October 24, 2024

Odia Express

Leading Odia News Portal of Odisha

6 ଏପ୍ରିଲ ୨୦୨୩ ଗୁରୁବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ରାଶି ପାଇଁ ରହିବ ବଡ ଖୁସି ର ଦିନ…

ମେଷ ରାଶି:- ଆପଣଙ୍କ ସାମାଜିକ ମାନ ସମ୍ମାନ ବୃଦ୍ଧି ହେବ।ସନ୍ତାନ ମାନଙ୍କ ଉନ୍ନତି ହେବ ଓ ସେମାନଙ୍କ ପକ୍ଷରୁ ଆପଣଙ୍କୁ କିଛି ଶୁଭ ଖବର ମିଳିବ।

ବୃଷ ରାଶି:- ଆପଣଙ୍କ ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ। ପାରିବାରିକ ଜୀବନରେ ସୁଖଦ ସମାଚାର ମିଳିବ ଓ ହସ ଖୁସିର ବାତାବରଣ ଲାଗି ରହିବ। ପ୍ରେମ ସମ୍ପର୍କରେ ଅଧିକ ଆକାଂକ୍ଷା କାରଣରୁ କିଛି ମନମାଳିନ୍ୟ ହେବାର ସମ୍ଭାବନା ରହିଛି। ତ୍ଵଚା ସମ୍ପର୍କିତ ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ।

ମିଥୁନ ରାଶି:- କୌଣସି ପ୍ରକାରର ଅସୁରକ୍ଷିତ କାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ। ଶ୍ଵଶୁର ଘର ପକ୍ଷରୁ କୌଣସି ବିବାଦ ଦେଖାଯିବାର ସମ୍ଭାବନା ରହିଛି। ପାରିବାରିକ ଜୀବନରେ ଜୀବନସାଥିଙ୍କ ସହିତ ମନ ମତାନ୍ତର ହେବାର ସମ୍ଭାବନା ରହିଛି।

କର୍କଟ ରାଶି:- ଆପଣଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ କାର୍ଯ୍ୟରେ ସମସ୍ତ ପ୍ରକାରର ସହଯୋଗ ପ୍ରାପ୍ତି ହେବ। ବିଦେଶରୁ କିଛି ଶୁଭ ସମାଚାର ମିଳିବା କାରଣରୁ ଆପଣ ଖୁସି ଅନୁଭବ କରିବେ। ପିତାଙ୍କ ସ୍ବାସ୍ଥ୍ୟ ଅବସ୍ଥାର ବିଶେଷ ଧ୍ୟାନ ରଖନ୍ତୁ।

ସିଂହ ରାଶି:- ଆପଣଙ୍କ ପ୍ରତିଷ୍ଠା ଓ ଖ୍ୟାତିର ବୃଦ୍ଧି ହେବ।ପାରିବାରିକ ଜୀବନରେ ଛୋଟ ଭାଇ ଭଉଣୀଙ୍କ ବିଶେଷ ଧ୍ୟାନ ରଖନ୍ତୁ। କୌଣସି ପ୍ରକାରର ପୈତୃକ ସମ୍ପତି ମିଳିବାର ମଧ୍ୟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି କ୍ଷେତ୍ରରେ ଧନ ଆଗମନ ହେବ।ଅନାବଶ୍ୟକ ଖର୍ଚ୍ଚରେ ନିୟନ୍ତ୍ରଣ ବଜାୟ ରଖିବା ଆବଶ୍ୟକ ଅଟେ।

କନ୍ୟା ରାଶି:- ବିଦ୍ୟାର୍ଥୀ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷାର ମାର୍ଗ ଦେଖାଯିବ। ବନ୍ଧୁଙ୍କ ସହଯୋଗ ଆପଣଙ୍କ ମନରେ ଶାନ୍ତି ଆଣିବ।ପ୍ରେମ ସମ୍ପର୍କରେ ନିକଟତା ଆସିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ କିଛି ଉତ୍ତମ ପ୍ରସ୍ତାବ ଆସିପାରେ ତଥା କିଛି ଶୁଭ ସମାଚାର ମିଳିବାକୁ ଯାଉଚି।

ତୁଳା ରାଶି:- ଆପଣ ନିଜର କର୍ମଠ ସ୍ବଭାବ କାରଣରୁ ସମସ୍ତ ପ୍ରକାରର ସମସ୍ୟାର ସମ୍ମୁଖୀନ କରିବେ। ବ୍ୟବସାୟରେ କିଛି କ୍ଷତି ହେବାର ସମ୍ଭାବନା ରହିଛି। ଆପଣଙ୍କ ଦ୍ଵାରା ପରିବାର ଲୋକଙ୍କୁ କରାଯାଇଥିବା ସହାୟତା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ ଆର୍ଥିକ ସ୍ଥିତି କ୍ଷେତ୍ରରେ ଅର୍ଥ ସମର୍କିତ ସମସ୍ୟା ଦେଖାଯିବ।

ବିଛା ରାଶି:- ଆପଣଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା କାର୍ଯ୍ୟରେ ଲାଭ ଆସିବ। ଆପଣଙ୍କ ଯଶରେ ମଧ୍ୟ ଅନେକ ବୃଦ୍ଧି ଆସିବ।

ଧନୁ ରାଶି:- ଛାତ୍ର ଛାତ୍ରୀ ମାନେ ଭବିଷ୍ୟତର ଆବଶ୍ୟକତା ଅନୁସାରେ ନିଜର ବ୍ୟବସାୟର ଚୟନ କରିବେ, ପିତାଙ୍କ ପକ୍ଷରୁ ସହଯୋଗ ପ୍ରାପ୍ତ କରିବେ।

ମକର ରାଶି:- ଆପଣଙ୍କ ଦ୍ଵାରା ପୂର୍ବରୁ କରାଯାଇଥିବା କାର୍ଯ୍ୟରୁ ମାନସମ୍ମାନରେ ବୃଦ୍ଧି ଘଟିବ ଜୀବନ ସାଥିଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ।

କୁମ୍ଭ ରାଶି:- କାର୍ଯ୍ୟ କ୍ଷେତ୍ରରେ କିଛି ବ୍ୟବଧାନ ଦେଖାଯାଇପାରେ।ଯୋଜନା ଭାବେ କାର୍ଯ୍ୟକୁ ସମ୍ପନ୍ନ କରି ଲାଭର ସ୍ଥିତି ପ୍ରାପ୍ତ କରିବେ।

ମୀନ ରାଶି:- ଅନୁଭବି ବ୍ୟକ୍ତିଙ୍କ ପରାମର୍ଶରେ ଆପଣ ନିଜର କାର୍ଯ୍ୟର ବିସ୍ତାର କରିବାରେ ସକ୍ଷମ ହେବେ ସ୍ବାସ୍ଥ୍ୟ ସମସ୍ୟାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *