March 17, 2025

Odia Express

Leading Odia News Portal of Odisha

ଓଡ଼ିଆ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର – ଏପରି କେଉଁ ନାମ ଅଛି ଯାହା ସିଧା ଲେଖିଲେ ଝିଅ ନାମ ଓ ଓଲଟା ଲେଖିଲେ ଗୋଟିଏ ଫିଲ୍ମ ର ନାମ ହେଇଯିବ ? ବୁଦ୍ଧି ଥିଲେ ଉତ୍ତର ଦିୟନ୍ତୁ..

ଜ୍ଞାନ ଏପରି ଏକ ଜିନିଷ ଯାହା ଆମେ କେଉଁ ବୟସରେ କିମ୍ବା କେଉଁ ଜାଗାରେ ମଧ୍ୟ ଆହରଣ କରିପାରିବ | କେବଳ ସ୍କୁଲ କଲେଜରେ ନୁହଁ ସବୁ ଜାଗାରେ ଆମକୁ କିଛି ନା କିଛି ଜ୍ଞାନ ଆହରଣ କରିବାର ସୁଯୋଗ ମିଳେ | ତେବେ ସେହିପରି ଆଜି ଆମେ ଆପଣଙ୍କ ପାଇଁ କିଛି ଚତୁର ପ୍ରଶ୍ନ ନେଇ ଅଶିଚୁ | ଯାହାର ଉତ୍ତର ଖୁବ ସରଳ କିନ୍ତୁ ଆପଣଙ୍କ ମୁଣ୍ଡ ଘୁରେଇ ପାରେ ଏହି ପ୍ରଶ୍ନ |ଉତ୍ତର ସହଜ ହେଲେ ମଧ୍ୟ ପ୍ରଶ୍ନ ଶୁଣିବା ମାତ୍ରେ ଆପଣ ଟିକେ ଭାବିବା ପାଇଁ ଲାଗିବେ |ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ପ୍ରଶ୍ନ ର କେତେ ସଠିକ ଉତ୍ତର ଦେଲେ ସେ କଥା ନିଶ୍ଚୟ କମେନ୍ଟ କରିବେ |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ

ପ୍ରଶ୍ନ ନମ୍ବର ୧: ଗୋଟେ ପହେଲି ସମାଧାନ କରନ୍ତୁ, ଏକ ଜିନିଷ ଯାହାକୁ ଯେତେ ବ କାଟିବ ତାହା ନୂଆ ହେଇକି ବାହାରିବ। କୁହନ୍ତୁ କଣ?

ସଠିକ ଉତ୍ତର : ପେନ୍ସିଲ

ପ୍ରଶ୍ନ ନମ୍ବର ୨: ଏମିତି କେଉଁ ଜାଗା ଯେଉଁଠାରେ ଧନୀ କି ଗରିବ ସମସ୍ତଙ୍କୁ ତାଟିଆ ନେଇକି ଠିଆ ହେବାକୁ ପଡେ। କୁହନ୍ତୁ କଣ?

ସଠିକ ଉତ୍ତର : ଗୁପ ଚୁପ ର ଦୋକାନ

ପ୍ରଶ୍ନ ନମ୍ବର ୩: ଏମିତି ଏକ ଜିନିଷ ଯାହା ଆମ ସହିତ ହାତ ରେ ହାତ ପକେଇକି କେବେ ବି ଚାଲି ନଥାଏ ମାତ୍ର ସର୍ବଦା ଆମ ସହିତ ରହିଥାଏ।

ସଠିକ ଉତ୍ତର : ଛାଇ

ପ୍ରଶ୍ନ ନମ୍ବର ୪: ଓଟ ଭଳି ବସିଥାଏ, ହରିଣ ଭଳି ଦୌଡ଼ିଥାଏ ଆଉ ଯାହାର ଲାଞ୍ଜ ନଥାଏ, କୁହ ସେ ଜୀଵ କିଏ?

ସଠିକ ଉତ୍ତର : ବେଙ୍ଗ

ପ୍ରଶ୍ନ ନମ୍ବର ୫: ଲାଲ ଘୋଡା ଅଟକି ରହେ ଆଉ କଳା ଘୋଡା ଦୌଡିଯାଏ। କୁହନ୍ତୁ କଣ?

ସଠିକ ଉତ୍ତର : ନିଆଁ ଆଉ ଧୂଆଁ

ପ୍ରଶ୍ନ ନମ୍ବର ୬: ଏମିତି କେଉଁ ଜିନିଷ ଯାହାର ଆସିବା ବି ଖରାପ ଆଉ ଯିବା ବି ଖରାପ?

ସଠିକ ଉତ୍ତର : ଆଖି

ପ୍ରଶ୍ନ ନମ୍ବର ୭: ମୁ ମରେ ବା କଟିଯାଏ ଆପଣ କାହିଁକି କାନ୍ଦ?

ସଠିକ ଉତ୍ତର : ପିଆଜ

ପ୍ରଶ୍ନ ନମ୍ବର ୮: ଏପରି କେଉଁ ଜିନିଷ ଯାହା ଝିଅ ପାଖରେ ବିବାହ ପୂର୍ବରୁ ଅଥବା ପରେ ଥାଏ ମାତ୍ର ବିବାହ ଦିନ ନଥାଏ?

