March 24, 2025

Odia Express

Leading Odia News Portal of Odisha

ଗୁରୁ ଚନ୍ଦ୍ରର ସଂଯୋଗରେ ହୋଇଛି ଗଜକେଶରୀ ଯୋଗ, ଏହି ୪ ଟି ରାଶିଗୁଡିକ ଉପରେ ମିଳିବ ଜବରଦସ୍ତ ଫାଇଦା

ଗ୍ରହ ନକ୍ଷତ୍ରର ଲଗାତାର ପରିବର୍ତ୍ତନ କାରଣରୁ ମନୁଷ୍ୟ ଜୀବନରେ ସମୟର ସାଥିରେ ପ୍ରଭାବିତ କରିଥାଏ , ବ୍ୟକ୍ତିକୁ ନିଜ ଜୀବନରେ କିପରି ଫଳ ମିଳିବ , ଏହା ଗ୍ରହର ଚାଲିଚଳଣି ଉପରେ ନିର୍ଭର କରିଥାଏ , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଆଜି ବହୁତ ବିଚିତ୍ର ସଂଯୋଗ ହେଉଛି , ଆପଣଙ୍କୁ କହିଦେବୁ କି ଗୁରୁ ଚନ୍ଦ୍ରଙ୍କ ସଂଯୋଗରୁ ଗଜକେଶରୀ ଯୋଗ ନିର୍ମାଣ ହେଉଛି , ଯାହାର କାରଣରୁ ୧୨ ଟି ରାଶିଗୁଡିକ ଉପରେ କିଛି ନା କିଛି ପ୍ରଭାବ ପଡିବାର ନଜର୍ ଆସୁଛି , ଏହି ସଂଯୋଗ କେଉଁ କେଉଁ ରାଶିଗୁଡିକ ପାଇଁ ଶୁଭ ହେବ ଓ କେଉଁ ରାଶି ଗୁଡିକ ଉପରେ ଅଶୁଭ ପ୍ରଭାବ ପଡିବ , ତାହାର ସୁଚନା ଆଜି ରାଶିର ଅନୁସାରେ ଦେବୁ ।

୧) ମେଷ ରାଶି : ମେଷ ରାଶିର ଜାତକରେ ଏହି ବିଶେଷ ସଂଯୋଗ କାରଣରୁ ବେପାରିକ କ୍ଷେତ୍ରରେ ବହୁତ ଲାଭ ମିଳିବାର ସଂମ୍ଭାବନା ହେଉଛି । ଜୀବନରେ ଉତଥାନ ପତନ ଭରା ପରିସ୍ଥିତିରୁ ମୁକ୍ତି ମିଳିବ , ବହୁତ ଲୋକ ଆପଣଙ୍କ ସମର୍ଥନ କରି ପାରିବେ । ଅସୁବିଧା ପରିସ୍ଥିତିଗୁଡିକରେ ଘର ପରିବାରର ଲୋକଙ୍କ ପୁରା ସହଯୋଗ ମିଳିପାରିବ । ପାରିବାରିକ ସଂମ୍ପର୍କରେ ମଜବୁତ୍ ଆସିବ । ଆପଣ କିଛି ଗରିବ ଲୋକଙ୍କୁ ସହାୟତା କରିବେ , କାମକାର୍ଯ୍ୟରେ ବାଧା ଦୁର ହେବ , ପ୍ରେମ ଜୀବନରେ ଭଲ ଦିନ ଆସିବ । ଆପଣ ନିଜ ଲଭ୍ ପାର୍ଟନର ସହ ଭବିଷ୍ୟର ଯୋଜନା ଉପରେ ବିଚାର କରିବେ , ଚାକିରି କ୍ଷେତ୍ରରେ ଯୋଡି ହୋଇଥିବା ନିଜ କାମକାର୍ଯ୍ୟରେ ସନ୍ତୁଷ୍ଟ ରହିବେ ।

୨) ବୃଷ ରାଶି :ଲମ୍ବା ସମୟରୁ ଅଟକିରହିଥିବା କାର୍ଯ୍ୟ ପୁରା ହୋଇଯିବ , ଆପଣଙ୍କୁ ନିଜ ପରିଶ୍ରମର ଭଲ ଫଳାଫଳ ମିଳିବ , ଗଜକେଶରୀ ଯୋଗ କାରଣରୁ ସାମାଜିକ ସ୍ତରରେ ଆପଣଙ୍କ ଲୋକପ୍ରିୟତା ବଢିବ , ଚାକିରିରେ ଆପଣଙ୍କୁ ପଦୋନ୍ନତି ମିଳିବାର ସଂମ୍ଭାବନା ଅଛି , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ବୈବାହିକ ଜୀବନରେ କିଛି ବଡ ଖୁସି ଖବର ମିଳିବାର ସଂମ୍ଭାବନା ଅଛି , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଗକୁ ବଢିବାପାଇଁ ବହୁତ ମାର୍ଗ ହାସିଲ୍ ହେବ,  ବେରୋଜଗାର ଲୋକଙ୍କୁ ଭଲ ଚାକିରି ମିଳିବ ।

୩) ମିଥୁନ ରାଶିର ଜାତକରେ ମନରେ ବହୁତ ପ୍ରଶ୍ନ ଉତ୍ପନ୍ନ ହୋଇପାରେ । ଯାହା ଆପଣଙ୍କ ମନର ଶାନ୍ତି ଭଙ୍ଗ କରିବ , ଆପଣ ଏପଟ ସେପଟ ମାମଲାରେ ଅଧିକା ଭାବନ୍ତୁ ନାହିଁ । ଆପଣଙ୍କ କାରୋବାର ଠିକ୍ ଠାକ୍ ଚାଲିବ , କେଉଁ ସଂମ୍ପର୍କୀୟ ବ୍ୟକ୍ତିଙ୍କ ଠାରୁ ମହତ୍ତ୍ୱପୁର୍ଣ୍ଣ ସହଯୋଗ ପ୍ରାପ୍ତି କରିବେ , ଶାରରୀକ ପରିଶ୍ରମ ଅଧିକା କରିବାକୁ ପଡିବ । କିନ୍ତୁ ଏହାର ଭଲ ରେଜଲ୍ଟ ଦେଖିବାକୁ ମିଳିବ , ଘର ପରିବାର ଲୋକଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରନ୍ତି , ଖାଦ୍ୟପେୟରେ ରୁଚି ବଢିବ , ଘରୋଇ ଜିନିଷରେ ଅଧିକା ଧନ ଖର୍ଚ୍ଚ ହେବାର ସଂମ୍ଭାବନା ହେବାର ଅଛି । ଏଥିପାଇଁ ଆପଣ ବିନା କାରଣରେ କେଉଁ ଖର୍ଚ୍ଚରୁ ଦୁରେଇ ରୁହନ୍ତୁ ।

୪)କର୍କଟ ରାଶି : କର୍କଟ ରାଶିର ଜାତକରେ କେଉଁ କଥାକୁ ନେଇକରି ଚିନ୍ତା ଅନୁଭବ କରିବେ , ଆପଣ ନିଜ କାମ କାର୍ଯ୍ୟରେ ଟିକିଏ ଅବଶୋଷ କରିପାରନ୍ତି , ଆପଣଙ୍କ ନିଜ ବ୍ୟବହାର ଉପରେ କାବୁ ରଖିବାର ଦରକାର ଅଛି , ଦାମ୍ପତ୍ୟ ଜୀବନରେ ଚିନ୍ତା ଉତ୍ପନ୍ନ ହୋଇପାରେ , ଆପଣ କେଉଁ ଲମ୍ବା ଯାତ୍ରା ଯିବାରୁ ଦୁରେଇ ରୁହନ୍ତୁ , କାମକାର୍ଯ୍ୟରେ ଆପଣଙ୍କ ଯୋଜନା ବନାଇବାର ଆବଶ୍ୟକତା ଅଛି । ଆପଣ ସ୍ୱାସ୍ଥ୍ୟ ସଂବନ୍ଧିତ ଚିନ୍ତା ଲଗାତାର ଚିନ୍ତା ଦେଇପାରେ , ମାତାପିତାଙ୍କ ଆଶିର୍ବାଦ ମିଳିପାରିବ , ଛୁଆଙ୍କ ତରଫରୁ ଖୁସିଖବର ମିଳିବାର ସଂମ୍ଭାବନା ଅଛି , ଯାହାଦ୍ୱାରା ଆପଣଙ୍କ ମନରେ ଚିନ୍ତା ଦୁର ହେବ ।

୫) ସିଂହ ରାଶି : ଏହି ରାଶିର ଜାତକରେ ସମୟ କଠିନ ରହିବାର ଦେଖାଯାଉଛି , ଆପଣଙ୍କ ବିଚାର ନକରାତ୍ମକ ଦିଗରେ ଯାଇପାରେ , ଯାହାକୁ ନେଇକରି ଆପଣ ଚିନ୍ତିତ ରହିପାରନ୍ତି , ଘର ପରିବାର ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି , ଆପଣ ନିଜ କେଉଁ ବ୍ୟକ୍ତିଙ୍କୁ ନିଜ ହୃଦୟର କଥା ସେୟାର୍ କରିପାରନ୍ତି , ବଡ ନିବେଶ କରିବାରୁ ବଞ୍ଚନ୍ତୁ , କିଛି ନୁଆ କାର୍ଯ୍ୟ ଆଡକୁ ମନ ବଳାଇବେ , ଯଦି ନିବେଶ କରୁଛନ୍ତି ତେବେ କ୍ଷତି ହେବାର ସଂମ୍ଭାବନା ଅଛି , ପେଶାରେ ଥିବା ଲୋକଙ୍କୁ ଜରୁରୀ କାମକାର୍ଯ୍ୟ ପୁରା କରିପାରିବେ , ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିପାରନ୍ତି , ଆପଣ ନିଜ ଭାବନା ସକରାତ୍ମକ ରଖନ୍ତୁ ।

୬) କନ୍ୟା ରାଶି : କନ୍ୟା ରାଶିର ଜାତକରେ ଗ୍ରହର ସ୍ଥିତି କାରଣରୁ ମିଳାମିଶା ପରିଣାମ ମିଳିବ , ଆପଣ କିଛି ନୁଆ କାର୍ଯ୍ୟ କରିବାପାଇଁ ପ୍ରଥମେ ଭଲ ଭାବରେ ବୁଝିବିଚାରି ପଦକ୍ଷେପ ନିଅନ୍ତୁ , ପୁରୁଣା ବନ୍ଧୁଙ୍କ ସହ ପୁରୁଣା କଥା ହୋଇପାରେ । ଯାହାଦ୍ୱାରା ଆପଣଙ୍କ ସ୍ମୃତି ଆଉଥରେ ଉଜାଗର ହୋଇଯିବ,  ଆପଣ କେଉଁ ବି ମାମଲାରେ ତୁରନ୍ତ ଫଇସଲା ନିଅନ୍ତୁ ନାହିଁ , ଛୋଟ ମୋଟ ସ୍ୱାସ୍ଥ୍ୟ ସଂବନ୍ଧିତ ଚିନ୍ତା ଦ୍ୱାରା ଆପଣଙ୍କୁ ହଇରାଣ ହେବାକୁ ପଡିପାରେ , ପ୍ରେମ ସଂବନ୍ଧିତ ମାମଲାରେ ଆପଣଙ୍କୁ ସଫଳତା ମିଳିବ , ଆପଣଙ୍କ ଲଭ ପାର୍ଟନର ସହ ଭଲ ସମୟ ବ୍ୟତିତ କରିବେ , ବେପାର ସହ ଯୋଡି ହୋଇଥିବା ଲୋକ ଲାଭର ଆଶା କମ୍ ରହିବ , ଆପଣ ନିଜ ପାର୍ଟନରଙ୍କ ଉପରେ ନଜର ରଖନ୍ତୁ , ଏହାର କାରଣରୁ ଆପଣଙ୍କୁ ଚିନ୍ତିତ ହେବାକୁ ପଡିପାରେ ।

