October 22, 2024

Odia Express

Leading Odia News Portal of Odisha

7 ଏପ୍ରିଲ ୨୦୨୩ ଶୁକ୍ରବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ୪ଟି ରାଶି ପାଇବେ ବଡ ଖୁସି ର ଖବର…

ମେଷ ରାଶି:- ଦୈନିକ ବ୍ୟବସାୟୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଜୀବନସାଥିଙ୍କ ପରାମର୍ଶ ଆପଣଙ୍କ ବ୍ୟୟକୁ ନିୟନ୍ତ୍ରିତ ରଖିବାରେ ସହାୟତା ହେବ।ଭାଇ ଓ ଭଉଣୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ।ବ୍ୟବସାୟରେ ନିବେଶ ଲାଭପ୍ରଦ ସାବ୍ୟସ୍ତ ହେବ।

ବୃଷ ରାଶି:- ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ କରିବା ପାଇଁ ପ୍ରେରିତ ହେବେ। ରାଜନୀତିକ ତଥା ସାମାଜିକ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କ ପ୍ରଭାବ ବିସ୍ତାର ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅତି ଉପଯୋଗୀ ରହିଛି। ଜୀବନସାଥିଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଛି।

ମିଥୁନ ରାଶି:- ବ୍ୟବସାୟୀ ମାନଙ୍କ ପାଇଁ ରୋଜଗାର ସମ୍ପର୍କିତ କୌଣସି ସୁଖଦ ସମାଚାର ପ୍ରାପ୍ତ ହେବ ଚିନ୍ତାରୁ ମୁକ୍ତି ମିଳିବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ମାତା ପିତାଙ୍କ ଆଶୀର୍ବାଦ ମିଳିବ।ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ।ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଅବସ୍ଥାର ଧ୍ୟାନ ରଖିବାକୁ ହେବ।

କର୍କଟ ରାଶି:- ଆଜି ଆପଣଙ୍କ ଆର୍ଥିକ ସମସ୍ୟାରେ ବୃଦ୍ଧି ଘଟିବ।ରାଜନୀତି ସହିତ ଜଡିତ ବ୍ୟକ୍ତିଙ୍କୁ ସମାଜ ସେବା କରିବାର ନୂଆ ଅବସର ମିଳିବ। ବିଦେଶ ସମ୍ପର୍କିତ ବ୍ୟବସାୟୀମାନଙ୍କୁ ସାବଧାନ ରହିବାକୁ ପଡ଼ିବ। କୌଣସି ବିଷୟକୁ ନେଇ ପରିବାରରେ ବାଦ ବିବାଦ ଦେଖା ଯାଇପାରେ।

ସିଂହ ରାଶି:- ଗୁରୁଜନ ମାନଙ୍କ ସହଯୋଗ ଓ ଆଶୀର୍ବାଦ ମିଳିବ।ବନ୍ଧୁ ମିତ୍ରଙ୍କ ଅହୁଭବ ତଥା ପରାମର୍ଶ ଆପଣଙ୍କ କାର୍ଯ୍ୟରେ ସହାୟକ ହେବ। ପରସ୍ପର ସହିତ ସମ୍ପର୍କରେ ପ୍ରଗାଢତା ଆସିବ।ଆପଣ କିଛି ନୂଆ ବ୍ୟକ୍ତିଙ୍କ ସହିତ ଦେଖା କରିବେ। ବ୍ୟବସାୟରେ ଜଡିତ ବ୍ୟକ୍ତିଙ୍କୁ ଆର୍ଥିକ ଲାଭ ମିଳିବ।

କନ୍ୟା ରାଶି:- ପ୍ରତିଯୋଗୀ ପରୀକ୍ଷାରେ ସଫଳତା ହାସଲ କରିବେ। ପରିବାରରେ ଆପଣଙ୍କ ମାନସମ୍ମାନର ବୃଦ୍ଧି ଘଟିବ।ଆପଣଙ୍କ ଅଟକି ଥିବା କାର୍ଯ୍ୟ ଶେଷ ହେବ। ସ୍ୱାସ୍ଥ୍ୟ ମଧ୍ୟମ ରହିଛି କିନ୍ତୁ ଚକ୍ଷୁ ସହିତ ଜଡିତ ସମସ୍ୟାର ବିଶେଷ ଧ୍ୟାନ ରଖିବାକୁ ହେବ।

ତୁଳା ରାଶି:- ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା କାର୍ଯ୍ୟରେ ସକାରାତ୍ମକ ପ୍ରଭାବ ପ୍ରାପ୍ତି ହେବ।ବିଦ୍ୟାର୍ଥୀ ମାନଙ୍କୁ ଇଛୁକ କ୍ଷେତ୍ରରେ ଉଚ୍ଚ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ। ଆପଣଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି ହେବ।ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଉତ୍ତମ ପ୍ରସ୍ତାବ ମିଳିବ।

ବିଛା ରାଶି:- କୌଣସି ପ୍ରକାରର ଲମ୍ବା ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ। ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କୁ କଠିନ ପରିସ୍ଥିତିରୁ ମୁକ୍ତି ପ୍ରଦାନ କରିବ।

ଧନୁ ରାଶି:- ବଡ଼ ଭାଇଙ୍କ ମାର୍ଗଦର୍ଶନ ଓ ସହଯୋଗ ମିଳିବ।ଜୀବନ ସାଥିଙ୍କ ପୂର୍ଣ୍ଣ ସମର୍ଥନ ଆପଣଙ୍କୁ ପ୍ରାପ୍ତି ହେବ ଓ ପ୍ରେମ ଜୀବନରେ ମଧୁରତା ଆସିବ।

ମକର ରାଶି:- ସାମାଜିକ ମାନସମ୍ମାନ ପ୍ରାପ୍ତ କରିବେ। ବିଦ୍ୟାର୍ଥୀମାନେ ଯେକୌଣସି ସମସ୍ୟାର ସମାଧାନ କରିବାରେ ସଫଳ ହେବେ।

କୁମ୍ଭ ରାଶି:- ବ୍ୟବସାୟ କ୍ଷେତ୍ରରେ ପ୍ରଗତି ହେବ। ମାନସିକ ଚିନ୍ତାରୁ ଆପଣ ମୁକ୍ତି ପାଇବେ ପୂର୍ବରୁ ଦେଖା ଯାଉଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।

ମୀନ ରାଶି:- ଭାଗିଦାରୀରେ କରାଯାଇଥିବା କାର୍ଯ୍ୟରେ ଅବରୋଧ ଉତ୍ପନ ହୋଇପାରେ। ଗାୟନ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କୁ ନୂଆ ଅବସର ମିଳିବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *