ଇଣ୍ଟରଭିୟୁ ରେ ସବୁଠୁ ମଜାଦାର ପ୍ରଶ୍ନ – କେଉଁ ଫଳର ନାମରେ ଜଣେ ମହିଳାର ନାମ ଆସିଥାଏ ? ଉତ୍ତର ଶୁଣିକି ହେଇଗଲା ଚାକିରୀ…

ସମସ୍ତଙ୍କୁ ସରକାରୀ ଚାକିରି ପାଇବାର ଇଚ୍ଛା ଥାଏ, କାରଣ ଏହା ଏମିତି ଏକ ଜବ୍ ଅଟେ ଯାହା ବ୍ୟକ୍ତିର ଇଜ୍ଜତ ଅଧିକା ହୋଇଯାଇଥାଏ , ଖାସ୍ କରି ଯଦି କିଏ ଆଇପିଏସ୍ କିମ୍ବା ଆଇଏଏସ୍ ଅଫିସର ହୋଇଯାଏ , ମା ବାପାଙ୍କର ନାଁ ଗର୍ବରେ ଫୁଲି ଉଠେ । କହିଦେବୁ କି ଆଇଏଏସ୍ ହେବା କାର୍ଯ୍ୟ ଏତେ ବି ସହଜ ନୁହେଁ , ଏହାପାଇଁ ଆଶାର୍ଥି ପ୍ରାର୍ଥିଙ୍କୁ ବହୁତ ପ୍ରକାରର ହଇରାଣ ହେବାକୁ ପଡିଥାଏ , ଆଇଏଏସ୍ ପରୀକ୍ଷା ଦେଶ ସାରା ସବୁଠାରୁ କଠିନ ପରୀକ୍ଷାରୁ ଜଣାଯାଏ , ଏହାପାଇଁ ପ୍ରତ୍ୟେକ ପରିକ୍ଷାର୍ଥୀ କମ୍ ସେ କମ୍ ତିନି ରୁ ଚାରି ବର୍ଷ ଯାଏଁ ପାଠ ପଢିଥାନ୍ତି ।
ଏତିକି ନୁହେଁ ବରଂ ଏହି ପରୀକ୍ଷାର ଚୟନ ଲେବୁଲ୍ ବହୁତ କଠିନ ହୋଇଥାଏ , ଇଣ୍ଟରଭ୍ୟୁରେ ସିଲେକ୍ସନ୍ ପ୍ରତିକ୍ରିୟା ସମୟରେ ଆଶାର୍ଥୀକୁ ଏମିତି ପ୍ରଶ୍ନ ପଚାରାଯାଏ ଯାହାର ହେଲେ ବି ମୁଣ୍ତ ଘୁମାଇଦେବ , ଏହି ପ୍ରଶ୍ନଗୁଡିକର ଜବାବ ସହଜ ହୋଇଥାଏ କିନ୍ତୁ ଏତେ ଟ୍ରିକି ହୋଇଥାଏ ଯାହା ଦ୍ୱାରା ପରୀକ୍ଷାର୍ଥୀର ମୁଣ୍ତ କାମ କରିବା ବନ୍ଦ କରିଦିଏ । ଆଜି ଆମେ ଆପଣଙ୍କୁ ଆଇଏଏସ୍ ପରୀକ୍ଷା ସହ କିଛି ଏପରି ପ୍ରଶ୍ନ ନେଇକରି ଆସିଛୁ , ଯାହାକୁ ପଢିକରି ଆପଣ ତାହାର ଉତ୍ତର ଖୋଜିବାକୁ ଲାଗିବେ ,
ପ୍ରଶ୍ନ-୧ : ଆଦର୍ଶ ଓ ଅନୁପମ୍ ଦୁଇ ଜାଆଁଳା ଭାଇ ଅଟନ୍ତି , ଯାହାଙ୍କ ଜନ୍ମ ମଇରେ ହୋଇଥିଲା କିନ୍ତୁ ଜନ୍ମଦିନ ଜୁନ୍ ରେ ଆସିଥାଏ ,ଏବେ କୁହ ଏହା କିପରି ସଂମ୍ଭବ ? ଉତ୍ତର : କାରଣ ମଇ ଏକ ସ୍ଥାନର ନାଁ ଅଟେ , ଏଥିପାଇଁ ସେହି ସ୍ଥାନରେ ଦୁହେଁ ଜୁନ୍ ମାସରେ ଜନ୍ମ ନେଇଥିଲେ ।