୭)ତୁଳା ରାଶି : ତୁଳା ରାଶିର ଜାତକରେ ଭାଗ୍ୟ ଚରମ ସୀମାରେ ରହିବ , ଗଜକେଶରୀ ଯୋଗ କାରଣରୁ ଆପଣଙ୍କୁ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟରେ ବହୁତ ଲାଭ ମିଳିପାରେ , ଘର ପରିବାର ସହ ଅସଝଡା ପରିସ୍ଥିତିରେ ସୁଧାର ଆସିବ , ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିପାରିବ , ଆପଣଙ୍କ ଦ୍ୱାରା ବନା ହୋଇଥିବା ନୁଆ ସଂମ୍ପର୍କ ଫାଇଦାଦାୟକ ହେବ । ଜୀବନସାଥୀଙ୍କ ସଂମ୍ପର୍କରେ ମଧୁରତା ଆସିବ , ଆପଣ ପୁରୁଣା ମତଭେଦ ଭୁଲିକରି ନିଜ ଜୀବନକୁ ଆଗେଇ ନେଇଯିବେ , ଧାର୍ମିକ କାର୍ଯ୍ୟରେ ଆପଣଙ୍କୁ ଅଧିକା ମନ ଲାଗିବ । ଆପଣଙ୍କ ମାନସିକ ଭାବରେ ମଜବୁତ୍ ରହିବେ , କେଉଁ ଜରୁରୀ ମାମଲାରେ ଆପଣ ତୁରନ୍ତ ଫଇସଲା ନେବାରେ ସକ୍ଷମ ହୋଇପାରିବେ ।

୮) ବିଛା ରାଶି : ବିଛା ରାଶିର ଜାତକରେ କ୍ୟାରିୟରରେ ଲଗାତାର ସଫଳତ ମିଳିବାର ଯୋଗ ହେଉଛି, ବିତ୍ତିୟ ପରିସ୍ଥିତିରୁ ମୁକ୍ତି ମିଳିବ , ଆପାଣଙ୍କ ସ୍ୱପ୍ନ ଜଲଦି ସାକାର ହୋଇପାରେ , ପ୍ରଭାବଶାଳୀ ଲୋକଙ୍କର ମାର୍ଗଦର୍ଶନ ମିଳିବ , ସୁଖ ସୁବିଧାରୁ ବୃଦ୍ଧି ହେବାର ସଂମ୍ଭାବନା ହେଉଛି , ଆପଣଙ୍କ ଜୀବନରେ ଚିନ୍ତାରୁ ବାହାର ବାହାରିବାପାଇଁ ସଫଳ ରହିବେ , ଜୀବନସାଥୀଙ୍କ ସହ ସଂମ୍ପର୍କରେ ମଜବୁତ୍ ଆସିବ , ଚାକିରି ପେଶା ଲୋକଙ୍କର ପଦୋନ୍ନତି ସହ ଆମଦାନୀରେ ବୃଦ୍ଧି ଶୁଭ ଅଶୁଭ ସୁଚନା ପ୍ରାପ୍ତ କରିବେ , ଯାହା ଦ୍ୱାରା ମନ ହର୍ଷୀତ ରହିବ ।

୯) ଧନୁ ରାଶି : ଧନୁ ରାଶିର ଜାତକରେ ବହୁତ ବ୍ୟସ୍ତ ଭରା ସମୟ ରହିବାର ନଜର ଆସୁଛି , ଆପଣଙ୍କ ବହୁତ ସାରା କାମ ଏକା ସାଙ୍ଗରେ ନିଜ ହାତରେ ନେବେ , ଯାହାର କାରଣରୁ ବହୁତ ବ୍ୟସ୍ତ ରହିପାରନ୍ତି , ପରିବାରକୁ ସମୟ ଦେବା ବହୁତ କଠିନ ହୋଇପାରେ , ଏହି ରାଶିର ଲୋକେ ଆତ୍ମବିଶ୍ୱାସରେ ଭରପୁର୍ ରହିବେ , ଯାହା ଦ୍ୱାରା ସବୁ କ୍ଷେତ୍ରରେ ସଫଳତା ହାସିଲ୍ କରିବେ , ପ୍ରଭାବଶାଳୀ ଲୋକଙ୍କ ସାହାଯ୍ୟରେ ଆପଣଙ୍କ କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିପାରିବ , ଆପଣଙ୍କ ବ୍ୟବହାର ଭଲ ରହିବ , ଛୁଆଙ୍କ ସହ ଖୁସିର ସମୟ ଅତିବାହିତ୍ କରିବେ , ଦାନପୁଣ୍ୟରେ ଆପଣଙ୍କ ମନ ଲାଗିବ,  ଆପଣଙ୍କ ବିରୋଧୀ ସକ୍ରିୟ ହେବେ , ଏଥିପାଇଁ ସତର୍କ ରହିବାର ଦରକାର ଅଛି ।

୧୦) ମକର ରାଶି : ମକର ରାଶିର ଜାତକରେ ଶୁଭ ସମୟ୍ ଅଛି , ଏହି ବିଶେଷ ସଂଯୋଗରେ ଆପଣଙ୍କ ଭାଗ୍ୟ ପୁରା ସାଥ୍ ମିଳିବାର ଅଛି କିଛି ପୁରୁଣା ବାଦ ବିବାଦ ହୋଇପାରେ , ଯଦି କେଉଁଠି ନିବେଶ କରୁଛନ୍ତି, ଆସୁଥିବା ଦିନରେ ଏହାର ଭଲ ଫାଈଦା ମିଳିପାରିବ , ବାହାନରେ ସୁଖ ପ୍ରାପ୍ତି ହୋଇପାରେ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ଘର୍ ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ ।

୧୧) କୁମ୍ଭ ରାଶି : ଏହି ରାଶିର ଲୋକଙ୍କ ସହ ସାକ୍ଷାତ ପ୍ରଭାବଶାଳୀ ଲୋକଙ୍କ ସହ ହେବ ,ଯାହାଙ୍କ ସହ ବହୁତ ଦିନରୁ ଅଛି , ବିପରିତ ପରିସ୍ଥିତିରେ ମୁକ୍ତି ପାଇବେ , ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ହେଉଛି , ଘର ପରିବ୍ର ବିତ୍ତିୟ ସ୍ଥିତିରେ ସୁଧାର ଆସିବ,  ଆପଣ ନିଜ ଜୀବନ ଆରାମ ଦାୟକ ବ୍ୟତିତ କରିବେ , ଆପଣଙ୍କୁ ନିଜ କାମକାର୍ଯ୍ୟରେ ମନ ମୁତାବିକ ଫଳାଫଳ ମିଳିବ,  ଯାହା ଦ୍ୱାରା ମନ ପ୍ରଫୁଲ୍ଲିତ ହେବ , ଛୁଆଙ୍କ ଉନ୍ନତିକୁ ନେଇ ଆପଣ ଖୁସିରେ ଗର୍ବ ଅନୁଭବ କରିବେ , ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ ।

୧୨) ମୀନ ରାଶି : ମୀନ ରାଶିରଜାତକରେ ସମୟ ଟିକିଏ କଠିନ ରହିବାର ଅଛି । ଆପଣ କେଉଁ ମାମଲାରେ ଫସିପାରନ୍ତି , ଏମିତି ସ୍ଥିତିରେ ଆପଣଙ୍କୁ ବୁଦ୍ଧିମତା ସହ କାମ କରିବାର ଅଛି । ଏହି ରାଶିର ଲୋକେ କେଉଁ ନୁଆ କାର୍ଯ୍ୟ ଆରମ୍ଭ କରିବାର ଯୋଜନା କରିପାରନ୍ତି , ମିତ୍ରଙ୍କର ପୁରା ସହଯୋଗ ମିଳିବ,  ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସହ ଭଲ ସଂମ୍ପର୍କ ରହିବାର ଅଛି। ପ୍ରେମର ମାମଲାରେ ଆପଣଙ୍କ ସମୟ ମହତ୍ତ୍ୱପୁର୍ଣ୍ଣ ରହିବ , ଆପଣଙ୍କ ସଂମ୍ପର୍କରେ ନୁଆପଣ ଅନୁଭବ କରିବେ , କ୍ୟାରିୟରରେ ସଠିକ୍ ଦିଗରେ ଯୋଜନା ବନାଇବେ ।

Leave a Reply

Your email address will not be published. Required fields are marked *