October 20, 2024

Odia Express

Leading Odia News Portal of Odisha

୧ April ୨୦୨୩ ଶନିବାର,ଆଜିର ରାଶିଫଳ,ଆଜିର ଦିନ ଟି କିଭଳି ରହିବ ଆପଣଙ୍କ ପାଇଁ…

ମେଷ ରାଶି:- ଆଶା କରିଥିବା କାର୍ଯ୍ୟ ପାଇଁ ବହୁତ ଶ୍ରମ କରିବାକୁ ହେବ। ଦିନରେ କିଛି ଚିନ୍ତା ରହିଲେ ମଧ୍ୟ ପର କ୍ଷଣରେ ଏହା ଦୂରେଇ ଯିବ। ଆପଣଙ୍କ କିଛି ବସ୍ତୁ ଆଜି ଚୋରି ହୋଇପାରେ ସେହି କାରଣ ପାଇଁ କିଛି ସତର୍କ ରହିବା ଆବଶ୍ୟକ। ଆଜି ଦିନ ଠାରୁ ଆରମ୍ଭ ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବେ ପୂର୍ଣ୍ଣ ହେବ।

ବୃଷ ରାଶି:- ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ। ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ଚେଷ୍ଟା କରୁଥିବାର ଦେଖିବାକୁ ମିଳିବ। ଆପଣ ଆଜି କୌଣସି ଏକ ଗାଈଙ୍କୁ ଆଜି ରୁଟି ଖାଇବାକୁ ଦିଅନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ଦିନ ଶୁଭ ରହିବ।

ମିଥୁନ ରାଶି:- ମାନସିକ ଅସ୍ଥିରତା କାରଣରୁ କିଛି କାମରେ ମନ ଲାଗିବ ନାହିଁ। ସରକାରୀ ସ୍ତରରେ ସବୁ ଜିନିଷ ଜାଣି ମଧ୍ୟ ଚୁପ ରହିବା ପାଇଁ ବାଧ୍ୟ ହେବେ। ଆପଣଙ୍କ ଘରେ ଆଜି ଅତିଥି ଆସି ପାରନ୍ତି। ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଏକ ଉତ୍ତମ ଦିନ ଅଟେ।

କର୍କଟ ରାଶି:- ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ କାରଣରୁ ଅନ୍ୟ ଉପରେ ବିରକ୍ତ ହୋଇ ପାରନ୍ତି। କେହି ଆପଣଙ୍କ ମନ ଖରାପ କରିପାରେ। ଆଜି ଆପଣ ବହୁତ ଆରାମରେ ଅର୍ଥ ସଂଗ୍ରହ କରି ପାରିବେ। ପିଲାମାନେ ଆଜି ଆପଣ ଘରୋଇ କାର୍ଯ୍ୟ ଶେଷ କରିବାରେ ସହଯୋଗ ଦେବେ।

ସିଂହ ରାଶି:- ଅନେକ ଦିନରୁ ରହି ଆସିଥିବା ସମସ୍ୟା ଆଜି ଆକସ୍ମିକ ସମାଧାନ ହୋଇଯିବ। ଆପଣଙ୍କ ସହଯୋଗ ଲାଭ କରି ଆଜି ଆପଣଙ୍କ ରୋଗୀ ବନ୍ଧୁ ବହୁତ ଖୁସି ପ୍ରକାଶ କରିବେ ବାଧା ପ୍ରାପ୍ତ ପରିବହନରେ ଉନ୍ନତି ପରିଲକ୍ଷିତ ହେବ। ଆଜି ଦିନ ସାରା ଉର୍ଜାରେ ଭରି ରହିବେ।

କନ୍ୟା ରାଶି:- କର୍ମ କ୍ଷେତ୍ରରେ ଶତ୍ରୁତା କାରଣରୁ ବିଚଳିତ ବୋଧ କରିବେ। ଆର୍ଥିକ ଦିଗ ଭଲ ରହିବା କାରଣରୁ ଅନେକ ଆନନ୍ଦ ଅନୁଭବ କରିବେ।

ତୁଳା ରାଶି:- ଆଜି ଦିନରେ ଆପଣଙ୍କ କୌଣସି କଥାରେ ଅଭାବ ରହିବ ନାହିଁ। ସନ୍ଧ୍ୟା ସମୟରେ ବନ୍ଧୁଙ୍କ ପାଖରୁ କିଛି ଖବର ପାଇ ବିସ୍ମୟ ପ୍ରକାଶ କରିବେ।

ବିଛା ରାଶି:- ଗଠନ ମୂଳକ କାର୍ଯ୍ୟରେ ଯୋଗ ଦେଇ କରନ୍ତୁ। ଆଜି ନିଜର ଦେହର ଯତ୍ନ ନେବା ପାଇଁ ଅନେକ ସମୟ ମିଳିବ ଏହାର ଉପଯୋଗ କରନ୍ତୁ।

ଧନୁ ରାଶି:- ଯାତ୍ରାରେ ଜିନିଷ ପ୍ରତି ସତର୍କତା ନ ରଖିଲେ ହରାଇବା ପାଇଁ ପଡ଼ିବ। ଆଜି ଚୋରି ହେବାର ଅନେକ ସମ୍ଭାବନା ରହିଛି।

ମକର ରାଶି:- ସକାଳୁ ପାରିବାରିକ ସମସ୍ୟାରେ ମନ ଦୁଦୂଲ୍ୟ ମାନ ଅବସ୍ଥାରେ ରହିବ। ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।

କୁମ୍ଭ ରାଶି:- ଅନ୍ୟ କାରଣରୁ ଅଯଥା କଷ୍ଟ ଅନୁଭବ କରିବେ।ଅପରାହ୍ନରେ ଭଲ ସମର୍କ ଥିବା ବନ୍ଧୁ ଛୋଟ କଥାରେ ବିଗିଡି ଯାଇ ପାରେ। ଯେଉଁ ମାନଙ୍କର ଏବେ ଯାଏ ଦରମା ମିଳି ନାହିଁ ସେମାନେ ଆଜି ମାନସିକ ଚିନ୍ତାରେ ରହି ପାରନ୍ତି। କୌଣସି କୌତୁହଳ ଜନିତ ଲୋକଙ୍କୁ ଦେଖା କରିବାର ସମ୍ଭାବନା ରହିଛି।

ମୀନ ରାଶି:- ପଛ କଥା ନ ଭାବି ଏହି ସମୟର ପରିସ୍ଥିତିକୁ ସମ୍ମୁଖୀନ କରିବାକୁ ଚେଷ୍ଟା କରନ୍ତୁ। ନିଜର ପାଖ ଲୋକଙ୍କ ସହିତ ବିବାଦ କରନ୍ତୁ ନାହିଁ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ଆପଣ ଭଗବାନଙ୍କ ନାମ ଜପ କରନ୍ତୁ, ସତ କର୍ମ କରନ୍ତୁ, ଜୀବନରେ ସଫଳତା ପ୍ରାପ୍ତି ହେବ

Leave a Reply

Your email address will not be published. Required fields are marked *