ପ୍ରଶ୍ନ-୨: ଯଦି ଆପଣଙ୍କ ହାତରେ ୩ ଟି ସେଓ, ଓ ୪ ଟି କମଳା ଦିଆଯାଏ ଓ ଦ୍ୱିତୀୟ ହାତରେ ୪ ଟି ସେଓ ଓ ୩ ଟି କମଳା ଦିଆଯାଏ ,ତେବେ ଆପଣଙ୍କ ପାଖରେ କଣ ଅଛି ? ଉତ୍ତର : ବହୁତ ବଡ ହାତ ।
ପ୍ରଶ୍ନ-୩ : ଯଦି ୮ ଜଣ ଲୋକଙ୍କୁ ଏକ କବାଟ ବନାଇବାପାଇଁ ୧୦ ଘଣ୍ଟା ସମୟ ଲାଗିଥାଏ ତେବେ ୪ ଜଣ ଲୋକ ଏହି କବାଟ ବନାଇବାପାଇଁ କେତେ ସମୟ ନେବେ ? ଉତ୍ତର : ବିଲକୁଲ୍ ସମୟ ଲାଗିବ ନାହିଁ କାରଣ କବାଟ ପ୍ରଥମରୁ ହୋଇସାରିଥିବ ।
ପ୍ରଶ୍ନ-୪ : ଗୋଟେ ବିଲେଇର ତିନୋଟି ଛୁଆ ଜାନୁୟାରୀ, ଫେବୃୟାରୀ, ଓ ମାର୍ଚ୍ଚ ଅଟେ , ଏମିତିରେ ବିଲେଇର ନାଁ କଣ ଅଟେ ? ଉତ୍ତର : ଏହି ପ୍ରଶ୍ନର ଜବାବ୍ ପ୍ରଶ୍ନରେ ଲୁଚି ରହିଛି , ସଠିକ୍ ଉତ୍ତର ହେଲା କଣ !
ପ୍ରଶ୍ନ-୫ : ରଜନୀକାନ୍ତ ବିନା ପ୍ୟାରାସୁଟ୍ ରୁ ପ୍ଲେନ୍ ରୁ ବାହାରିଯାଆନ୍ତି , କିନ୍ତୁ ସେ ଜୀବିତ ରହିଯାଆନ୍ତି କିପରି ?ଉତ୍ତର : କାରଣ ପ୍ଲେନ୍ ଏବେ ପର୍ଯ୍ୟନ୍ତ ରନ୍ ୱେ ରେ ଥିଲା ।
ପ୍ରଶ୍ନ-୬ : ନାଗ ପଞ୍ଚର ଓପୋଜିଟ୍ କଣ ହେବ ? ଉତ୍ତର : ନାଗ ମୋତେ ପଞ୍ଚ କରିବ ନାହିଁ କାରଣ ସେ ଦଶଂନ କରେ ।
ପ୍ରଶ୍ନ-୭ : ଏକ ଇଣ୍ଟରଭ୍ୟୁଅର୍ ଅଭିୟାର୍ଥୀଙ୍କ ପାଇଁ କଫି ମଗାଈଲେ କହିଲେ What is Before you?
ଉତ୍ତର : ସଠିକ୍ ଜବାବ୍ ହେଲା ଟି କାରଣ ସେ ୟୁ ପୁର୍ବରୁ ଆସିଥାଏ ।
ପ୍ରଶ୍ନ-୮ : ଏକ ହାତରୁ ହାତୀକୁ କିପରି ଉଠାଇପାରିବେ ? ଉତ୍ତର : ଏମିତି କେଉଁ ହାତି ନାହିଁ ଯାହାର୍ ହାତ ଥିବ ।
ପ୍ରଶ୍ନ ନମ୍ବର୍ ୯ :-କେଉଁ ଫଳର ନାମରେ ଗୋଟେ ମହିଳାର ନାଁ ଆସିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସୀତାଫଳ।