October 19, 2024

Odia Express

Leading Odia News Portal of Odisha

8 ନଭେମ୍ବର ୨୦୨୧ ର ରାଶିଫଳ : ଆଜି ୬ ଟି ରାଶିର ପାଇଁ ଖୁସିଖବର, ସୋମବାରର ଦିନ ହୋଇପାରେ ଭାରି ଧନ ଲାଭର ସୁଯୋଗ

ଆଜି ଆମେ ଏହି ଲେଖର ମାଧ୍ୟମରେ ୦୮ ନଭେମ୍ବର ୨୦୨୧ର ରାଶିଫଳ ବିଷୟରେ କହିବୁ, ରାଶିଫଳର ସାହାଯ୍ୟରେ ବ୍ୟକ୍ତି ନିଜ ଭବିଷ୍ୟତ ସହ ଯୋଡି ହୋଇଥିବା ଉତଥାନ ପତନ ଭରା ପରିସ୍ଥିତି ର ପୁର୍ବରୁ ଅନୁମାନ ଲଗାଇପାରିବେ ଯାହା ଦ୍ୱାରା କେଉଁ ବି ପରିସ୍ଥିତିର ସାମ୍ନା କରିବାରେ ସକ୍ଷମ ହୋଇପାରିବ, ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖୋଗଳିୟ ବିଶ୍ଲେଷଣ କରାଯାଏ, ଆଜି ଆପଣଙ୍କୁ କେଉଁ କେଉଁ ପରିସ୍ଥିତିରେ ଯିବାକୁପଡିବ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ମେଷ ରାଶି- ଆଜି ଆପଣଙ୍କ ଦିନ ଟିକିଏ କର୍ମବ୍ୟସ୍ତତାପୁର୍ଣ୍ଣ ରହିବ । ଆପଣ ଜରୁରୀ କାମକୁ ପୁରା କରିବାରେ ବ୍ୟସ୍ତ ରହିବେ, ଯାହାକୁ ନେଇ ପରିବାର ଲୋକଙ୍କ ପାଇଁ ସମୟ ବାହାର କରିପାରିବା ବହୁତ ମୁସକିଲ୍ ଭରା ରହିପାରେ, ଜୀବନସାଥୀ କେଉଁ କଥାକୁ ରୁଷିପାରନ୍ତି । ସନ୍ତାନଙ୍କ ନକରାତ୍ମକ ଗତିବିଧିଗୁଡିକ ଉପରେ ନଜର ରଖନ୍ତୁ ନହେଲେ ହଇରାଣ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ହେବ, ବାହାର ଖାଦ୍ୟରୁ ଦୁରେଇ ରୁହନ୍ତୁ, ବାହାନ ଚଳାଇବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଉତ୍ତମ ରହିବ । ବଡ ମାତ୍ରାରେ ଧନ ଲାଭ ହେବାର ଆଶା ରହିବ , ଚାକିରି କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇପାରେ, ବଡ ଅଧିକାରୀ କାମକୁ ପ୍ରଶଂସା କରିବେ , ନୁଆ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ହୋଇପାରେ, ଅଚାନକ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି । ସନ୍ତାନଙ୍କ ଦାୟିତ୍ୱ୍ ପୁରା କରିବେ, ସ୍ୱାମୀ ସ୍ତ୍ରୀ ପରସ୍ପରଙ୍କ ଭାବନାକୁ ବୁଝିବେ ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ । ବେପାରରେ ଲାଭଦାୟକ ବୁଝାମଣା ହୋଇପାରେ ଯାହା ଦ୍ୱାରା ମନ ହର୍ଷିତ ରହିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର ଆସୁଛି । ପାରିବାରିକ ଜୀବନରେ ଖୁସି ରହିବ, ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ୍ ରହିବ, ଗୁପ୍ତ୍ ଶତ୍ରୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ କିନ୍ତୁ ସଫଳ ହୋଇପାରିବେ ନାହିଁ । ଭାଇ ଭଉଣୀଙ୍କ ସାହାଯ୍ୟରେ ଅଟକିରହିଥିବା କାମ ପୁରା ହେବ । ଶଶୁରଘର ପକ୍ଷରୁ ଧନ ଲାଭ ହେବାର ଆଶା ଅଛି , ସାମାଜିକ କ୍ଷେତ୍ରରେ ମାନପ୍ରତିଷ୍ଠା ବଢିବ। ଆପଣ ଚତୁରାଇ ବଳରେ କେଉଁ ମହତ୍ତ୍ୱପୁର୍ଣ୍ଣ ଫଇସଲା ନେଇପାରନ୍ତି , ଯାହା ଫାଈଦାଦାୟକ ହେବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ରଚନାତ୍ମକ କାର୍ଯ୍ୟରେ ସଫଳତା ଦେଇପାରିବ । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । କେଉଁ ପ୍ରତିଯୋଗିତା ପରୀକ୍ଷାରେ ମନ ମୁତାବିକ ପରିଣାମ ମିଳିବ । ଗୁରୁଜନଙ୍କ ଆଶିର୍ବାଦ ରହିବ। ଅନ୍ୟଙ୍କୁ ସାହାଯ୍ୟ କରିବାରେ ଆଗୁଆ ରହିବେ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ, ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରହିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ, ଆପଣଙ୍କ ଅଟକିଥିବା କାମ ପୁରା ହୋଇଯିବ ।

୫) ସିଂହ ରାଶି –ଆଜି ଆପଣଙ୍କ କ୍ୟାରିୟରରେ ଆଗକୁ ବଢିବାର ଅବସର ମିଳିପାରେ । ସରକାରୀ ଚାକିରି କରୁଥିବା ଲୋକଙ୍କୁ ମନ ମୁତାବିକ ଜାଗାରେ ଟ୍ରାନ୍ସଫର୍ ମିଲିବାର ଆଶା ଅଛି, ଯଦି ଆପଣ କାହାକୁ ପଇସା ଉଧାର ନେଇଛନ୍ତି ତେବେ ପଇସା ଫେରିପାରିବେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ , ପ୍ରେମ ସଂବନ୍ଧରେ ମଜବୁତି ରହିବ । ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଘରର ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଚର୍ଚ୍ଚା ହୋଇପାରେ ।

୬) କନ୍ୟା ରାଶି – ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ ବ୍ୟତିତ ହେବ । ପରିବାର୍ ବାଲାଙ୍କ ସହ ଆପଣଙ୍କ ଅଧିକା ସମୟ ବ୍ୟତିତ କରିବାକୁ ଚେଷ୍ଟା କରିପାରନ୍ତି । ଦୁର ସଂଚାର ମାଧ୍ୟମରେ ଶୁଭ ସମାଚାର ଶୁଣିବାକୁ ମିଳିବ । ଯାହାଦ୍ୱାରା ମନ ହର୍ଷୀତ ରହିବ, କାର୍ଯ୍ୟସ୍ଥଳରେ ମାନ ସମ୍ମାନ ବଢିବ । ବେତନରେ ବୃଦ୍ଧି ହେବାର ଖୁସିଖବର ମିଳିପାରିବ । ଯାହା ଆପଣଙ୍କ ମନ ହର୍ଷିତ ହେବ । ପ୍ରେମ ଜୀବନରେ ସକରାତ୍ମକତା ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ଗୁରୁଜନଙ୍କ ସାହାଯ୍ୟରେ ଶିକ୍ଷାରେ ଆସୁଥିବା ବାଧା ଦୁର ହୋଇପାରେ ।

