ଧୀରୁ ଭାଇ ଅମ୍ବାନୀଙ୍କ ଲଭ୍ ଷ୍ଟୋରୀ ଅଟେ ବହୁତ ମଜାଦାର୍ , ସ୍ତ୍ରୀଙ୍କୁ ଲକି ଭାବିକରି ତାଙ୍କୁ କରିଥିଲେ ସବୁ କାମର ଶୁଭାରମ୍ଭ..

କୁହନ୍ତି ସବୁ ବ୍ୟକ୍ତି ସଫଳତା ପଛରେ ଏକ ମହିଳାର ହାତ ହୋଇଥାଏ । ଯେବେ ବ୍ୟକ୍ତିର ସ୍ତ୍ରୀର ଭଲ ଓ ଖରାପ ସମୟରେ ସାଥ୍ ଦେଇଥାଏ ତେବେ ବ୍ୟକ୍ତି ସବୁ ଅସୁବିଧାରୁ ବାହାରିଆସି ଆଗକୁ ବଢିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଊଛୁ ଯାହା ପ୍ରସିଦ୍ଧ ଉଦ୍ୟୋଗପତି ଧୀରୁ ଭାଇ ଅମ୍ବାନୀଙ୍କର ଅଟେ, ସେମିତି ଭାରତରେ ନୁହେଁ ପୁରା ବିଶ୍ୱରେ ସବୁଠାରୁ ଧନୀଶାଳୀ ବ୍ୟକ୍ତି ହିସାବରେ ଅମ୍ବାନୀ ପରିବାରର ନାଁ ସାମିଲ୍ ଅଛି , ଓ ରିଲାୟନ୍ସ ଇଣ୍ତଷ୍ଟ୍ରିର ପ୍ରଥମ ସ୍ଥାପନକର୍ତ୍ତା ହିସାବରେ ଧିରୁଭାଇ ଅମ୍ବାନୀ ବିଷୟରେ ଆପଣମାନେ ତ ବହୁତ କିଛି ପଢିଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି କି ତାଙ୍କ ସ୍ତ୍ରୀ କୋକିଲ୍ ବେନ୍ ତାଙ୍କ ସହ ସଂମ୍ପର୍କ କିପରିଥିଲା କୋକିଲବେନ୍ ନିଜ ସ୍ତ୍ରୀଙ୍କୁ ପ୍ରାରମ୍ଭିକ ସମୟରେ ବହୁତ ସାଥ୍ ଦେଇଆସି ଥିଲେ , ଆସନ୍ତୁ ଜାଣିବା ଦୁହେଁଙ୍କ ସଂମ୍ପର୍କ ବିଷୟରେ ।
ଗୁଜୁରାଟର ଜାମନଗରରେ ଏକ ମଧ୍ୟମବର୍ଗୀୟ ପରିବାରରେ କୋକିଲାବେନଙ୍କ ଜନ୍ମ ହୋଇଥିଲା । କୋକିଲାବେନଙ୍କ ବିବାହ ଧିରୁଭାଇ ଅମ୍ବାନୀଙ୍କ ସହ ୧୯୫୫ ରେ ହୋଇଥିଲା, ବିବାହର କିଛି ସମୟ ପରେ ଧୀରୁଭାଇ କାମ ପାଇଁ ଅଦେନ୍ ଚାଲିଗଲେ , ପରେ ସେ କୋକିଲାବେନଙ୍କୁ ବି ଡକାଇଦେଲେ , ଯେବେ ସେ ଗୁଜୁରାଟର ଚୋରବାଡରୁ ଅଦେନ ମାନେ ଆଜିର ସମୟରେ ୟମନ ପାଇଁ ବାହାରିଲେ , ତେବେ ଧିରୁ ଭାଇ ଅମ୍ବାନୀଙ୍କୁ ଫୋନ୍ ଆସିଲା, ସେ କହିଲେ ମୁଁ ତୁମ ପାଇଁ ଗାଡି ନେଇଯାଇଛି, ମୁଁ ତୁମକୁ ନେବାକୁ ଆସିଛି, କୁହ ଗାଡିର ରଙ୍ଗ କିପରି ହେବ , ମୁଁ କହୁଛି, ଏହା ବ୍ଲାକ୍ ଲାଇକ୍ ମି, କୋକିଲାବେନ୍ ଏହି କଥା ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ , ଧୀରୁଭାଇନ୍ ପ୍ରେମ ଜତାଇବାପାଇଁ ଏହି ପ୍ରକିୟା ବହୁତ ମୋତେ ପସନ୍ଦ ଆସିଥିଲା ।
କହିଦେବୁ କି ଧୀରୁ ଭାଇ ଅମ୍ବାନୀ କିଛି ନୁଆ ଆରମ୍ଭ କରୁଥିଲେ ତେବେ ପ୍ରଥମେ କୋକିଲାବେନଙ୍କ ଉପଦେଶ ନେଉଥିଲେ , ନିଜ ସ୍ତ୍ରୀଙ୍କୁ ସେ ବହୁତ ସମ୍ମାନ କରୁଥିଲେ , କେଉଁ ବି ନୁଆ କାମ ଶୁଭାରମ୍ଭ ପାଇଁ କୋକିଲାବେନଙ୍କ ଦ୍ୱାରା କରୁଥିଲେ , ସେ ନିଜ ସ୍ତ୍ରୀଙ୍କୁ ବହୁତ ପ୍ରେମକରୁଥିଲେ । କିଛି ବି ନୁଆ ପ୍ରୋଜେକ୍ଟ ଆରମ୍ଭ କଲେ କୋକିଲାବେନଙ୍କ ସହ ଚର୍ଚ୍ଚା କରୁଥିଲେ , କିନ୍ତୁ ଇଂରାଜୀ ନ ଜାଣିବା କାରଣରୁ କୋକିଲା ପ୍ରୋଜେକ୍ଟ ସହ ଯୋଡି ହୋଇଥିବା କଥା ବୁଝାଇବାରେ ଅସୁବିଧା ହେଉଥିଲା, ଧୀରୁଭାଇଙ୍କ ପାଖରେ ଏହାର ସମାଧାନ ଥିଲା, ସେ କୋକିଲାଙ୍କୁ ଇଂରାଜୀ ଶିଖାଇବାପାଇଁ ଏକ ଇଂରାଜୀ ଶିକ୍ଷକ ରଖିନେଲେ , ଯାହାଦ୍ୱାରା ତାଙ୍କୁ ବୁଝିବାରେ କୌଣସି ଅସୁବିଧା ନହେଉ ।
କୋକିଲାବେନ ଏକ ଇଣ୍ଟରଭ୍ୟୁରେ କହିଲେ କି କେଉଁ ବି ନୁଆ ସହର ଯିବାପୁର୍ବରୁ ଧୀରୁଭାଇ ଅମ୍ବାନୀ ତାଙ୍କୁ ସହର ସହ ଯୋଡି ହୋଇଥିବା ସୁଚନା ବାହାର କରିବାର ଦାୟିତ୍ୱ ଦେଉଥିଲେ , ଓ ସେ ନିଜ ପ୍ରୋଜେକ୍ଟ ଉପରେ ଫୋକସ୍ କରୁଥିଲେ , କାମ ଅଧିକା ହୋଇଥିଲେ ଫ୍ରୀ ଟାଇମ୍ ରେ କମ୍ ହିଁ ମିଲୁଥିଲା, କିନ୍ତୁ ଯେବେ ମିଳୁଥିଲା ଧୀରୁ ଭାଇ ତାଙ୍କୁ ହୋଟେଲ୍ ର ବିଷୟରେ କହୁଥିଲେ , କୋକିଲାବେନ୍ କହିଲେ କି ଯେବେ ଆମେ ଥରେ ଏକ ନୁଆ ଏୟାରକ୍ରାଫ୍ଟ ନେଇଥିଲୁ ତେବେ ମୁଁ ମୋର ସାଙ୍ଗ ମାନଙ୍କୁ ଡକାଇବାକୁ ଜିଦ୍ କଲି, ସେ ନିଜ ସାଙ୍ଗଙ୍କ ସହ ବାହାର ବୁଲାଇବାକୁ ବହୁତଥର ଡକାଉଥିଲେ, ଓ ମୋତେ ଏହାପାଇଁ ପ୍ରେରିତ କରୁଥିଲେ, ସେ ବିଲକୁଲ୍ ଗର୍ବ କରୁନଥିଲେ, ସେ ସ୍ୱଭାବରେ ଶାନ୍ତ ସ୍ୱଭାବର ଥିଲେ ।
୨୦୦୨ କୋକିଲାବେନ୍ ଙ୍କ ପାଇଁ ଏକ ଅସୁବିଧାର ସମୟ ଥିଲା, ଧୀରୁଭାଇ ଅମ୍ବାନୀଙ୍କର ହାର୍ଟ ଆଟାର୍କରେ ମୃତ୍ୟୁ ହୋଇଯାଇଥିଲା, କିନ୍ତୁ ଯେଉଁ ପରି ଶାହାଜାହାନ୍ ଓ ମୋମତାଜ୍ ଙ୍କ ପ୍ରେମର ନିଶାନୀ ତାଜମହଲ ଅଟେ, ସେହି ପରି ୨୦୦୯ ରେ ଧୀରୁ ଭାଇ ଓ କୋକିଲାବେନଙ୍କ ନାମରେ ଏକ ମେଡିକାଲ୍ ହୋଇଥିଲା, ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ମେଡିକାଲ୍ ରେ ଆଜି ଯେଉଁ ଲୋକ ଜିବନ ପାଉଛନ୍ତି , ଲକ୍ଷାଧିକ ଲୋକ ସେଠାରେ ଚିକିତ୍ସା କରୁଛନ୍ତି ।