March 14, 2025

Odia Express

Leading Odia News Portal of Odisha

ବଲିଉଡ୍ ର କ୍ୱିନ୍ କଙ୍ଗନା ରାନାୱତ ପହଞ୍ଚିଲେ ନିଜ ଆଈଙ୍କ ଗାଁରେ ଭଉଣୀ ରଙ୍ଗୋଲି ଚନ୍ଦେଲ ସେୟାର୍ କଲେ ଏପରି ଫୋଟୋ ଯେ..

ବଲିଉଡ୍ ଇଣ୍ତଷ୍ଟ୍ରିରେ କ୍ୱିନ୍ କଙ୍ଗନା ରାଣାୱତ ଏବେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୁଦ୍ଧାକୁ ନେଇକରି ବହୁତ ଚର୍ଚ୍ଚାରେ ରହିଛନ୍ତି । ସେ ଏହି ଦୁନିଆଁରୁ ଅଲବିଦା କହିବାପରେ ଏକ ଭିଡିଓ ମେସେଜ୍ ସୋସିଆଲ୍ ମିଡିଆରେ ସେୟାର୍ କରି ବଲିଉଡ୍ ରେ ବ୍ୟାପିଥିବା ନେପୋଟିଜିମ୍ ଓ ଆଉଟ୍ ସାଇଡର୍ସଙ୍କ ଉପରେ ପ୍ରଶ୍ନ କରିଥିଲେ , ତାଙ୍କର ଏହି ଭିଡିଓ ଲକ୍ଷାଧିକ ଲାଇକ୍ ଓ ସେୟାର୍ ମିଳିଲା । ଏହା ପୂର୍ବରୁ କଙ୍ଗନା ବହୁତ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଏହିଥର ଇଣ୍ଟରନେଟ୍ ରେ ଚର୍ଚ୍ଚିତ ହେବାର କାରଣ କିଛି ଅଲଗା ଥିଲା,  ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜ ସୋସିଆଲ୍ ମିଡିଆର ଏକାଉଣ୍ଟରେ ଏକ ଫଟୋ ଦେଇଛନ୍ତି , ଏହି ଫଟୋରେ କଙ୍ଗନା ନିଜ ଆଈଙ୍କ ସହ ହସୁଥିବାର ନଜର ଆସିଛନ୍ତି ।

ଫଟୋକୁ ଦେଖି ଏହି କଥା ସଫା କି କଙ୍ଗନା ଏହି ଦିନରେ ନିଜ ଆଈଙ୍କ ଘରକୁ ଆସିଛନ୍ତି , କହିଦେବୁ କି କୋରନା ଭାଇରସ୍ ପ୍ରଭାବକୁ ନେଇ ସରକାର ଏବେ ସବୁ ଫିଲ୍ମର ସୁଟିଙ୍ଗ୍ କରିବା ଉପରେ କଟକଣା ଜାରି କରିଛନ୍ତି , ଏମିତିରେ ଅଧିକାଂଶ ଅଭିନେତା ଓ ଅଭିନେତ୍ରୀ ନିଜ ଖାଲି ସମୟ ନିଜ ଘରଲୋକଙ୍କ ସହ ଅତିବାହିତ କରୁଛନ୍ତି , ସେମିତି ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ସମୟ ନିଜ ଆଈଙ୍କ ଗାଁରେ ପହଞ୍ଚି ମଜା ନେଇଛନ୍ତି , କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ଯେଉଁ ଫଟୋ ସେୟାର୍ କରିଛନ୍ତି ସେ ସେହି ଫଟୋରେ କେଉଁ କଥାକୁ ନେଇ ହସୁଥିବାର ନଜର ଆସିଛନ୍ତି ।

ଆପଣଙ୍କୁ ଜଣେଇଦେବୁ କି ରଙ୍ଗୋଲି ଚନ୍ଦେଲ ନିଜ ଇନଷ୍ଟାଗ୍ତାମ ଏକାଉଣ୍ଟରେ ଭଉଣୀ ଓ ଆଇଙ୍କ ଫଟୋ ସେୟାର୍ କରି ଲେଖିଛନ୍ତି କି ଆଜି କଙ୍ଗନା ନିଜ ଆଈଙ୍କ ଘରକୁ ଆସିଛନ୍ତି , ଯାହାକି ହିମାଚଳ ପ୍ରଦେଶର ସାଧୋଟ ଗାଁରେ ଅଛି , ଏହି ଫଟୋର ସହ ରଙ୍ଗୋଲି ବଢିଆ ଭୋଜନର ଫଟୋ ସେୟାର୍ କରିଛନ୍ତି , ଯାହା ଦେଖିବାପରେ ଫ୍ୟାନ୍ସଙ୍କ ମୁହଁରୁ ପାଣି ଆସିଯାଇଛି । ଜଣେଇଦେବୁ କି ଏହା ପୁର୍ବରୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ବହୁତଥର କଙ୍ଗନାଙ୍କ ଫଟୋ ସେୟାର୍ କରୁଛନ୍ତି , ଆଈଙ୍କ ଘରକୁ ଯିବାପୁର୍ବରୁ ରଙ୍ଗୋଲି କଙ୍ଗନାଙ୍କର ପୁଜା କରୁଥିବାର ଫଟୋ ପୋଷ୍ଟ କରିଥିଲେ,  ରଙ୍ଗୋଲି ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି , ଓ ବହୁତଥର କଙ୍ଗନା ଙ୍କ ଲାଟେଷ୍ଟ ଫଟୋ ସେୟାର୍ କରନ୍ତି  ବହୁତ ସାରା କଙ୍ଗନାଙ୍କ ସହ ଯୋଡି ହୋଇଥିବା ଅପଡେଟ୍ ମିଡିଆକୁ ରଙ୍ଗୋଲି ଚନ୍ଦେଲଙ୍କ ଏକାଉଣ୍ଟରୁ ମିଳିଥାଏ ।

ଗତଥର କଙ୍ଗନା ରାଣାୱତଙ୍କ ମଣିକର୍ଣ୍ଣିକା ଦେଖାଯାଇଥିଲା, ଏବେ ଜଲଦି ବହୁତ ବଡ ଫିଲ୍ମରେ ସେ ନଜର ଆସିବେ , ରିପୋର୍ଟର ଅନୁସାରେ ସେ ତାମିଲନାଡୁ ପୁର୍ବ ସିଏମ୍ ଜୟଲଳିତାଙ୍କ ବାୟୋପିକ୍ ଥଲାଇବି ଛଡା ତେଜସ୍, ଓ ଧାକଡ୍ ରେ କାମ କରିବାକୁ ଯାଉଛନ୍ତି , କଙ୍ଗନାଙ୍କ ଫ୍ୟାନ୍ସ ତାଙ୍କ ଏହି ତିନି ଫିଲ୍ମକୁ ବହୁତ ପ୍ରତୀକ୍ଷାରେ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *