October 22, 2024

Odia Express

Leading Odia News Portal of Odisha

25 ଡିସେମ୍ବର ୨୦୨୧ Badadina,କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ରାଶିକୁ ଆଜିଠୁ ମିଳିବ ବଡ ଖୁସି ଖବର

ରାଶିଫଳ ସହାୟତାରେ ନିଜ ଭବିଷ୍ୟତ ସହ ଯୋଡି ହୋଇଥିବା ଉତଥାନ୍ ପତନ ଭରା ପରିସ୍ଥିତିକୁ ପୁର୍ବରୁ ଅନୁମାନ ଲଗାଯାଇପାରିବ,  ଯାହାଦ୍ୱାରା କେଉଁ ବି ପରିସ୍ଥିତିର ସାମ୍ନା କରିବାକୁ ଥିବା କଠିନତା ହୋଇନଥିବ,ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖୌଗଳିୟ ଗଣନା କରାଯାଏ,  ଦୈନିକ ରାଶିଫଳରେ ଆମେ ଆପଣଙ୍କୁ ୧୨ ଟି ରାଶିର ଭବିଷ୍ୟଫଳ ବିଷୟରେ କହିବୁ, ଯାହା ଆପଣ ନିଜ ଯୋଜନାକୁ ସଫଳ ବନାଇପାରିବେ , ଆପଣ କେଉଁ କେଉଁ ପରିସ୍ଥିତି ସହ କଟାଇବାକୁ ପଡିବ , ଆଜିର ଦିନ କେଉଁ ରାଶିପାଇଁ ଶୁଭ ରହିବ , ଆପଣଙ୍କୁ କେଉଁ କେଉଁ ସାବଧନତା ରଖିବାକୁ ଆବଶ୍ୟକତା ଅଟେ , ଏହା ସହ ଯୋଡି ହୋଇଥିବା ସୁଚନା ନିଜ ରାଶି ଅନୁସାରେ ଆଜିର ରାଶିଫଳ ଏଠାରେ ଜାଣନ୍ତୁ ।

୧) ମେଷ ରାଶି-ଆଜି ଆପଣଙ୍କ ଦିନ ବହୁତ ଶୁଭ ନଜର ଆସୁଛି , ଧନ କମାଇବାର ମାର୍ଗ ହାସିଲ୍ ହେବ, ଘରର ଆର୍ଥିକ ସ୍ଥିତି ମଜବୁତ୍ ବନାଇପାରିବେ, ଭାଗ୍ୟର ପୁରା ସାଥ୍ ମିଳିବ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଲାଭଦାୟକ ବୁଝାମଣା ହାତ ଲାଗିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ । ଯଦି କୋର୍ଟ କଚେରି ମାମଲାରେ କିଛି ବି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ, ମା ବାପାଙ୍କର ସ୍ୱାସ୍ଥ୍ୟରେ ସୁଧାର ରହିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ବେରୋଜଗାରୀ ଦୁର କରିବାର୍ ପ୍ରୟାସରେ ସଫଳ ରହିବେ, ଆପଣଙ୍କ ଆତ୍ମବିଶ୍ୱାସ ଭରପୁର ଥିବା ନଜର ଆସୁଛି, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟରେ ସମ୍ମିଳିତ ହୋଇପାରନ୍ତି, ଭାଇ ଭଉଣୀଙ୍କ ସହ ଚାଳୁଥିବା ମତଭେଦ ଦୁର ହୋଈଯିବ, ଆପଣଙ୍କ କେଉଁ ଅଧୁରା ଇଚ୍ଛା ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ବଡ ନିବେଶ କରିବାରୁ ଦୁରେଇ ରହିବାକୁ ହେବ, ନହେଲେ କ୍ଷତି ହୋଇପାରେ ।

୩) ମିଥୁନ ରାଶି- ଆଜି ଆପଣଙ୍କୁ କେଉଁ ଜରୁରୀ ମାମଲାରେ ଫଇସଲା ନେବା ପୁର୍ବରୁ ଭାବିଚିନ୍ତି ବିଚାର କରିବାର ଅଛି, ଘରୋଇ ଦରକାରିତା ପଛରେ ଅଧିକା ଧନ ଖର୍ଚ୍ଚ ହେବାର୍ ସଂମ୍ଭାବନା ଅଧିକା ଅଛି, କାମକାର୍ଯ୍ୟରେ ଆସୁଥିବା କେଉଁ ବି ଯୋଜନାକୁ ସେୟାର୍ କରନ୍ତୁ ନାହିଁ, ଅନ୍ୟଥା ଏହାର ଫାଇଦା ଅନ୍ୟଲୋକ ଉଠାଇପାରନ୍ତି, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଆପଣ ନିଜ ଜୀବନ ସାଥୀଙ୍କ ସହ କେଉଁ ଜାଗା ବୁଲିବାକୁ ଯୋଜନା କରିପାରନ୍ତି, କୋର୍ଟ କଚେରି ମାମଲାରେ ଦୁରେଇ ରହିବାକୁ ହେବ, କେଉଁ ବି ଲମ୍ବା ଯାତ୍ରାରେ ଯିବାରୁ ଦୁରେଇ ରୁହନ୍ତୁ ।

୪)କର୍କଟ ରାଶି- ଆଜି ଆପଣଙ୍କୁ ନିଜ ଭାଗ୍ୟର ପୁରା ସାଥ୍ ମିଳିବାର ଅଛି, ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ , ଘରୋଇ ଦରକାରିତାର ପୁର୍ତ୍ତି ହେବ, କମାଇବାର ଜରିଆ ବଢିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିପାରିବେ, ମା ବାପାଙ୍କ ସହ କେଉଁ ଧାର୍ମିକ ସ୍ଥଳରେ ଯାତ୍ରା କରିବାର ପ୍ରୋଗାମ୍ କରିପାରନ୍ତି, କାମକାର୍ଯ୍ୟରେ କରାଯାଇଥିବା ପରିଶ୍ରମ ଉଚିତ୍ ପରିଣାମ ମିଲିବ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବେ, ପାରିବାରିକ ମାହୋଲ୍ ଖୁସିମୟ ରହିବ, ଭାଇ ଭଉଣୀଙ୍କ ସହ ପୁରା ସହଯୋଗ ମିଳିବ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କର ସହ ଭଲ ତାଳମେଳ ରହିବ, କେଉଁ ବି ପ୍ରକାରର ବାଦବିବାଦରୁ ଦୁରେଇ ରୁହନ୍ତୁ, ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, କାମ କାର୍ଯ୍ୟରେ ଅଧିକା ପରିଶ୍ରମ କରିବାକୁ ହେବ, କିନ୍ତୁ ଆପଣଙ୍କ ପରିଶ୍ରମ କାମ କରିବ, ବିଦ୍ୟାର୍ଥିଙ୍କୁ କେଉଁ ବି ପ୍ରତିଯୋଗିତା  ପରିକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ହେବ, ଶିକ୍ଷକଙ୍କ ପୁର୍ଣ୍ଣ ସହଯୋଗ ମିଳିବ, ସାଙ୍ଗମାନଙ୍କ ସହ କେଉଁ ବି ଜାଗାକୁ ବୁଲିବାର ଯୋଜନା କରିପାରନ୍ତି, ଯଦି କେଉଁଠି ନିବେଶ୍ କରିବାକୁ ଚାହୁଁଛନ୍ତି ତେବେ ଘରର୍ ଅନୁଭବି ଲୋକଙ୍କ ଉପଦେଶ ନିଅନ୍ତୁ ।

୬) କନ୍ୟା ରାଶି-ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ ରହିବ, କାମକାର୍ଯ୍ୟର ସିଲସିଲାରେ ସାବଧାନ ରୁହନ୍ତୁ, କିଛି ବି ଭୁଲ୍ କରନ୍ତୁ ନାହିଁ, ନହେଲେ କ୍ଷତି ହୋଇପାରେ, ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ଚାକିରି ଅନ୍ୱେଷଣରେ ଅଛନ୍ତି ତାଙ୍କୁ ଭଲ ଚାକିରି ମିଳିବ, ନିଜ ପରିଶ୍ରମରୁ କଠିନରୁ କଠିନ କାର୍ଯ୍ୟ ପୁରା କରିପାରିବେ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ, ବେପାର ସାମାନ୍ୟ ଚାଲିବ, ଆପଣ ନିଜ ବେପାରରେ କେଉଁ ବି ପ୍ରକାରର୍ ପରିବର୍ତ୍ତନ କରନ୍ତୁ ନାହିଁ, ଅନ୍ୟଥା ଲାଭରେ ହ୍ରାସ ଦେଖିବାକୁ ମିଳିବ ।

୭) ତୁଳା ରାଶି- ଆଜି ଆପଣଙ୍କ ଜୀବନସାଥିଙ୍କ ପୁରା ସହଯୋଗ ମିଳିବ, ମାନସିକ ଅସୁବିଧାରୁ ମୁକ୍ତି ମିଳିବ, ନୁଆ କାମ ତରଫରୁ ରୁଚି ବଢିବ, ବିଜନେସ୍ ରେ ଫାଇଦାଦାୟକ ହେବ, ଆପଣ କେଉଁ ଲାଭଜନକ ଯାତ୍ରାରେ ଯାଇପାରନ୍ତି, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନଦେଖିବାକୁ ମିଳିବ, ଆପଣ ନିଜ ସାଥୀଙ୍କ ସହ ହୃଦୟର୍ କଥାସେୟାର୍ କରିବେ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ସହ ବେତନ ବୃଦ୍ଧି ହେବ, ଯାହାଦ୍ୱାରା ମନ ପ୍ରଫୁଲ୍ଲିତ ହେବ, ମା ବାପାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରହିବ, କାମ କାର୍ଯ୍ୟରେ ଲଗାତାର ସଫଳତା ହାସିଲ୍ ହେବ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ହୋଇପାରେ, ଯାହାକି ଭବିଷ୍ୟତରେ ଫାଇଦା ଦେବ, ଘରରଆର୍ଥିକ ସ୍ଥିତି ମଜବୁତ୍ ବନାଇବା ପାଇଁ ଗୁରୁତ୍ୱପୁର୍ଣ୍ଣ ଭୁମିକା ଆପଣଙ୍କର ରହିବ, ପ୍ରେମଜୀବନରେ ବ୍ୟତିତ ହେଉଥିବା ବ୍ୟକ୍ତିଙ୍କ ସମୟ ଭଲରହିବ, ଛୁଆଙ୍କ ତରଫରୁ ଟେନସନ୍ କମ୍ ହେବ, ବିଦେଶରେ କାମ୍ କରୁଥିବା ଲୋକଙ୍କୁ ଫାଇଦାମିଳିବ, ସାମାଜିକ ଦାୟରା ବଢିବ, ସାଙ୍ଗଙ୍କସହ ମିଳାମିଶାରହିବ, କିନ୍ତୁ କେଉଁ ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ ।

୯) ଧନୁ ରାଶି- ଆଜି ଆପଣଙ୍କୁ ପଇସାଲେଣଦେଣରେ ସାବଧନତା ରଖିବାକୁ ହେବ, ଅନ୍ୟତାହାନି ହୋଇପାରେ, ଗାଡି ଚଲାଇବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ, ଅଫିସରେ କାମ ରୁ କେଉଁ ଯାତ୍ରାରେ ଯାଇପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସଫଳ ରହିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଦୁରେଇଯିବ, ଜୀବନସାଥି ଆପଣଙ୍କ ଭାବନାକୁ ବୁଝିପାରିବେ, ରୋଜଗାର୍ ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ସାମାଜିକ ମାନପ୍ରତିଷ୍ଠା ବୃଦ୍ଧି ହେବ, ଅଧିକାଂଶ ମାମଲାରେ ଭାଗ୍ୟ ସାଥ୍ ଦେଇପାରେ ।

୧୦) ମକର ରାଶି- ଜି ଆପଣଙ୍କ ଦିନଭଲରେ କଟିବ, ପରିବାର ଲୋକଙ୍କ ସହ ହସଖୁସିରେ ଦିନ କଟାଇବେ, ଆପଣଙ୍କ ଭାବନା ସକରାତ୍ମକ ରହିବ, କାମକାର୍ଯ୍ୟରେ ଆପଣଙ୍କ ପୁରା ମନ ଲାଗିବ, ଆମଦାନୀରେ ଜବରଦସ୍ତ ବୃଦ୍ଧି ହୋଇପାରେ କମାଇବାର ଜରିଆ ବଢିବ, ବେପାର୍ ଭଲ ଚାଲିବ, ଲାଭଦାୟକ ବୁଝାମଣା ହାତକୁ ଲାଗିପାରେ ଛୋଟ ମୋଟ ବେପାରୀଙ୍କୁ ଲାଭ ମିଳିବ, ବାହାନ ସୁଖପ୍ରାପ୍ତି ହେବ, ପ୍ରେମ ସଂବନ୍ଧରେ ମଧୁରତା ଆସିବ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ବହୁତ ଖାସ୍ ରହିବାର ଅଛି, କେଉଁ ବଡ ମାତ୍ରାରେ ଧନ ଲାଭ ହେବ, ଘରର ଆର୍ଥିକ ସ୍ଥିତି ମଜବୁତ୍ ହେବ, ଆତ୍ମବିଶ୍ୱାସ ପ୍ରବଳ ହେବ, ଆପଣଙ୍କ ଦ୍ୱାରା କରାଯାଇଥିବା ସବୁ କାମ ଯୋଶ୍ ର୍ ସହ ପୁରା କରିବେ, କୋର୍ଟ୍ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷ ଆସିପାରେ, ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ୍ ରହିବ, ଯାହାଦ୍ୱାରା ଆପଣ ନିଜ କ୍ଷେତ୍ରରେ ସଫଳତା ହାସିଲ୍ କରିବେ, ବନ୍ଧୁଙ୍କ ସହ ମଉଜ ମସ୍ତି ଭରା ଜୀବନ ବ୍ୟତିତ୍ କରିବେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଟୀକିଏ କଠିନ ନଜର ଆସୁଛି, ଆପଣ କାହାଉ ପଇସା ଉଧାର ଦିଅନ୍ତୁ ନାହିଁ, ଅନ୍ୟଥା ପଇସା ଫେରିବାରେ ଅସୁବିଧା ହୋଇପାରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେଉଁ କଥାକୁ ନେଇ ମତଭେଦ ହୋଇପାରେ ଆପଣ ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ବିଧ୍ୟାର୍ଥୀଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ହେବ, ଆତ୍ମବିଶ୍ୱାସରେ କମି ନଜର ଆସୁଛି, ଅସୁବିଧାର ପରିସ୍ଥିତିରେ ଆପଣଙ୍କ ଧୈର୍ଯ୍ୟ ବନାଇ ରଖିବାକୁ ହେବ, କେଉଁ ବଡ ନିବେଶ କରିବାରୁ ନିବୃତ ରୁହନ୍ତୁ ।

 

Leave a Reply

Your email address will not be published. Required fields are marked *