ଏହି ସହଜ ଘରୋଇ ପ୍ରକିୟାରୁ ଚେହେରା ହୋଇଯିବ ଏତେ ଗୋରା କି ଦେଖିଲେ ଚକିତ ଯିବେ ଲୋକେ..

ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିର ସମୟରେ ଲୋକ ଚରିତ୍ର ପରିବର୍ତ୍ତେ ଚେହେରାକୁ ଅଧିକା ଧ୍ୟାନ ଦିଅନ୍ତି, ବୋଧେ ଏହି କାରଣରୁ ଆଜିର ସମୟରେ ପୁଅ ହେଉ କିମ୍ବା ଝିଅ ସମସ୍ତେ ନିଜ ଚେହେରାକୁ ସୁନ୍ଦର ଦେଖାଯିବାକୁ ମନ କରିଥାନ୍ତି, ଯାହାର ଚେହେରା ଗୋରା ହୋଇନଥାଏ, ସେ ଲୋକ ନିଜକୁ ଗୋରା କରିବାପାଈଁ କେତେ ପ୍ରକିୟା କରିଥାନ୍ତି , ମଣିଷ ଏହା ବୁଝିବା ଦରକାର କି ଯେଉଁ ରଙ୍ଗ ଭଗବାନ ଦେଇଛନ୍ତି , ତାହାକୁ କେହି ବି ମିଟାଇପାରିବନାହିଁ, ଏଥିପାଇଁ ଯଦି ଆପଣ ନିଜ ଚେହେରାକୁ ଗୋରା ବନାଇବା ପରିବର୍ତ୍ତେ ସୁନ୍ଦର ଦେଖାଯିବାକୁ ଚେଷ୍ଟା କରିବେ ତେବେ ଭଲ ହେବ ।ଏମିତି ଆମେ ନିଜ ଚେହେରାକୁ ଚମକାଇବାକୁ ନାନାପ୍ରକାରର ବଜାର ଜିନିଷ ବ୍ୟବହାର୍ କରିଥାଉ, କିନ୍ତୁ ଏହି ଜିନିଷ ତାଙ୍କ ଚେହେରାକୁ କ୍ଷତି ପହଞ୍ଚାଇଥାଏ
ଏଥିପାଇଁ ଆଜି ଆମେ ଆପଣଙ୍କୁ ଚେହେରାକୁ ଚମକାଇବାପାଇଁ ମାନେ ନିଜ ଚେହେରାକୁ ସୁନ୍ଦର ବନାଇବାରେ ଏକ ଘରୋ ପ୍ରକିୟା ବିଷୟରେ କହିବୁ, ଲୋକେ ଆପଣଙ୍କୁ ଦେଖିକରି ରହିଯିବେ, ଏହି ପ୍ରକିୟାକୁ ଆପଣାଇବାପରେ ଚେହେରା ଚମକି ଉଠିବ, ଏହି ପ୍ରକିୟା ଏକଦମ୍ ଦେଶୀ ଅଟେ, ଓ ଏଥିରେ ଆପଣଙ୍କ ଚେହେରାକୁ କିଛି କ୍ଷତି ହେବନାହିଁ, ଏହି ପ୍ରକିୟା ଅନୁସାରେ ସବୁଠାରୁ ପ୍ରଥମେ ଏକ ଗିନାରେ ଚାରୋଟି ବଡ ଚାମଚ ଗହମର ଅଟା ନେଇଯାଆନ୍ତୁ ।
ଏହାପରେ ଅଟାରେ ଅଧା ଚାମଚ ହଲଦି ପକାନ୍ତୁ, ହଳଦୀରେ ଆଣ୍ଟିଏକ୍ସିଡେଣ୍ଟ ଥାଏ, ଯାହା ଆପଣଙ୍କ ସ୍କିନ୍ ପାଇଁ ମହତ୍ତ୍ୱପୁର୍ଣ୍ଣ ଓ ଫାଇଦାଦାୟକ ହୋଇଥାଏ, ଏବେ ଏହି ମିକ୍ସରେ ଦୁଇ ଚାମଚ ମହୁ ମିଶାଇବେ , ଏହା ଆପଣଙ୍କ ସ୍କିନ୍ କୁ ନରମ କରିବାରେ କାମ କରିବ, କହିଦେବୁ କି ଏହି ମିଶ୍ରଣକୁ ଭଲ ଭାବରେ ମିଶାଇବାପରେ ନିଜ ଚେହେରାରେ ଲଗାନ୍ତୁ , କହିଦେବୁ କି ଏହାକୁ ସପ୍ତାହରେ ଦୁଇଥର ଲଗାଇବାର ଅଛି, ଏହାକୁ ଲଗାଇଲାପରେ ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ ।
ସେମିତି ଆପଣ ନିଜକୁ ସୁନ୍ଦର ବନାଇବାରେ ଏବେ ଏକ ଜିନିଷ ବ୍ୟବହାର କରିଦେଖିନେଇଛନ୍ତି, ତେବେ ଏହି ଚମତ୍କାରୀ ଉପାୟକୁ ଆପଣାଇ ଦେଖିନିଅନ୍ତୁ , କାରଣ ହୋଇପାରେ କି ଏହାକୁ ଆପଣାଇବାପରେ ଆପଣଙ୍କୁ କେଉଁ ଅନ୍ୟ ଜିନିଷ ବ୍ୟବହାର କରିବାକୁ ନପଡେ, ସେ କହନ୍ତି କି ଯେବେ ଆମେ କେଉଁ ଜିନିଷକୁ ଆପଣାଇ ନଦେଖନ୍ତି, ତେବେ ପର୍ଯ୍ୟନ୍ତ ତାର ପରିଣାମ ବିଷୟରେ ଜାଣିପାରିନଥାଉ, ଯଦି ଆପଣ ଏହି ପ୍ରକିୟାକୁ ପ୍ରୟୋଗକରିଦେଖିବେ ତେବେ ଆପଣଙ୍କୁ ଏହାର ପରିଣାମ ଜାଣିପାରିବେନାହିଁ । ଯଦି ଆପଣ ସତରେ ସୁନ୍ଦର ସ୍କିନ୍ ପାଇବାକୁ ଚାହୁଁଛନ୍ତି , ଏହି ପ୍ରକିୟାକୁ ନିଶ୍ଚିତ ଟ୍ରାଇ କରିଦେଖିନେବେ