March 22, 2025

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର୍ ଜୋକ୍ସ : ଥରେ ଗୋଟେ ଝିଅ ମନ୍ଦିରର୍ ଭଗବାନଙ୍କୁ କିଛି ଗୁହାରୀ କରେ , ଝିଅ- ହେ ଭଗବାନ କେଉଁ ଚାଲାକ୍ ପୁଅ କୁ ବୟଫ୍ରେଣ୍ତ କରାଇଦିଅ – ତାପରେ ଯାହା ହେଲା ହସି ହସି ଗଡ଼ିଯିବେ ଆପଣ..

ଆଜିକାଲି କର୍ମବ୍ୟସ୍ତ ଜୀବନ ଭିତରେ ପ୍ରାୟ ସବୁ ମଣିଷ ଚିନ୍ତାଗ୍ରସ୍ତ ହୋଇରହୁଛନ୍ତି । ଚିନ୍ତାର କାରଣରୁ ମଣିଷକୁ ନାନାଦି ରୋଗରେ ପଡିଥାଏ , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ସୁସ୍ଥ୍ୟ ରହିବ ଯେବେ ସେ ଭିତରୁ ଖୁସି ଥିବ , ଓ ତାପରେ ଏହି କଥା ତ ଶୁଣିଥିବେ କି ହସିବା ସ୍ୱାସ୍ଥ୍ୟ ପାଇଁ ଏକ ଔଷଧୀ ପରି କାର୍ଯ୍ୟ କରେ , ଏଥିପାଇଁ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କ ପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ ଯାହା ସୋସିଆଲ୍ ମିଡିଆରେ ଧମାଲ୍ ମଚାଉଛି  ଓ ଆମେ ଆଶା କରୁଛୁ କି ଏହାକୁ ପଢିବାପରେ ଆପଣ ବି ହସ ଅଟକାଇପାରିବେ ନାହିଁ , ତେବେ ଆଉ ବିଳମ୍ବ କାହିଁକି , ଚାଲନ୍ତୁ ଆରମ୍ଭ କରିଦେବା ହସିବାର ଏହି କାର୍ଯ୍ୟକ୍ରମ ।

ପପୁ ନିଜ ବାଥରୁମ୍ ରେ କପଡା ଧୋଉଥିଲା,  ସାଙ୍ଗ- ସାଙ୍ଗ ତୁ କାମବାଲି ବାଇ କଣ ପାଇଁ ରଖିନୁ ତୁ ନିଜେ କାହିଁକି କପଡା ଧୋଉଛୁ ? ପପୁ- ମୁଁ ତା ସହ ବାହା ହୋଇଯାଈଛି ରେ ସାଙ୍ଗ ।

ପୋଲିସ୍ : ପାର୍କରେ ବସିବା ନିଷେଧ ଅଟେ , ବ୍ୟକ୍ତି -ସାର୍ ଆମେ ତ ବିବାହିତ , ପୋଲିସ୍ ତେବେ ଘରେ ଯାଇ ବସ,  ବ୍ୟକ୍ତି -ୟାଙ୍କର୍ ସ୍ୱାମୀ ମାନିବେ ନାହିଁ ।

ଶିକ୍ଷକ : ଭାରତର ସବୁଠାରୁ ଖତରନାକ୍ ନଦୀ କେଉଁଟା ଅଟେ ? ଛାତ୍ର-ଭାବନା , ଶିକ୍ଷକ -କିପରି ? ଛାତ୍ର ସବୁ ଏଥିରେ ବହିଯାଆନ୍ତି ।

ସ୍ତ୍ରୀ : କଣ ପାଇଁ ତୁମେ କାଲି ପଡୋଶୀ ସହ ଫିଲ୍ମ ଦେଖିବାକୁ ଯାଇଥିଲ୍ ? ସ୍ୱାମୀ -କଣ କରିବି ତୁମେ ତ ଜାଣିଛ ଆଜିକାଲି ପରିବାର ସହ ଦେଖିବା ପରି ଫିଲ୍ମ କେଉଁଠି ହେଉଛି ?

ପୁଅ – ମଉସା ଏକ ଗୋଲାପ ଫୁଲ ଦେଇଦିଅ , ଦୋକାନୀ-ତୁମେ ଶର୍ମାଜୀଙ୍କ ପୁଅ ନା? ପୁଅ -ଓ କିଛି ଗେଣ୍ତୁ ଫୁଲ ବି ଦେଇଦେବେ ଘରେ ପୁଜା ଅଛି ଆଜି ପ୍ରସାଦ ନେଇକରି ଯିବେ ।

କେହି କହିବ ଫିଲ୍ମରେ ବ୍ୟବହାର ହେଉଥିବା ତକିଆ କେଉଁଠି ମିଳୁଛି ଯାହାକୁ ଲଢି ଲଢି ହିରୋ ହିରୋଇନ୍ ତାକୁ ଛିନଭିନ୍ କରିଦେଉଛନ୍ତି । ଆମ ଘରେ ଗୋଟେ ତକିଆ ଅଛି ଆଜି ମା ଫିଙ୍ଗିଲେ ଯେ ମୁଁ ଦୁଇ ମିନିଟ୍ କୋମାକୁ ଚାଲୀଯାଈଥିଲି ।

ଥରେ ଗୋଟେ ଚିତା ଓ ଗଧ ମଧ୍ୟରେ ଯୁକ୍ତି ତର୍କ ହୋଇଗଲା,  ଚିତା କହିଲା ଆକାଶର ରଙ୍ଗ ନୀଳ ଅଟେ , ଓ ଗଧ କହିଲା କଳା , ଦୁହେଁ ବାଘର ଦରବାରରେ ପହଞ୍ଚିଲେ , ବାଘ ଯୁକ୍ତି ଶୁଣିକରି ଚିତାକୁ ଜେଲରେ ପକାଇଦେଲା ଚିତା କରୁଣ କଣ୍ଠରେ କହିଲା ମୁଁ ସଠିକ୍ ଅଛି , ଓ ମୋତେ ଏମିତି ଦଣ୍ତ କଣ ପାଇଁ ? ବାଘ କହିଲା ମୁଁ ଜାଣିଛି କି ତୁମେ ଠିକ୍ କହିଛ , କିନ୍ତୁ ତୁମକୁ ଦଣ୍ତ ଏଥିପାଇଁ ମିଳିଛି କାରଣ ତୁମେ ଗଧ ସହ ଯୁକ୍ତି କଲ କଣ ପାଇଁ ।

ଡାକ୍ତର : ଆପଣଙ୍କୁ କଣ ରୋଗ ହୋଇଛି ? ରୋଗୀ-ପ୍ରଥମେ ଆପଣ କଥା ଦିଅନ୍ତୁ ହସିବେ ନାହିଁ , ଡାକ୍ତର – ଠିକ୍ ଅଛି , ରୋଗୀ ନିଜ ଗୋଡ ଦେଖାଇଲା , ଆଖୁ ପରି ପତଲା ଥିଲା,  ଡାକ୍ତରକୁ ଏହା ଦେଖିକରି ହସ ଆସିଗଲା,  ରୋଗୀ -ଆପଣ ତ ନ ହସିବାକୁ କଥା ଦେଇଥିଲେ , ଡାକ୍ତର- ହଉ ଭୁଲ୍ ହେଇଗଲା,  ଏବେ ନିଜ ଅସୁବିଧା କୁହ , ରୋଗୀ -ଡାକ୍ତର ସାହେବ ଏହା ଫୁଲିଯାଈଛି , ଡାକ୍ତର- ହା ହା ପଳା ଏଠୁ ତୁ ଆସିଛୁ ହସେଇବା ପାଈଁ ।

ମୁଷା ବି ଇଞ୍ଜିନିୟରିଙ୍ଗ୍ ଶିଖିକରି ଆସନ୍ତି , ଏମାନଙ୍କୁ ଜଣାଥାଏ କି କେଉଁ ତାର କାଟିଲେ ମେସିନ୍ ଚାଲିବ ନାହିଁ , ଶଳା ତାକୁ ହିଁ କାଟିବେ ।

ବିଦେଶରୁ ମୋର ବହୁତ ପୁରୁଣା ସଂମ୍ପର୍କ ଅଛି , ଛୁଆବେଳେ ମା ଯେବେ ପାଟିକରୁଥିଲେ ତେବେ ମୁଁ ରୁସ୍ ଯାଉଥିଲି ।

କିଛି ଧନୀଙ୍କ ଚର୍ଚ୍ଚା- କେହି ଜଣେ କହିଲେ ମୋର ବାଥରୁମ୍ ୧୦ ଲକ୍ଷର ଆଉ କିଏ କହିଲା ୨୦ ଲକ୍ଷର , ତେବେ ଆଉ କିଏ କହିଲା ୫୦ ଲକ୍ଷର , ଯେବେ ଏହି କଥା ଗାଁରେ ଏକ ବ୍ୟକ୍ତିକୁ ପଚାରାଗଲା ତେବେ ସେ କହିଲା କି ଯେବେ ମୁଁ ସକାଳୁ ଢାଳ ନେଇକରି ଯାଏ ତେବେ ତାହା କ୍ଷେତର ଦାମ୍ ୭ କୋଟିର ଅଟେ,  ଓ ଏମିତିରେ ବାଥରୁ ସବୁଦିନ ବଦଳାଇଥାଏ ।

ମୁଁ ଭୋପାଳି ଚାଚାଙ୍କୁ ପଚାରିଲି -ଚାଚା ଭାଲେନଟାଇନ୍ ଡେ ଆସୁଛି , ତେବେ ସେ କହିଲେ – ହଁ ମୁଁ ଶୁଣିଛି , ମୁଁ ପଚାରିଲି -ଜାଣିଛ କି ଏହା ବିଷୟରେ , ସେ କହିଲେ- ଅମ୍ମା ଖାଁ କେହି ବାବା ଥିଲେ , ଝିଅଙ୍କୁ ଫୁଲ ଦେଉଥିଲେ ଦିନେ ତାଙ୍କର ସ୍ତ୍ରୀ ଦେଖିଦେଲେ , ତାପରେ ମିଆଁଙ୍କୁ ବେଲଣ କାଠିରେ ମାଡ ଦେଲେ , ଓ ମାଡ ଫଳରେ ସେ ସେଠାରେ ଟଳି ପଡିଲେ , ଓ ମରିବା ସମୟରେ ସ୍ତ୍ରୀକୁ କହିଲେ ବେଳନ ଟାଙ୍ଗ ଦେ, ଲୋକେ ଏହାକୁ ଭାଲେନଟାଇନ୍ ଡେ ବୁଝିଲେ । ତେବେ ଠାରୁ ଲୋକେ ଏହାକୁ ଭାଲେନଟାଇନ୍ ଡେ କହୁଛନ୍ତି  ଓ ବାବା ଙ୍କ ସ୍ମୃତିରେ ଫୁଲ ବାଣ୍ଟୂଛନ୍ତି ।

ଝିଅ -ମୁଁ ତୁମ ପ୍ରେମରେ ଲୁଟିଗଲି, ବର୍ବାଦ ହୋଇଗଲି, ବଦନାମ ହୋଇଗଲି , ପୁଅ- ତେବେ ପାଗେଳି ମୁଁ ବି କଉ ତୋ ପ୍ରେମରେ କଲେକ୍ଟର ହେଇଗଲି , ସିଙ୍ଗିଡା ବିକୁଛି ,

ମା ଆମର ପୁଅ ଡାକ୍ତରହେବ , ବାପା ନା ନା ଆମର ପୁଅ ପାଇଲେଟ୍ ହେବ , ପୁଅ-ଫେସବୁକ୍ ରେ ଶ୍ରେୟା ରିପ୍ଲାଇ ଦେ ନହେଲେ ଆଇଡି ଡିଆକ୍ଟିଭେଟ୍ କରିଦେବି ,

ଥରେ ଗୋଟେ ଝିଅ ମନ୍ଦିରକୁ ଯାଇ ଭଗବାନଙ୍କୁ କିଛି ଗୁହାରୀ କରେ , ଭଗବାନ ମୋତେ କେଉଁ ଚାଲାକ୍ ଲୋକକୁ ମୋର ବୟଫ୍ରେଣ୍ତକରାଇଦିଅ , ଭଗବାନ କହିଲେ -ଯଦି ଚାଲାକ୍ ହେଇଥିବ ତ ଏହି ଲଫଡାରେ ପଡିବ ନାହିଁ ଘରକୁ ଯାଅ ଝିଅ ।

Leave a Reply

Your email address will not be published. Required fields are marked *