ସଠିକ ଉତ୍ତର : ସର ନେମ

ପ୍ରଶ୍ନ ନମ୍ବର ୯: ଏମିତି କେଉଁ ଜିନିଷ ଯାହା କି କିଣିଲା ବେଳେ କଳା, ବ୍ୟବହାର କରିବା ସମୟରେ ଲାଲ ଆଉ ଫୋପାଡ଼ିଲା ସମୟରେ ଧଳା ଥାଏ?

ସଠିକ ଉତ୍ତର :କୋଇଲା

ପ୍ରଶ୍ନ ନମ୍ବର ୧୦: ଅଯୋଧ୍ୟା ରାମ ମନ୍ଦିର ଭାରତରେ କେଉଁ ରାଜ୍ୟ ରେ ସ୍ଥିତ?

ସଠିକ ଉତ୍ତର : ଉତ୍ତର ପ୍ରଦେଶ

ପ୍ରଶ୍ନ ନମ୍ବର ୧୧: ସବୁଠୁ ବିଷାକ୍ତ ସାପ କିଏ?

ସଠିକ ଉତ୍ତର : କିଙ୍ଗ କୋବ୍ରା

ପ୍ରଶ୍ନ ନମ୍ବର ୧୨: ଇମେଲ ର ଆବିଷ୍କାର କିଏ କରିଥିଲେ?

ସଠିକ ଉତ୍ତର : ରେ ଟୋମଲିସନ

ପ୍ରଶ୍ନ ନମ୍ବର ୧୩: ବିଶ୍ୱ ରେ ମାଉଣ୍ଟ ଏଭରେଷ୍ଟ ରେ ଚଢ଼ିଲା ଵାଲା ପ୍ରଥମ ମହିଳା କିଏ?

ସଠିକ ଉତ୍ତର : ଜୁଙ୍କ ତବାଇ

ପ୍ରଶ୍ନ ନମ୍ବର ୧୪: କେଉଁ ପ୍ରାଣୀ ତିନି ବର୍ଷ ଯାଏ ସୋଏ?

ସଠିକ ଉତ୍ତର : ଘୋଂଘା

ପ୍ରଶ୍ନ ନମ୍ବର ୧୫: କେଉଁ ଦେଶ ରେ ଗୋଟେ ବି ଟ୍ରାଫିକ ସିଗ୍ନାଲ ନାହିଁ?

ସଠିକ ଉତ୍ତର : ଭୁଟାନ ରେ

ପ୍ରଶ୍ନ ନମ୍ବର ୧୬: ମେଘନାଦ ର ପତ୍ନୀ ଙ୍କର ନାମ କଣ ଥିଲା?

ସଠିକ ଉତ୍ତର : ସୁଲୋଚନା

ପ୍ରଶ୍ନ ନମ୍ବର ୧୭: ଭାରତରେ ଇଣ୍ଟରନେଟ ର ଆରମ୍ଭ ସର୍ବପ୍ରଥମେ କେବେ ହେଇଥିଲା?

ସଠିକ ଉତ୍ତର : ୧୪ ଅଗଷ୍ଟ ୧୯୯୫ ରେ

ପ୍ରଶ୍ନ ନମ୍ବର ୧୮  – ଏପରି କେଉଁ ନାମ ଅଛି ଯାହା ସିଧା ଲେଖିଲେ ଝିଅ ନାମ ଓ ଓଲଟା ଲେଖିଲେ ଗୋଟିଏ ଫିଲ୍ମ ର ନାମ ହେଇଯିବ ?

ଉତ୍ତର – ମଧୁ (ଧୁମ)

ପ୍ରଶ୍ନ ନମ୍ବର ୧୯: ରାବଣ ଙ୍କର ବାପାଙ୍କ ନାମ କଣ ଥିଲା?

ସଠିକ ଉତ୍ତର : ବିଶ୍ୱା

ପ୍ରଶ୍ନ ନମ୍ବର ୨୦: ଲୋକ ସୁନା ର ପାଉଁଜି କାହିଁକି ବନଅନ୍ତି ନାହିଁ?

ସଠିକ ଉତ୍ତର : କାହିଁକି ନା ଅଧିକ ଖର୍ଚ୍ଚ ଆସିବ

ପ୍ରଶ୍ନ ନମ୍ବର ୨୧: କଣ ପଶୁ ମାନଙ୍କୁ ବି ଝାଳ ଆସେ:

ସଠିକ ଉତ୍ତର : ହଁ ଆସେ

ପ୍ରଶ୍ନ ନମ୍ବର ୨୨: କଏଦୀ ମାନଙ୍କୁ ଧଳା ରଙ୍ଗ ର କପଡା ହି କାହିଁକି ପିନ୍ଧିବାକୁ ଦିଆ ଯାଏ?

ସଠିକ ଉତ୍ତର : ଧଳା ରଙ୍ଗ ଶାନ୍ତି ର ପ୍ରତୀକ ଥାଏ

Leave a Reply

Your email address will not be published. Required fields are marked *