February 13, 2025

Odia Express

Leading Odia News Portal of Odisha

ନୂଆ ଓଡ଼ିଆ ହସକଥା ନିଶ୍ଚୟ ପଢନ୍ତୁ – ସ୍ତ୍ରୀ, ଯଦି ମୋତେ କେଉଁ ଭୁତ ଧରିନେଇଯାଏ ତେବେ କଣ କରିବା ଉଚିତ୍ , ସ୍ୱାମୀ-ରାକ୍ଷୀ ବାନ୍ଧିଦେବ କାରଣ ସେ ତୁମ..

ଯେବେ ଆପଣ ଏକେଲା ଥାନ୍ତି ତେବେ ବହୁତ ବୋର୍ ହୋଇଯାଆନ୍ତି , ଏକେଲା ମସ୍ତି କରିବା କିମ୍ବା ହସିବା ସଂମ୍ଭବ ହୋଇପାରେ ନାହିଁ , ବହୁତଥର କିଛି ଲୋକ ଆପଣଙ୍କ ସହ ରୁହନ୍ତି , କିନ୍ତୁ ତାଙ୍କ ସହ ହସି ମଜାକ୍ କରିପାରନ୍ତି ନାହିଁ , ଏବେ ଏମିତି ସ୍ଥିତିରେ ଯଦି ଆପଣ ଏକେଲା ରହିକରି ହସିବାକୁ ଚାହୁଁଛନ୍ତି ତେବେ ବିଲକୁଲ୍ ସଠିକ୍ ଜାଗାରେ ଅଛନ୍ତି, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ କିଛି ଖାସ୍ ଜୋକ୍ସ ନେଇକରି ଆସିଛୁ, ଯାହା ଆପଣ ପଢିଲେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସଗୁଡୀକ ବିଷୟରେ ।

୧) ଡାକ୍ତର ମହିଳାଙ୍କ ମୁହଁରେ ଥର୍ମୋମିଟର ରଖିକରି କିଛି ସମୟ ମୁହଁ ବନ୍ଦ କରିବାକୁ କହିଲେ,  ସ୍ତ୍ରୀକୁ ଚୁପ୍ ଚାପ୍ ଦେଖିକରି ସ୍ୱାମୀ କହିଲା- ସାର୍ ଏହି ଜିନିଷ କେତେ ଟଙ୍କାର୍ ଆସୁଛି, ଯାହା ସାଙ୍ଗେ ସାଙ୍ଗେ ମୁହଁ ବନ୍ଦ କରିଦେଉଛି ।

୨) ସ୍ତ୍ରୀ ଶୁଣ ହୋ, ଡାକ୍ତର ମୋତେ ଆରାମ କରିବାପାଇଁ ସ୍ୱିଜର ଲ୍ୟାଣ୍ତ କିମ୍ବା ପ୍ୟାରିସ୍ ଯିବାକୁ କହିଛନ୍ତି , ଆମେ କୁଆଡେ ଯିବା, ସ୍ୱାମୀ – ଆଉ ଏକ ଡାକ୍ତର ପାଖକୁ ।

୩) ଝିଅ- ତୁ ଜୁଆଡେ ବି ଯିବୁ ମୋର ଛାଇ ତୋ ସହ ରହିବ, ପୁଅ- ମୋତେ ଆଗକୁ ଜଣାଥିଲା ତୁ ଭୁତଣୀ ବୋଲି ।

୪) ଲୁଣି ମିକ୍ସର୍- ସଂମ୍ଭାଳିବା ଆମକୁ ଅଟେ ମୁସକିଲ୍ , ଆମେ ସବୁବେଳେ ଖେଳେଇ ହୋଇ ରହୁ, ଜିଲାପି- ଭାଙ୍ଗିଯିବ , କିନ୍ତୁ ସିଧାହେବନାହିଁ,  କଚୋଡି- ସବୁବେଲେ ମୁହଁ ଫୁଲାଇ ରହିଥାଏ ।ମିଠା-ଦେଖିବାକୁ ଲାଗେ ମିଠା କିନ୍ତୁ ଚିନିର, ବିପଦ ଅଧିକା ରହେ , ଝିଅ- ଏବେ ଫିମେଲ୍ ନାରେ ସବୁ ମେଲ୍ କାମ କରିଲେଣି, ଜଲଦି ବ୍ଲାକମେଲ୍ ଲିଷ୍ଟରେ ଯିବା ଦରକାର ।

୫) ପ୍ରଥମ ନେତା – ସାଙ୍ଗ କେଜରିୱାଲ କିଛି ଜୋକ୍ସ ପଠା, ୨ ନେତା – ଟାଇମ୍ ନାହିଁ ମୋର୍ ପାଖରେ,  ସିଏମ୍ ହେବାର ପ୍ରସ୍ତୁତ ହେଉଛି, ପ୍ରଥମ ନେତା – ଚାଲ୍ ଆଉଗୋଟେ ପଠା ।

୭) ଚାକରାଣୀ- ମାଲିକାଣୀ- ମୋତେ ୧୦ ଦିନର ଛୁଟି ଦରକାର, ମାଲିକାଣୀ- ତୁ ଦଶଦିନର ଛୁଟିରେ ଯିବୁ ତୋର ସାହେବଙ୍କ ଟିଫିନ୍ କିଏ କରିବ,  ତାଙ୍କୁ ମେଡିସିନ୍ କିଏ ଦେବ, ତାଙ୍କ କପଡା କିଏ ଧୋଇବ , କପଡା ପ୍ରେସ୍ କିଏ କରିବ, ତାଙ୍କ ବିଛଣା କିଏ ସଝାଡିବ,  ଚାକରାଣୀ ଲାଜେଇକରି ଭଲରେ କହିଲା, ଆପଣକହିଲେ ସାହେବଙ୍କୁ ସାଥିରେ ନେଇଯିବି, ଏବେ ଚାକରାଣୀ ସବୁଦିନ ପାଇଁ ଛୁଟିରେ ଚାଲିଗଲା ।

୧୦) ପତ୍ରକାର-ନେତା ଙ୍କୁ  – ଆପଣ ଚାଷୀଙ୍କ ପାଇଂ କରଜ ଛାଡ କରିଦେବେ, ଆଳୁର ଫ୍ୟାକ୍ଟ୍ରି ଲଗାଇବାପାଇଁ ଅତିରିକ୍ତ କଣ କରିପାରିବେ । ଙ୍କୁ  – ହଁ ମୁଁ ଚାଷୀଙ୍କୁ ଆତ୍ମନିର୍ଭର ବନାଇବି, ନୀଲ ଗାଇ ଭଗାଇପାଇଁ ଯେଉଁ ଚାଷୀ ନକଲି ପୁତୁଳା ଠିଆ କରିଛନ୍ତି, ମୁଁ ଅସଲ ଚାଷି ଠିଆ କରାଇବି

Leave a Reply

Your email address will not be published. Required fields are marked *