଧନ ପ୍ରାପ୍ତିର ଯୋଗକୁ ଭୁଝାଏ।ଯଦି ଆପଣଙ୍କ ଘରେ ପାରା ଆସିରହନ୍ତି , ଆପଣଙ୍କ ଘର ନିକଟକୁ ମୟୁର ଆସିବା ବା ଆପଣ ଯଦି ସ୍ୱପ୍ନରେ କୌଣସି ସଫା ପାଣି ଦେଖୁଛନ୍ତି ଏହା ବହୁତ ଶୁଭ ଅଟେ ଓ ଏହା ଆପଣ ଧନ ପାଇବାର ସଂକେତ ଅଟେ।

ଯଦି ଆପଣ କପଡା ଓହ୍ଲାଇବା ବେଳେ ପଇସା ବାହାରିଥାଏ ଏହା ଶୁଭ ଅଟେ।ଯଦି ଆପଣ ଘରେ କେଉଁ ସ୍ଥାନକୁ ଯିବା ସମୟରେ ଘରେ ବୁଢିଆଣି ବୁଲୁଥିବାର ଦେଖୀବେ ଏହା ଶୁଭ ଅଟେ।ଏହା ସହ କୌଣସି କାମରେ ବାହାରକୁ ଯିବା ସମୟରେ ଯଦି କୌଣସି ପକ୍ଷୀ ଦେଖାଯାଏ ଓ ସେହି ପକ୍ଷୀ ସେହିପରି ବସିରୁହେ ଏହାର ଅର୍ଥ ଆପଣଙ୍କ କାମ ସଫଳ ହେବ।କୌଣସି ଚାକିରୀ ପାଇଁ ଆବେଦନ କରିବାକୁ ଗଲାବେଳେ ଯଦି ସାମ୍ନାରେ ଗାଈ ବା ନଡିଆ ଆସେ ଏହା ଶୁଭ ଖବର ଅଟେକି ଆପଣ ସେହି ଚାକିରୀ ପାଇବେ।

ଯଦି ଆପଣ ସ୍ୱପ୍ନରେ କୌଣସି ସବୁଜ ଦୃଶ୍ୟ ଦେଖୀଥାନ୍ତି ଏହା ବହୁତ ଶୁଭ ଅଟେ।ଯଦି ବାହାରକୁ ଯିବା ସମୟରେ ଆପଣ ଡାହାଣ ପାଖରେ ସାପ ବା ମାଙ୍କଡ଼ ଦେଖିଥାନ୍ତି ଏହାର ଅର୍ଥ ଆପଣଙ୍କୁ ପଇସା ମିଳିବ।ଯଦି କୌଣସି ବିବାହ ପାଇଁ ଝିଅ ଦେଖିବାକୁ ଗଲାବେଳେ ସାମ୍ନାରେ କୌଣସି ମହିଳାଙ୍କୁ ଲାଲ ଶାଢୀରେ ସଜ ହୋଇଥିବା ଦେଖିଥାନ୍ତି ଏହାର ଅର୍ଥ ଆପଣଙ୍କୁ ଭଲ ଜୀବନସାଥି ମିଳିବ।

Leave a Reply

Your email address will not be published. Required fields are marked *