୭) ତୁଳା ରାଶି- ଆଜି ଆପଣଙ୍କୁ ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି । ଅନ୍ୟଥା ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଜୀବନସାଥୀ ପୁରା ସହଯୋଗ ମିଳିବ, ମା ବାପାଙ୍କ ସହ ଅଧିକା ସମୟ ଅତିବାହିତ କରିବେ, ଯଦି ଆପଣ ନିଜ ବେପାରରେ କିଛି ପରିବର୍ତ୍ତନ କରିବେ ତେବେ ନିଶ୍ଚିତକରନ୍ତୁ, ଭାଇମାନଙ୍କର ପୁରା ସହଯୋଗ ମିଳିବ , ନିଜ ମଧୁର ବାଣି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ୍ କରିବେ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ହେବ । ଚାକିରି କ୍ଷେତ୍ରରେ ଅଟକିଥିବା ପ୍ରମୋଶନ ମିଳିପାରିବ । ଧନ କମାଇବାର ନୁଆ ନୁଆ ଜରିଆରେ ହାତ ଲାଗିବ, ଶେୟାର୍ ବଜାରରେ ଆପଣଙ୍କୁ ଲାଭ ମିଳିବ , କେଉଁ ମହତ୍ତ୍ୱପୁର୍ଣ୍ଣ କାମରେ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ଆପଣଙ୍କ ପାଇଁ ଫାଇଦାଦାୟକ ହୋଇପାରେ , ପ୍ରେମ ଜୀବନରେ ଉତାରଚଢାବ ଦେଖିବାକୁ ମିଳିବ , ଆପଣଙ୍କୁ ନିଜ ଜୀବନସାଥୀ ବୁଝିବାର ଭାବନାକୁ ଦରକାର ଅଛି ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ଉତ୍ସାହ ରହିବ । ଯେଉଁ କାର୍ଯ୍ୟ କୁ କରିବାକୁ ଚାହୁଁଛନ୍ତି, ସେଥିରୁ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରିବ । ପାରିବାରିକ ସହଯୋଗ ମିଳିବ, ଜୀବନସାଥୀଙ୍କ ଠାରୁ ଭଲ ଗିଫ୍ଟ ମିଳିପାରିବ, ପ୍ରେମ ସଂବନ୍ଧରେ ମଜବୁତି ଆସିବ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢିବ, ବିଶେଷ ବ୍ୟକ୍ତିଙ୍କ ସଂମ୍ପର୍କ ରହିବ ଯାହା ଫାଇଦାଦାୟକ ରହିବ, ଆପଣ ନିଜ ବୁଦ୍ଧିମତାରୁ ସବୁ କାର୍ଯ୍ୟ ଭଲ ତରିକାରେ ପୁରା କରିପାରିବେ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ଚାକିରି କ୍ଷେତ୍ରରେ ଟିକିଏ ସଂମ୍ଭାଳିକରି ରହିବାକୁ ହେବ, କାରଣ କିଛି ବ୍ୟକ୍ତି ଆପଣଙ୍କ କାମ କାର୍ଯ୍ୟରେ ନଜର ରଖିପାରନ୍ତି । ବଡ ଅଧିକାରିଙ୍କ ପୁରା ସାହାଯ୍ୟ ମିଳିବ । ପରିବାରରେ ଆପଣଙ୍କ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ। ଜୀବନସାଥୀଙ୍କ ପୁରା ସାଥ୍ ରହିବ । ଉଧାର ଦେଇଥିବା ପଇସା ମିଳିପାରେ  ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରହିବେ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ ଭଲରେ କଟିବ। କିଛି ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ହେବାରୁ ଅଟକି ପାରେ, ଯାହାକୁ ନେଇକରି ଆପଣ ଚିନ୍ତିତ ରହିବେ । ଆପଣ ନକରାତ୍ମକ ଚିନ୍ତାଧାରା ମନକୁ ଆଣନ୍ତୁ ନାହିଁ, ମା ଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଟିକିଏ ଚିନ୍ତିତ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ବଢିକରି ଭାଗ ନେବେ, ପୁଜା ପାଠରେ ଆପଣଙ୍କ ମନ ଅଧିକା ଲାଗିବ ।ଘରର ଧାର୍ମିକ କାର୍ଯ୍ୟକ୍ରମରେ ଆୟୋଜନର ଚର୍ଚ୍ଚା ହୋଇପାରେ, ବିବାହିତ୍ ଜୀବନରେ ଖୁସି ରହିବ ।

୧୨) ମୀନ ରାଶି – ଆଜି ଆପଣଙ୍କ ଦିନ ପୁର୍ବ ଦିନ ଅପେକ୍ଷା ଭଲ ରହିବ । ଧନ କମାଇବାପାଇଁ ଜରିଆ ମିଳିପାରିବ ।ଆପଣ ନିଜ ପ୍ରୟାସରୁ ଅଧୁରା କାମ ପୁରା କରିବେ । ସାମାଜିକ କ୍ଷେତ୍ରରେ ନୁଆ ନୁଆ ବ୍ୟକ୍ତିଙ୍କ ବନ୍ଧୁତା ହୋଇପାରେ । କିନ୍ତୁ ଆପଣ କେଉଁ ଅଚିହ୍ନା ଲୋକଙ୍କୁ ଅଧିକା ବିଶ୍ୱାସ୍ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ କାର୍ଯ୍ୟଭାର ଅଧିକା ରହିବ । ଯାହାକୁ ନେଇ ଶାରରିକ ଥକାପଣ ଓ ଦୁର୍ବଳତା ହୋଇପାରେ । ଆପଣ ନିଜ କ୍ୟାରିୟରରେ ଆଗକୁ ବଢିବାର ନୁଆ ନୁଆ ଅବସର ଖୋଜିପାରେ । ଯଦି ଆପଣ କେଉଁଠି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରର ଅନୁଭବି ବ୍ୟକ୍ତିଙ୍କ୍ ଉପଦେଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *