October 23, 2024

Odia Express

Leading Odia News Portal of Odisha

୪୮ ଘଣ୍ଟାରେ ପୁରୁଣାରୁ ପୁରୁଣା ଡାଇବେଟିଜ୍ କୁ ଜଡରୁ ଶେଷ କରିଦେଇଥାଏ ପିଆଜ , ଖାଇବାର ସଠିକ୍ ତରିକା ଜାଣିଥିବା ଦରକାର…

ପିଆଜ କଟିବା ସବୁଠାରୁ ଅସୁବିଧାର କାରଣ ହୋଇଥାଏ , କିନ୍ତୁ ପିଆଜରୁ ହେଉଥିବା ଏହି କଠିନତାକୁ ଭୁଲି ଗଲେ ପିଆଜ ଏକ ସ୍ୱାସ୍ଥ୍ୟକର ଓ ସୁନ୍ଦରତା ଖଜାଣା ଅଟେ , ପିଆଜରେ ଆଣ୍ଟି ଇନ୍ଫଫ୍ଲେମେଣ୍ଟାରୀ ଗୁଣ ମିଳିଥାଏ , ଯାହା ଛଡା ଆଣ୍ଟି ଆର୍ଲଜିକ୍ , ଆଣ୍ଟି ଏକ୍ସିଡେଣ୍ଟ, ଓ ଆଣ୍ଟି କର୍ସିନୋଜେନିକ୍ ଗୁଣ ହୋଇଥାଏ । ପିଆଜରେ ଭରପୁର ପରିମାଣର ଭିଟାମିନ୍ ଏ , ବି୬, ବି କମପ୍ଲେକ୍ସ , ଓ ସବୁ କିଛି ମିଳିଥାଏ , ପିଆଜରେ ଆଇରନ୍ , ଫୋଲେଟ୍ ଓ ପୋଟାସିୟମ୍ ପରି ଖଣିଜ ବି ପର୍ଯ୍ୟପ୍ତ ମାତ୍ରାରେ ହୋଇଥାଏ , ପିଆଜରେ ସଲଫୁରିକ୍ କମ୍ପାଉଣ୍ତ ଓ ଫ୍ଲେବୋନୋଏଡ୍ସ ଖଜାନା ହୋଇଥାଏ , କଞ୍ଚା ପିଆଜରେ ବ୍ୟବହାର କରି ବହୁତ କିଛି କରାଯାଇପାରିବ , କିଛି ଲୋକ ଏହାକୁ ସାଲାଡ୍ ପରି ନେବାକୁ ପସନ୍ଦ କରନ୍ତି , ଓ କିଛି ଲୋକ ଏହାକୁ ପିଜାରେ ପସନ୍ଦ କରିଥାନ୍ତି , ଓ କିଛି ଲୋକେ ଏହାକୁ ଆଚାର ଭାବେ ପସନ୍ଦ କରିଥାନ୍ତି ।

 

କଞ୍ଚା ପିଆଜ ଖାଇଲେ ବାଳ ଗୁଡିକ କଳା ହୋଇଥାଏ , କଞ୍ଚା ପିଆଜର ରସକୁ ନିଜ ମୁଣ୍ତର ତାଳରେ ଲଗାଇଲେ ଫାଇଦା ମିଲିଥାଏ , ପିଆଜର ବ୍ୟବହାରରେ ବ୍ଲଡ୍ ସୁଗର୍ ନିୟନ୍ତ୍ରିତ ହୋଇଥାଏ , ମଧୁମେହ ରୋଗୀଙ୍କ ପାଇଁ ଏହା ଫାଇଦା ଦାୟକ ହୋଇଥାଏ , ପିଆଜର ରସକୁ ପିଇଲେ ଡାଇବେଟିଜ୍ ପରି ରୋଗ ଶେଷ ହୋଇଯାଏ ।

ପିଆଜରେ ଏମିତି କିଛି ତତ୍ତ୍ୱ ଥାଏ ଯାହା କ୍ୟାନସରରୁ ମୁକ୍ତି ଦେଇଥାଏ , କଞ୍ଚା ପିଆଜ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ , ପିଆଜରେ ଏପରି ତ୍ୱତ୍ତ ରହିଥାଏ ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ , ପିଆଜରେ ମହଜୁତ ଭିଟାମିନ୍ ସି , କ୍ୟାଲସିୟମ୍ ଓରାଲ୍ ହେଲଥ୍ ପାଇଁ ଫାଇଦାଦାୟକ ହୋଇଥାଏ ।

 

ନାକରୁ ରକ୍ତ ବହିଲେ କଞ୍ଚା ପିଆଜକୁ କାଟିକରି ଶୁଙ୍ଗି ନିଅନ୍ତ୍ , ଏହା ଛଡା ପାଇଲ୍ସ ପରି ସମସ୍ୟା ହେଲେ ଧଳା ପିଆଜ ଖାଇବା ହିତକର ହୋଇଥାଏ ।

ସବୁ ଦିନ ପିଆଜ ଖାଇଲେ ଇନ୍ସୁଲିନ୍ ମିଳିଥାଏ , ଯଦି ଆପଣଙ୍କୁ ଡାଇବେଟିଜ୍ ଅଛି ତେବେ ସବୁଦିନ ପିଆଜକୁ ସାଲାଡ୍ ହିସାବରେ ଖାଆନ୍ତୁ ,

କଞ୍ଚା ପିଆଜ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିଥାଏ , ଏଥିରେ ଥିବା ମିଥାଇଲ୍ ସଲଫାଇଡ୍ ଓ ଅମିନୋ ଏସିଡ୍ ଥାଏ ଯାହା କୋଲେଷ୍ଟ୍ରୋଲ୍ କୁ କାବୁ କରିନିଏ , ଓ ହୃଦ ରୋଗ ସଂବନ୍ଧିତ ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ ,

 

ଏନିମିଆ ଠିକ୍ କରିଥାଏ – ସବୁ ଦିନ ପିଆଜ ଖାଇଲେ ରକ୍ତ ହୀନତା ଦୂର ହୋଇଥାଏ ।

 

 

Leave a Reply

Your email address will not be published. Required fields are marked *