September 16, 2024

Odia Express

Leading Odia News Portal of Odisha

GK Questions – ଏମିତି କେଉଁ ଜାଗା ଅଛି ଯେଉଁଠି ନଦୀରେ ପାଣି ନାହିଁ, ଜଙ୍ଗଲରେ ଗଛ ନାହିଁ – ରାସ୍ତା ଅଛି ଗାଡି ନାହିଁ, ଜାଗା ଅଛି କିନ୍ତୁ ଘର ନାହିଁ ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କେଉଁ ପ୍ରାଣୀର ହୃଦୟର ଓଜନ ୬୦୦ କିଲୋ ପର୍ଯ୍ୟନ୍ତ ହୋଇଥାଏ ? ଉତ୍ତର- ବ୍ଲୁ ହ୍ୱେଲ୍ ହୃଦୟର ଓଜନ ୬୦୦ କିଲୋ ପର୍ଯ୍ୟନ୍ତ ହୋଇଥାଏ ।

୨) କେଉଁ ସତ୍ୟାର୍ଥ୍ ପ୍ରକାଶ ରଚନା କରିଥିଲେ ? ଉତ୍ତର- ସତ୍ୟାର୍ଥ୍ ପ୍ରକାଶ ରଚନା ସ୍ୱାମୀ ଦୟାନନ୍ଦ ସରସ୍ୱତୀ କରିଥିଲେ ।

୩) ଡାଲଚିନି ଗଛର କେଉଁ ଭାଗରୁ ପ୍ରାପ୍ତ ହୋଇଥାଏ ? ଉତ୍ତର- ଛାଲରୁ

୪) ଅମୃତ ବଜାର ପତ୍ରିକାର ପ୍ରକାଶନ କେଉଁ ବର୍ଷ ଆରମ୍ଭ ହୋଇଥିଲା ? ଉତ୍ତର- ଏହାର ପ୍ରକାଶନ ୧୯୬୮ ରେ କରାଯାଇଥିଲା ।

୫) ଭୁଗର୍ଭରୁ ବାହାରୁଥିବା କଞ୍ଚା ତେଲ ଆଦି କେଉଁ ବିଧିରୁ ପୃଥିକ କରାଯାଏ ? ଉତ୍ତର-ପ୍ରଭାଜୀ ଆସବନରୁ

୬) ନୀଳନଦୀ ତଟ କେଉଁ ସଭ୍ୟତାର ବିକାଶ ହୋଇଥିଲା ? ଉତ୍ତର- ମିଶ୍ର ସଭ୍ୟତା ।

୭) ସୁପ୍ରିମ୍ କୋର୍ଟ ଜର୍ଜଙ୍କ ସଂଖ୍ୟା କିଏ ବଦଳାଇପାରିବ ? ଉତ୍ତର- ସଂସଦ ଆଇନ୍ ବନାଇବାର ଅଧିକାର ଅଛି, ସଂସଦ ଆଇନ୍ ଦ୍ୱାରା ଜର୍ଜଙ୍କ ସଂଖ୍ୟାକୁ ବଦଳାଇପାରେ ।

୮) ସୁପ୍ରିମକୋର୍ଟରେ ମୁଖ୍ୟ ନ୍ୟାୟାଧିଶ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ କମ୍ ସେ କମ୍ କେତେ ବର୍ଷ ପର୍ଯ୍ୟନ୍ତ କାମ କରିପାରେ? ଉତ୍ତର- ୧୦ ବର୍ଷ ପର୍ଯ୍ୟନ୍ତ ।

୯) ଦିଲ୍ଲୀର NCT ରାଷ୍ଟ୍ରିୟ ରାଜଧାନୀ ପ୍ରଦେଶ ସଂବିଧାନ କେଉଁ ସଂଶୋଧନରେ ତିଆରି ହୋଇଥିଲା? ଉତ୍ତର- ୬୯ତମ ସଂବିଧାନ ସଂଶୋଧନ ୧୯୯୧ ରେ ହୋଇଥିଲା, ଯାହାର ଅନ୍ତର୍ଗତ ଦିଲ୍ଲୀ ବିଶେଷ କେନ୍ଦ୍ର ଶାସିତ ପ୍ରଦେଶର ଦର୍ଜା ମିଳିଲା, NCT ର ସ୍ଥାପନା ଫେବୃୟାରୀ ୧୯୯୨ କୁ ପୁରା ହୋଇଥିଲା ।

୧୦) ଉଚ୍ଚତମ ନ୍ୟାୟାଳୟର ନ୍ୟାୟାଧିଶଙ୍କ ଅବକାସ ପ୍ରାପ୍ତ କରିବାର ବୟସ କେତେ ଅଟେ ? ଉତ୍ତର- ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ ତଥା ନ୍ୟାୟାଧିଶ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ନିଜ ପଦରେ ରହିପାରିବେ ।

୧୧) ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧିଶଙ୍କ ବେତନ କେବେ କମ୍ କରାଯାଇପାରିବ ? ଉତ୍ତର- ଅନୁଚ୍ଛେଦ ୩୬୦ ଅନ୍ତର୍ଗତ ରାଷ୍ଟ୍ରପତି ଦ୍ୱାରା ବିତ୍ତିୟ ଆପତ ଘୋଷଣା ଉପରେ ଏହା କମ୍ କରାଯାଇପାରିବ ।

୧୨) ରାଜ୍ୟସଭାରେ ମହାଭିୟୋଗ(Impeachment) ସହୁଥିବା ନ୍ୟାୟାଧିଶ କିଏ ? ଉତ୍ତର- ସୋମିତ୍ର ସେନ୍ ।

୧୩) ଭଟ୍ଟନାଗର୍ ପୁରସ୍କାର କେଉଁ ବର୍ଷରେ ଆରମ୍ଭ କରାଯାଇଥିଲା ? ଉତ୍ତର- ୧୯୫୭ରେ

୧୪) ସ୍ୱର୍ଣ୍ଣିମ ଚତ୍ତୁର୍ଭୁଜ ଯୋଜନା ସଂବନ୍ଧ କେଉଁ ଯୋଜନା ସହ ଅଟେ ? ଉତ୍ତର- ସଡକ ଯୋଜନା ।

୧୫) ସ୍ୱତନ୍ତ୍ର ଭାରତରେ କେଉଁ ମହିଳା କେଉଁ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ଥିଲେ ? ଉତ୍ତର- ଶ୍ରୀମତୀ ସରୋଜିନୀ ନାଇଡୁ ।

୧୬) ଅଜମେର୍ ରେ ଅଢେଇ ଦିନର ଝୋପଡା କିଏ କରିଥିଲେ ? ଉତ୍ତର-କୁତୁବଦ୍ଧିନ୍ ଆଇବାକ୍

୧୭) ବିକଶିତ ଦେଶର ମୁଦ୍ରା କଣ କୁହାଯାଏ ? ଉତ୍ତର- ହାଇ କରେନ୍ସି ।

୧୮) ସଂସଦରେ ବିପକ୍ଷ ନେତାଙ୍କୁ ଆଧିକାରିକ ରୁପରେ କ୍ୟାବିନେଟ୍ ମନ୍ତ୍ରୀ ରୁପରେ କେଉଁ ବର୍ଷ ମାନ୍ୟତା ପ୍ରଦାନ କରାଯାଇଥିଲା ? ଉତ୍ତର- ୧୯୭୭ ରେ

୧୯) ଶରୀରର କେଉଁ ସେହି ଅଙ୍ଗ ଅଛି ଯାହାକୁ ଜନ୍ମରୁ ନେଇକରି ମରିବା ପର୍ଯ୍ୟନ୍ତ କେବେ ବଢେ ନାହିଁ ? ଉତ୍ତର- ଆଖି

୨୦) ଏମିତି କେଉଁ ଜାଗା ଅଛି ଯେଉଁଠି ନଦୀ ଅଛି କିନ୍ତୁ ପାଣିନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ରାସ୍ତା ଅଛି ଗାଡି ନାହିଁ, ଜାଗା ଅଛି କିନ୍ତୁ ଘର ନାହିଁ । ଉତ୍ତର- ମ୍ୟାପ୍ ବା ନକ୍ସା ।

Leave a Reply

Your email address will not be published. Required fields are marked *