ବାପା ଅଟନ୍ତି କୋଟିପତି କିନ୍ତୁ ଶ୍ରୀକୃଷ୍ଣ ର ଦୁର୍ଯୋଧନଙ୍କୁ ରହିବାକୁ ପଡିଲା ବସ୍ତିରେ , ଜାଣନ୍ତୁ କଣ ଥିଲା କାରଣ..

ଏମିତି ବହୁତଥର ହୁଏ ଯେବେ କେଉଁ ବ୍ୟକ୍ତି ନିଜ ମନ ମୁତାବିକ କାମ ବାଛେ ତେବେ ତାହାର ଘର ଲୋକେ ସେ କାମ କରିବାପାଇଁ ମନା କରିଦିଅନ୍ତି । ଯାହାର ପ୍ୟାରେଣ୍ଟସ୍ ଙ୍କ ବିଜନେସ୍ ହୋଇଥାଏ , ସେ ବହୁତଥର ନିଜ ଛୁଆଙ୍କୁ ସେହି ବିଜନେସ୍ ର ଆଗକୁ ସଂମ୍ଭାଳିବାକୁ କହନ୍ତି , ବଡ ଘରରେ ଏମିତି ଦେଖିବାକୁ ମିଳେ , ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପରିବାର ଲୋକେ ବିଜନେସ୍ ସଂମ୍ଭାଳିବାକୁ କହିଲେ , କିନ୍ତୁ ସେ ସମସ୍ତଙ୍କ ବିପକ୍ଷରେ ଯାଇକରି ନିଜ ଅଲଗା ନାଁ କମାଇଲେ , ଆଜି ଆମେ କଥା ହେବାକୁ ଯାଉଛୁ କୁମାର ହେଗଡେଙ୍କର , ରାମାନନ୍ଦ ସାଗରରେ ଚର୍ଚ୍ଚିତ ସିରିଏଲ୍ ଶ୍ରୀକୃଷ୍ଣାରେ ଦୁର୍ଯୋଧନଙ୍କ ଭୁମିକା ନିଭାଇଥିବା କଳାକାର କୁମାର ହେଗଡେ ଆଜି କେଉଁ ପରିଚୟର ଆବଶ୍ୟକତା ପଡୁନି, ଦୁର୍ଯ୍ୟୋଧନର ଅଭିନୟ କରି ଲୋକପ୍ରିୟ ହୋଇଥିବା ପରେ ବି ସେ ବହୁତ ପୌରାଣିକ ଶୋରେ ଅଭିନୟ କରିସାରିଛନ୍ତି । କ୍ୟାରିୟରର ପ୍ରାରମ୍ଭିକ ଦିନରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ।
ନିଜ କ୍ୟାରିୟରକୁ ନେଇକରି କୁମାର ହେଗଡେ ଏତେ ସାହାସି ଥିଲେ କି ସେ ନିଜ ପୁରା ପରିବାର ଥାଇ ମଧ୍ୟ ଏକ ମୁମ୍ବାଇର ଏକ ବସ୍ତିରେ ରହିବାକୁ ମନ ବଳାଇଥିଲେ , ୮୦ ଦଶକରେ ଜରା ହଟକେ ରେ କୁମାର ହେଗଡେ ଲକି ଅଲ୍ଲୀଙ୍କ ବଡ ଭାଇ ଭୁମିକା ନିଭାଇଥିଲେ , କାହାଣି କିଛି ଏପରି ଥିଲା କି କୁମାର ହେଗଡେ ଏକ ଭଲ ପରିବାରରୁ ଥିଲେ , କୁମାର ହେଗଡେଙ୍କ ବାପା ହୋଟେଲ୍ ର ବିଜନେସ୍ ଥିଲା , ଓ ସେ ଚାହୁଁଥିଲେ କି ତାଙ୍କ ପୁଅ ବି ବିଜନେସ୍ ରେ ସାହାଯ୍ୟ କରୁ , କିନ୍ତୁ କୁମାର ହେଗଡେ ଅଭିନୟରେ ରୁଚି ଛୁଆ ବେଳରୁ ଥିଲା , ସେ ଅଭିନୟରେ ନିଜ କ୍ୟାରିୟର ବନାଇବାକୁ ଚାହୁଁଥିଲେ , କୁମାର ହେଗଡେ ଯେବେ ୪ର୍ଥ କ୍ଲାସରେ ଥିଲେ ତେବେ ସେ ନାଟକରେ କାମ କରୁଥିଲେ ଚତୁର୍ଥ କ୍ଲାସରେ ପ୍ରଥମଥର ସେ ନାଟକରେ ଭାଗ ନେଇଥିଲେ, ଯାହାପାଇଁ କୁମାର ହେଗଡେଙ୍କୁ ପ୍ରଥମ ପୁରସ୍କାର ମିଳିଥିଲା,
ତାହାପରେ ହେଗଡେଙ୍କ ଅଭିନୟରେ ରୁଚି ବଢିବାକୁ ଲାଗିଲା , ଓ ସେ ନାଟକ ରେ ଅଭିନୟ କରିବା ସହ ଟିଭି ଜଗତକୁ ନିଜ ମୁହଁ ମୋଡିନେଲେ , ତେବେ ଠାରୁ ସେ ନିଜ କ୍ୟାରିୟର ବାଛିନେଲେ , କିନ୍ତୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ । କୁମାର ହେଗଡେଙ୍କୁ ଅଭିନୟରେ କ୍ୟାରିୟର ବନାଇବାକୁ ଚାହୁଁଥିଲେ କିନ୍ତୁ ପରିବାର ଲୋକେ କିଛି ବି ସପୋର୍ଟ କରିନଥିଲେ , ତାଙ୍କ ବାପାଙ୍କ ମାନିବା କଥା ଥିଲା କି ଏହା ସବୁ ବେକାର୍ ଜିନିଷ ଅଟେ ଜୀବନଯାପନ କରିବାର୍ ଅଛି ଯଦି ବିଜେନେସ୍ ରେ ହାତ ଦେବା କଥା, ବାରମ୍ବାର କହିବାପରେ କୁମାର ହେଗଡେ ଅଭିନୟରେ କ୍ୟାରିୟର ବନାଇବାପାଇଁ ଘରୁ ଆଦେଶ ମିଳିଗଲା, କିନ୍ତୁ ଏହି ସର୍ତ୍ତରେ କି ସେ ଯଦି ସଫଳ ନହୁଅନ୍ତି ତେବେ ସେ ଫେରିଲେ ନିଜ ଫ୍ୟାମିଲି ବିଜନେସ୍ କୁ ସଂମ୍ଭାଲିବାକୁ ହେବ , ଓ ଅଭିନୟକୁ ବିଲକୁଲ୍ ଭୁଲିଯିବାକୁ ହେବ ।
ଅଭିନୟର ଦୁନିଆଁରେ ଯିବାପରେ ଘରୁ ବାହାରିବା ପରେ କୁମାର ହେଗଡେଙ୍କୁ ସଂଘର୍ଷ କରିବାକୁ ପଡିଥିଲା, ଟିଭି ଶୋରେ ରୋଲ୍ ପାଇବାପାଇଁ ବହୁତ ସଂଘର୍ଷ୍ କରୁଥିଲେ, ସେ ନିଜ ଗାଁ ଗଣେଷପୁରୀରୁ ମୁମ୍ବାଇ ଆସିବାପାଇଁ ବସ୍ ଓ ଟ୍ରେନ୍ ରେ ଯାତ୍ରା କରୁଥିଲେ , ପ୍ରାରମ୍ଭିକ ସଂଘର୍ଷ ସମୟରେ ସେ ମୁମ୍ବାଇର ବସ୍ତିରେ କଟାଇଥିଲେ , ଓ ଏଠାରେ ମଦ୍ରାସି ହୋଟେଲ୍ ରେ କାମ କରିବାକୁ ଲାଗିଲେ , ବଞ୍ଚିଥିବ ସମୟରେ ସେ ନିଜ ଫିଟନେସ୍ ବନାଇବାପାଇଁ ଘୋଡା ସବାରୀ ଓ ତଲବାରବାଜି ଶିଖିବାପାଇଁ କାମ କଲେ ।
୧୯୮୦ ଦଶକରେ ଟିଭି ଶୋ ରେ ଜରା ହଟ୍ କେ କୁମାର ହେଗଡେଙ୍କୁ ଲକି ଅଲ୍ଲୀଙ୍କ ବଡ ଭାଇ ଭୁମିକା ମିଳିଲା , ଏହି ଶୋରେ ସେ ସହକଳାକାର ଥିଲେ ଦିଲ୍ଲିପ ଜୋଶୀ ଯିଏ ତାରକ ମେହେଟ୍ଟାଙ୍କ ଉଲଟା ଚଷମାରେ ଜେଠାଲାଲ୍ ଭୁମିକା ନିଭାଉଥିଲେ, ସେହି ଦିନରେ ରାମାନନ୍ଦ ସାଗରଙ୍କ ଶ୍ରୀକୃଷ୍ଣାପାଇଁ ଅଭିନେତା କାଷ୍ଟିଙ୍ଗ୍ କରୁଥିଲେ , ହେଗଡେ ସେଠାରେ ବି ପହଞ୍ଚିଲେ, ଓ ଅଭିନୟ ଦ୍ୱାରା ମୋତି ସାଗର ବହୁତ ପ୍ରଭାବିତ ହେଲେ , ମୋତି ସାଗର କୁମାର୍ ହେଗଡେଙ୍କୁ କୃଷ୍ଣାରେ ଅଶ୍ୱଥାମା ଓ ଅଭିମନ୍ୟୁ ରୋଲ୍ ପାଇଁ ଦେବାର ଥିଲା , କିନ୍ତୁ ଭୁମିକାରେ ରୁଚି ନହେବା କାରଣରୁ ସେ ଏହାକୁ ଛାଡିଦେଇଥିଲେ ,
ସେ ଚାହୁଁଥିଲେ କି ଅଲିଫ୍ ଲୈଲା ରେ ରୋଲ୍ ମିଳୁ ଯାହା ବହୁତ ଲୋକପ୍ରିୟ ଥିଲା, କୁମାର ଅଲିଫ୍ ଲୈଲା ରେ କାମ ମିଳିଗଲା , ଏହାରେ ୧୦ ଟି ଏପିସୋଡ୍ ସୁଟ୍ କରିବାପରେ ରାମନନ୍ଦ ସାଗର ଶ୍ରୀକୃଷ୍ଣାରେ ଦୁର୍ଯୋଧନ ଭୁମିକା ଦେଲେ , ପରେ କୁମାର ହେଗଡେ ବହୁତ ପୌରାଣିକ ଶୋରେ ଭାଗ ନେଲେ , ଦେବୋ କେ ଦେବ ମହାଦେବରେ ନନ୍ଦୀ ଭୁମିକାରେ ଲୋକଙ୍କୁ ମନୋରଞ୍ଜନ କଲେ , ବିଭିନ୍ନ ଅସୁବିଧାକୁ ପାର୍ କରି ଆଜି ସେ ଏହି ସଫଳତା ପାଇଛନ୍ତି , ଲୋକେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି ।