December 5, 2024

Odia Express

Leading Odia News Portal of Odisha

ଭେଣ୍ତି ଖାଇଲେ ମିଳିଥାଏ ଏହି ଜବରଦସ୍ତ ଫାଇଦା – ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ , କାରଣ…

ଭେଣ୍ତିର ପରିବା ଅଧିକାଂଶ ଲୋକଙ୍କୁ ପସନ୍ଦ ଲାଗିଥାଏ , ବହୁତ ସାରା ଲୋକେ ଭେଣ୍ତି କୁ ତାହାର ବାସ୍ନା ଓ ଚିପଚିପା ପ୍ରକୃତି ପାଇଁ ଖାଇବାକୁ ପସନ୍ଦ କରନ୍ତି ନାହୀଁ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଗରମ ଦିନରେ ଭେଣ୍ତି ସ୍ୱାସ୍ଥ୍ୟ ପାଈଁ ବହୁତ ଭଲ ହୋଇଥାଏ , ପେଟର ସମସ୍ୟା ପାଈଁ ଭେଣ୍ତି ଏକ ବରଦାନ ଅଟେ , ଆସନ୍ତୁ ଜାଣିବା ଭେଣ୍ତିରେ କଣ କଣ ରହିଥାଏ ଖାସ୍ ।ଆଜି ଯେଉଁ ଅସୁବିଧା ଲୋକଙ୍କ ଅଧିକା ଚିନ୍ତାର ବିଷୟ ହୋଇଛି, ତାହା ହେଲା ମୋଟାପା ଏହାଠାରୁ ମୁକ୍ତି ପାଇବାକୁ ହେଲେ , ଭେଣ୍ତି ଏକ ବରଦାନ ସଦୃଶ ପରି ହୋଇଥାଏ । ଏହାକୁ ପାଣି ସହ ସେବନ କଲେ ଫାଇଦା ମିଳିଥାଏ , ଭେଣ୍ତିର ସେବନ କରିଲେ ଶରୀରର ମେଟାବଲିଜିମ୍ ସିଷ୍ଟମ୍ ଠିକ୍ ହୋଇଥାଏ , ଯାହା ଦ୍ୱାରା ପାଚନ କ୍ରିୟା ସଠିକ୍ ରହିଥାଏ , ଓ ମୋଟାପା କମ୍ କରିଥାଏ ।

 

ଭେଣ୍ତିରେ କାର୍ବୋହାଇଡ୍ରେଡ୍ , ପ୍ରୋଟିନ୍ , ଭିଟାମିନ୍ ଓ ଏ ସହ ସି ଥାଏ , ଏହା ଛଡା ପୋଟାସିୟମ୍ , କ୍ୟାଲିସିୟମ୍ , ଥିୟାମିନ୍ ମହଜୁଦ୍ ଥାଏ , ଭେଣ୍ତିରେ କ୍ୟାଲୋରୀ ମାତ୍ରା ପ୍ରଚର ହୋଇଥାଏ , ଭେଣ୍ତିର ମହଜୁଦ୍ ଫାଇବର୍ ପେଟର କବ୍ଜ , ଡାଇରିଆ , ଓ ପେଟ ପୀଡା ଦୂର କରିଥାଏ , ଏହା ସହ ଭିଟାମିନ୍ ଏ କାରଣରୁ ଏହା ଆଖିର ପାଇଁ ଫାଇଦା ମିଳିଥାଏ , ଭେଣ୍ତିରେ ମହଜୁଦ୍ ଥିବା ଆଣ୍ଟି ଏକ୍ସିଡେଣ୍ଟ ଓ ଭିଟା କେରୋଟିନ୍ ତ୍ୱଚାକୁ ଉଜ୍ଜଳ କରିଥାଏ , ଓ ଏହା ସୁଗର୍ ସ୍ତରକୁ ସଠିକ୍ ରଖିଥାଏ ।

Leave a Reply

Your email address will not be published. Required fields are marked *