October 24, 2024

Odia Express

Leading Odia News Portal of Odisha

ସବୁବେଳେ ଧ୍ୟାନ ରଖନ୍ତୁ ଧୀରୁଭାଇ ଅମ୍ବାନୀଙ୍କ ଏହି ୫ ଟି କଥା – ଆପଣଙ୍କୁ ମୁକେଶ ଅମ୍ବାନୀ ହେବାପାଇଁ କେହି ବି ଅଟକାଇ ପାରିବେ ନାହିଁ…

ସଫଳତା କେବେ କାହାକୁ ସହଜରେ ମିଳିନଥାଏ , ଓ ଯେବେ ଏହି କଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ହେବାପାଇଁ ହେଲେ ଆପଣଙ୍କୁ ଗୋଟେ ପାଦ ଆଗକୁ ଯିବାକୁ ପଡିଥାଏ , ଧିରୁଭାଇ ଅମ୍ବାନୀଙ୍କର ଗୋଟେ ହିଁ ମନ୍ତ୍ର ଥିଲା , ଜଣେ ବାପାଙ୍କ ରୁପରେ ଧୀରୁ ଭାଇ ଅମ୍ବାନୀଙ୍କ ଠାରୁ ଏହା ଶିକ୍ଷା ପାଇ ମୁକେଶ ଅମ୍ବାନୀ ଏତେ ସଫଳ ବ୍ୟକ୍ତି ହୋଇପାରିଛନ୍ତି ।ନୀତା ଅମ୍ବାନୀ ଓ ମୁକେଶ ଅମ୍ବାନୀ ଓ ରିଲାୟନ୍ସ ଇଣ୍ତଷ୍ଟ୍ରିଜ୍ ଏବେ ୨ କୋଟିର ମୁମ୍ବାଇ ବାସିଙ୍କୁ ଏକ ନୂଆ ଓ ଗୌରବଶାଳୀ ଆଇକନ୍ ଧୀରୁଭାଇ ଅମ୍ବାନୀ ସ୍କେୟାର୍ ସମର୍ପିତ କରିଛନ୍ତି , ଏହି ସ୍କେୟାର୍ ମୁମ୍ବାଇର ବାନ୍ଧ୍ରା କୁର୍ଲ୍ଲା କମ୍ପ୍ଲେକ୍ସ ରେ ଧୀରୁ ଭାଇ ଅମ୍ବାନୀ ଇଣ୍ଟରନ୍ୟାଶାନାଳ୍ ସ୍କୁଲ୍ ର ସାମନାରେ ଅଛି ,

 

ଧୀରୁଭାଇ ଅମ୍ବାନୀ ସ୍କେୟାର୍ ଜିଓ ୱାର୍ଲଡ୍ ସେଣ୍ଟରର ଏକ ଅଂଶ ଅଟେ , ଏହି ମଉକାରେ ନୀତା ଅମ୍ବାନୀ କହିଲେ କି ଧୀରୁଭାଇ ଅମ୍ବାନୀ ସ୍କେୟାର୍ ରେ ବିଶେଷ ମ୍ୟୁଜିକାଲ୍ ଫାଉଣ୍ଟେନ୍ କାର୍ଯ୍ୟକ୍ରମ ମୁମ୍ବାଇ ଜୀବନ୍ତ ଭାବନା ପାଇଁ ଏକ ସମର୍ପଣ ଅଛି , ଆସନ୍ତୁ ଜାଣିବା ଧୀରୁଭାଇ ଅମ୍ବାନୀଙ୍କ ଏହି ୫ ଟି ଶିକ୍ଷା । ରିଲାୟନ୍ସ ଜିଓ ର ଲଞ୍ଚିଙ୍ଗ୍ ପରେ ନିଜ ଏକ ସାକ୍ଷାତକାରରେ ମୁକେଶ ଅମ୍ବାନୀ କହିଲେ କି ଧୀରୁଭାଇ ଅମ୍ବାନୀ ତାଙ୍କ ପୁଅ ଭଳି ନୁହେଁ ବରଂ ପାର୍ଟନର୍ ଙ୍କ ଭଳି ଦେଖୁଥିଲେ , ସେ କହୁଥିଲେ କି ବିଜନେସ୍ ରେ ରିଲେସନସିପ୍ ଦେଖାଯାଏନି , ବରଂ ପାର୍ଟନର୍ ସିପ୍ ଚାଲିଥାଏ ,

 

କିଛି ବି କାମ ଆରମ୍ଭ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଜଣାଥିବା ଦରକାର କି ଆପଣଙ୍କ ଲକ୍ଷ୍ୟ କଣ ଅଛି , ଯାହା ଦ୍ୱାରା ଆପଣ ସେଠାକୁ ପହଞ୍ଚିପାରିବେ , ବିନା ଲକ୍ଷ୍ୟରେ କିଛି ହାସିଲ୍ କରିପାରିବେ ନାହିଁ ।

 

ଯେତେ ଆପଣ ପାଠ ପଢିଥାନ୍ତୁ କିମ୍ବା କାମ କରନ୍ତୁ , ସବୁବେଳେ ପଜେଟିଭ୍ ରହିବା ଜରୁରି , ଏହି ଆପ୍ରୋଚ୍ ସହ ଯେବେ ଆପଣ ଆଗକୁ ବଢିବେ , ଆପଣଙ୍କୁ ସଫଳତା ମିଳିଯିବ , ହୋଇପାରେ କି ଆପଣଙ୍କ ଆଖପାଖରେ ସବୁ ନେଗେଟିଭ୍ ସ୍ୱଭାବର ଲୋକ ଅଛନ୍ତି , କିନ୍ତୁ ଆପଣଙ୍କୁ ପଜେଟିଭ୍ କାର୍ଯ୍ୟ କରିଦେଖାଇବାର ଅଛି,

 

ସବୁ ବ୍ୟକ୍ତିଙ୍କୁ ସଫଳତା ଓ ଅସଫଳତା ସାମନା କରିବାକୁ ପଡିଥାଏ,  ଏଥିପାଇଁ ଅସଫଳତା କୁ ଡରିବା ଉଚିତ୍ ନୁହେଁ , ବରଂ ତାହାକୁ ଦୃଢତାର ସହ ସାମନା କରିବା ଉଚିତ୍ , ମୁକେଶ ଅମ୍ବାନୀଙ୍କ ମୁତାବିକ ସେ ବିଜନେସ୍ ରେ ବହୁତଥର ଅସଫଳତା ପାଇଥିଲେ , କିନ୍ତୁ ସେ ନିଜ ବାପାଙ୍କ କଥାକୁ ନେଇ ଆଗକୁ ଚାଲିଥିଲେ ।

ଗୋଟେ ଭଲ ଟିମ୍ ବିନା କିଛି କରିପାରିବେ ନାହିଁ , ଏଥିପାଇଁ ଭଲ ଲୋକଙ୍କ ସହ ଟିମ୍ କରିବା ଓ ପରିଶ୍ରମ କରି କାମକୁ ଆଗକୁ ବଢାଇବା , ବହୁତ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *