October 24, 2024

Odia Express

Leading Odia News Portal of Odisha

Odia Funny Jokes : ଜଣେ ବ୍ୟକ୍ତି ବହୁତ ଚିନ୍ତିତ ଥିଲେ ସାଙ୍ଗ ପଚାରିଲା – କଣ ହେଲା? ବ୍ୟକ୍ତିଜଣଙ୍କ କହିଲେ- ମୋତେ ଧମକ ବାଲା ଚିଠି ମିଳିଛି

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଜଣେ ସାହେବ୍ କହୁଥିଲେ କି ଗତ ୩୫ ବର୍ଷରୁ ଗୀତାର ଉପଦେଶ ନିୟମିତ ରୁପରେ ଶୁଣି ଆସୁଛନ୍ତି , ଓ ତାହାର ମୁତାବିକ ଜୀବନ ବଞ୍ଚୁଛନ୍ତି । ମୋର ମନ ତାଙ୍କ ପ୍ରତି ସମ୍ମାନ ରେ ଭରି ଗଲା ତାପରେ ପାଖରେ ବସିଥିବା ଜଣେ ବ୍ୟକ୍ତି ମୋର କାନରେ କହିଲା, ଗୀତା ତାଙ୍କ ସ୍ତ୍ରୀଙ୍କ ନାଁ ଅଟେ ।

୨) ବଡ ବୋହୁ ବିଏସ୍ ଏନ୍ ଏଲ୍ ଶାନ୍ତ ସ୍ୱଭାବ ସବୁବେଳେ ଓଢଣା ଘୋଡାଇ ରହୁଥିଲା, ନୋ ନେଟୱର୍କ ପ୍ରୋବ୍ଲେମ୍ ତାପରେ ଦ୍ୱିତୀୟ ବୋହୁ ଆସିଲା, ସୁନ୍ଦରୀ ଲାଲପରୀ ଏୟାରଟେଲ୍ କିଛି ହିଁ ସେକେଣ୍ତରେ ସବୁ କାମ ମଡର୍ଣ୍ଣ ବୋହୁ ଆଇଡିଆ ଆସିଲା ଯିଏ ଦୁନିଆଁ ବଦଳାଇଦେଉଥିଲା, ଗୋରୀ ଚିକଣି ବିଦେଶୀ ମ୍ୟାଡାମ୍ ଭୋଡାଫୋନ୍ ବି ଆସିଗଲା ବୋହୁ ହୋଇକରି । କେଜାଣି କେଉଁଆଡୁ ଲଟକେଇ ଝଠକେଇ ସମସ୍ତଙ୍କ ହୋସ୍ ଉଡାଇକରି ଆସିଗଲା ଜିଓ ଯିଏ ସଉତୁଣି ହୋଇକରି ସବୁ ବୋହୁଙ୍କର ଜୀବନ ବଞ୍ଚିବା ମୁସକିଲ୍ କରିଦେଲା ।

୩) ପ୍ରେମୀ- କଣ ତୁମକୁ ଜଣା ଅଛି ସଂଗୀତରେ କେତେ ଶକ୍ତି ଅଛି ? କି ପାଣି ଗରମ ହୋଇଯାଏ । ପ୍ରେମିକା- ହଁ ହଁ ନିଶ୍ଚିତ କିଏ ଜାଣିନି ? ଭାବିନିଅ ଯଦିତୁମ ଗୀତ ଶୁଣିକରି ମୋର ରକ୍ତ ଗରମ ହୋଇଯାଉଛି ତେବେ ପାଣି କଣପାଇଁ ନୁହେଁ ।

୪) ମରିବା ସମୟରେ ନିଜ ସ୍ତ୍ରୀକୁ ସ୍ୱାମୀ କହିଲା- ମୋର୍ ମରିବାପରେ ତୁମେ ରାମଲାଲ୍ କୁ ବାହା ହୋଇଯିବ, ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା- ରାମଲାଲ୍ କୁ କିନ୍ତୁ ସେ ତ ତୁମର ବଡ ଶତ୍ରୁ ନା ? ସ୍ୱାମୀ- ହଁ ମୁଁ ତାକୁ ବଦଳା ନେବାକୁ ଚାହୁଁଛି ।

୫) ଥରେ ଗୋଟେ ପୁଅକୁ ଗୋଟେ ଝିଅ ସହ ପ୍ରେମ ହେଲା । ବିଳମ୍ବିତ ରାତିରେ ସବୁଦିନପୁଅ ଝିଅକୁ ଫୋନ୍ କରୁଥିଲା, ଥରେ ଫୋନ୍ ଝିଅର ମା ଉଠାଇନେଲେ, ପୁଅ- ଡରିକରି କହିଲା- ଆଣ୍ଟି ପାୟଲ୍ ଅଛି କି ? ଆଣ୍ଟି କହିଲେ- ହଁ ଅଛି ନା ମୋର ପାଦରେ ଅଛି ଓ ଚପଲ ବି ଅଛି ତା ସହ ।

୬) ସ୍ତ୍ରୀ- ଜାନୁ ମୁଁ ଯଦି ମରିଯାଏ ତୁମେ ତେବେ କଣ କରିବ ? ସ୍ୱାମୀ-ମୁଁ ବି ମରିଯିବି, ସ୍ତ୍ରୀ-ଏମିତି କଣପାଇଁ ? ସ୍ୱାମୀ-ମୋର ବଞ୍ଚିବା ବି ଅଧିକା ଖୁସି କାରାଣରୁ ବିପଦପୁର୍ଣ୍ଣ ହୋଇପାରେ ।

୭) କାଲି ଜଣେ ଭାଉଜ ସ୍ମାଇଲ୍ ଦେଲେ ମୁଁ ୫୦ ଟଙ୍କା ନୋଟ୍ ରେ ନମ୍ବର ଲେଖିକରି ଦେଲି ସେ ଆଗକୁ ଯାଇକି ଗୁପଚୁପ୍ ଖାଇଦେଲେ, ଏବେ ଗୁପଚୁପ୍ ବାଲା ସକାଳୁ ଦଶଥର ମେସେଜ୍ ପଠାଇସାରିଛି କେମିତି ଲାଗିଲା ଗୁପଚୁପ୍ ?

୮) ଥରେ ଗୋଟେ ପଠାଣ ଜାହାଜର ଗୋଟେ ସିଟ୍ ରେ ବସିପଡିଲା, ଓ ସେଠାରୁ ଉଠିବାର ନା ନେଉନଥିଲା, ଲୋକେ ବହୁତ ଅନୁରୋଧ୍ କଲେ କିନ୍ତୁ ସେ ମାନିଲା ନାହିଁ, ପଠାଣର ଜବାନ୍ ଗୋଟେ ଅଟେ ମୁଁ ନିଜ ଫଇସଲା ବଦଳାଇବି ନାହିଁ, ତେବେ ଜଣେ ବ୍ୟକ୍ତି ଆସିଲା ଓ ପଠାଣର କାନରେ କିଛି କହିଲା, ତେବେ ପଠାଣ ସାଙ୍ଗେ ସାଙ୍ଗେ ଆଉଗୋଟେ ସିଟ୍ ରେ ବସିଗଲା, ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ, ଓ ସେହି ବ୍ୟକ୍ତିକୁ ପଚାରିଲେ ଏମିତି କଣ କହିଲ କି ପଠାଣ ମାନିଗଲା ବ୍ୟକ୍ତି ଜଣଙ୍କ କହିଲେ କି ମୁଁ ପଠାଣକୁ ପଚାରିଲି ତୁମେ କେଉଁଠିକୁ ଯିବ ପଠାଣ ମୋତେ କହିଲା ଦୁବାଇ, ମୁଁ କହିଲି ଦୁବାଇ ସିଟ୍ ଆର ପଟ , ଏହା ତ ଆମେରିକାର ସିଟ୍ ଅଟେ ।

୯) ଝିଅ- ଜାନୁ ମୁଁ ତୁମ ଉପରେ ରାଗିଛି, ପୁଅ-କଣ ପାଇଁ ଡାର୍ଲିଙ୍ଗ୍ କଣ ହେଲା? ଝିଅ- କାରଣ ତୁମେ ବହୁତ ଖରାପ ଅଟ, ପୁଅ- ମୁଁ କଣ ଏମିତି କରିଦେଲି ? ଝିଅ- ତୁମେ ମୋତେ କେବେ ମନାଉନ, ପୁଅ- ତୋ ତୁ କଣ ଦିପାବଳୀକି ମୁଁ ତୋତେ ମନାଇବି ?

୧୦)ଜଣେ ବ୍ୟକ୍ତି ବହୁତ ଚିନ୍ତିତ ଥିଲେ, ତେବେ ବନ୍ଧୁ ପଚାରିଲା, କଣ ହେଲା? ବ୍ୟକ୍ତି କହିଲେ- ଚିଠିରେ ଧମକ ମିଳିଛି କି ମୋର ସ୍ତ୍ରୀକୁ ପ୍ରେମ କରିବା ବନ୍ଦ କରିଦିଅ ନହେଲେ ଜୀବନରେ ମାରିଦେବି, ସାଙ୍ଗ- ଠିକ୍ ଅଛି ବନ୍ଦ କରିଦିଅ, ବ୍ୟକ୍ତି- ଚିଠିର କିଛି ପତ୍ତା ନାହିଁ ବୁଝିପାରୁନି, କାହାର ସ୍ତ୍ରୀକୁ ପ୍ରେମ କରିବା ବନ୍ଦ କରିଦେବି ?

Leave a Reply

Your email address will not be published. Required fields are marked *