October 22, 2024

Odia Express

Leading Odia News Portal of Odisha

ବାପାଙ୍କ ପାଖରେ ଅଛି ୧୪ ଆରବ ଟଙ୍କାର ସମ୍ପତ୍ତି ତାପରେ ସୁଦ୍ଧା ବି ଛୁଆ ମାନେ ଏତେ ଶିକ୍ଷିତ ଅଟନ୍ତି, ଜାଣନ୍ତୁ କେତେ ପଢିଛନ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଓ ପୁଅ ମାନେ..

ଏମିତି ଆପଣ ବହୁତଥର ଶୁଣିଥିବେ କି ପଢିଲେ ଲେଖିଲେ ହେବେ ନବାବ , କିନ୍ତୁ ଯଦି ଖେଳିବେ ହେବେ ଖରାପ , ଆଜି କାଲି ବିଜ୍ଞାପନରେ ଖେଳିବା କୁଦିବାକୁ ବେଶୀ ମହତ୍ତ୍ୱ ଦିଆଯାଉଛି , କାରଣ ଜୀବନରେ ଖେଳିବା କୁଦିବା ସେତିକି ଜରୁରୀ ହୋଇଥାଏ , ଯେତିକି ପାଠ ପଢିବା କରିବା ଜରୁରୀ ହୋଇଥାଏ , ପୁର୍ବର ସମୟରେ ସଫଳତା ପାଇବା ପାଇଁ ପାଠ ପଢାକୁ ଯୋଡା ଯାଉଥିଲା , ମାନେ ଲୋକଙ୍କୁ ଲାଗୁଥିଲା କି ବ୍ୟକ୍ତି ଯେତେ ପାଠ ପଢିଥିବ , କେବଳ ସେ ହିଁ ଦୁନିଆଁରେ ସଫଳତା ହାସିଲ୍ କରିବ | ବୋଧେ ଏହି କାରଣରୁ ପାଠ ପଢା ଉପରେ ବେଶୀ ଧ୍ୟାନ ଦିଆଯାଉଥିଲା , ଓ ବାକି ଜିନିଷରେ କମ୍ ଧ୍ୟାନ ଦିଆଯାଉଥିଲା । ଯଦି ଆପଣ ଭାବୁଥିବେ କି ପାଠ ପଢା ବିନା ବ୍ୟକ୍ତି ସଫଳତା ହାସିଲ୍ କରିପାରିବ ନାହିଁ ଏହା ଆପଣ ଭୁଲ୍ ଭାବୁଛନ୍ତି , ଆମେ ଏହା କହୁ ନାହୁଁ କି ପାଠ ପଢା ଜରୁରୀ ହୋଇନଥାଏ , କିନ୍ତୁ ସଫଳତା ପାଇବା ପାଇଁ ଏମିତି ସହଜ ହୋଇନଥାଏ ।

 

ହଁ ଆଜ୍ଞା ସଫଳତା ପାଇବାକୁ ହେଲେ ଉଚ୍ଚ ଶିକ୍ଷା ଦରକାର ନୁହେଁ , ବରଂ ମନୁଷ୍ୟକୁ କଡା ପରିଶ୍ରମ କରିବା ଦରକାର ପଡିଥାଏ , ସେମିତି ବ୍ୟକ୍ତି ଯେଉଁ ଜିନିଷ କରିବାର ଇଚ୍ଛା ଓ ମନୋବଳ ଥିବ ତେବେ ମଣିଷ ଯେ କୌଣସି ମାଧ୍ୟମରେ ସଫଳତା ପାଇପାରିବ , କିନ୍ତୁ ଏହା ସବୁ ସତ୍ତ୍ୱେ ମଧ୍ୟ ବିନା ପାଠ ପଢାରେ ଆମେ ଶିକ୍ଷା ପ୍ରାପ୍ତି କରିପାରିବା ନାହିଁ , ବୋଧେ ଏହି କାରଣ ସକାଶେ ଆରବପତି ଲୋକ ଏତେ ଧନୀ ହେବା ସତ୍ତ୍ୱେ ନିଜ ଛୁଆଙ୍କୁ ଏତେ ଅଧିକା ପଢାଇଥାନ୍ତି ।

ଏମିତି ଆପଣ ଜାଣିଥିବେ କି ମୁକେଶ ଅମ୍ବାନୀ ଅଧିକା ପଢିନାହାନ୍ତି , କିନ୍ତୁ ତାଙ୍କର ଛୁଆ କେତେ ପାଠ ପଢିଛନ୍ତି , ଏହା ଆପଣ ଜାଣିନଥିବେ , ତେବେ ଆସନ୍ତୁ ଜାଣିବା ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର ଛୁଆ କେତେ ପାଠ ପଢିଛନ୍ତି , ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ କି ମୁକେଶ ଅମ୍ବାନୀଙ୍କ କମ୍ ବୟସରେ କେବଳ ନିଜ ବାପାଙ୍କ ବିଜନେସ୍ ସମ୍ଭାଳୁଛନ୍ତି , ବରଂ ପୂର୍ବରୁ ସେ ଉଚ୍ଚ ଶିକ୍ଷା ବି ହାସିଲ୍ କରୁଥିଲେ , କିନ୍ତୁ ତାପରେ ଆମେ ତାଙ୍କ ବିଷୟରେ ବିସ୍ତାରରେ କହିବୁ ।

 

୧) ଈଶା ଅମ୍ବାନୀ : ସବୁଠାରୁ ପ୍ରଥମେ ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ କଥା କହିବୁ , କହିଦେବୁ କି ଈଶା କେବଳ ୧୬ ବର୍ଷର ଥିଲେ ତେବେ ତାଙ୍କ ନାଁ ଫୋର୍ବସ୍ ପତ୍ରିକାର ଲିଷ୍ଟରେ ଟପ୍ ଟେନ୍ ବିଲେନିୟର୍ ରେ ସାମିଲ୍ ଥିଲା , କିନ୍ତୁ ଏବେ ତାଙ୍କର ନୁହେଁ ବରଂ ତାଙ୍କ ବାପାଙ୍କ ସଫଳତା ବିଷୟରେ କହିପାରିବା , ସେମିତି ଈଶାଙ୍କ ପାଠ ପଢା କଥା କହିଲେ ସେ ୟେଲ୍ ୟୁନିଭରସିଟିରୁ ସାଇକୋଲୋଜିରେ ଡିଗ୍ରୀ ହାସିଲ୍ କରିଛନ୍ତି , କହିଦେବୁ କି ନିଜ ପାଠ ପଢା ପୂରା କରିସାରିବା ପରେ ଈଶା ଅମ୍ବାନୀ ନିଜ ମା ନୀତା ଅମ୍ବାନୀଙ୍କ ସହ ଏନ୍ ଜିଓ ରେ କାମ କରିଥିଲେ , ଏହା ଛଡା ଈଶା ଆର୍ଟ, ସ୍ପୋର୍ଟସ୍, ଓ ବିଜନେସ୍ ରେ ଯୋଡି ହୋଇଛନ୍ତି , ଓ ତାଙ୍କୁ ବହୁତ ଆୱାର୍ଡ ବି ମିଳିଛି ।

 

୨) ଆକାଶ ଅମ୍ବାନୀ : ଯଦି ଆକାଶ ଅମ୍ବାନୀଙ୍କ କଥା କହିବା ତେବେ ଆକାଶ ଏବେ ନିଜ ବାପା ରିଲାୟନ୍ସ ଜିଓର ବିଜନେସ୍ ସମ୍ଭାଳୁଛନ୍ତି , ସେମିତି ତାଙ୍କର ଯଦି ପାଠ ପଢା କଥା କହିବା ତେବେ ସେ ବ୍ରାଉନ୍ ୟୁନିଭରସିଟିରୁ ଇକୋନୋମିକ୍ସରେ ବ୍ୟାଚଲର୍ ଡିଗ୍ରୀ ହାସିଲ୍ କରିଛନ୍ତି , ଏହା ସହ ସେ ଫଟୋଗ୍ରାଫି କରିବା ପସନ୍ଦ କରନ୍ତି ,ସେଥିପାଇଁ ସେ ବିଜନେସ୍ ସମ୍ଭାଳିବା ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ବି କରୁଛନ୍ତି ।

 

୩) ଅନ୍ତନ ଅମ୍ବାନୀ : ଏବେ ମୁକେଶ ଅମ୍ବାନୀଙ୍କ ଛୋଟ ପୁଅ ଅନ୍ତନ ଅମ୍ବାନୀଙ୍କର କଥା କହିବା , ଏହି କଥା ସମସ୍ତେ ଜାଣିଥିବେ କି ଅନ୍ତନ କେବଳ ୧୮ ମାସରେ ୧୮୦ କେଜି ଓଜନ ହଟାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ , ସେ ଏବେ ବ୍ରାଉନ୍ ୟୁନିଭରସିଟିରେ ବ୍ୟାଚଲର୍ ଡିଗ୍ରୀ କରୁଛନ୍ତି , ଏହା ଛଡା ଅନ୍ତନ ଅମ୍ବାନୀଙ୍କ ବିଷୟରେ ଏମିତି କୁହାଯାଏ କି ସେ ବାଲାର୍ଜୀଙ୍କ ବହୁତ ବଡ ଭକ୍ତ ଅଟନ୍ତି , ଏମିତିରେ ସେ କୌଣସି ନୂଆ କାମ ଆରମ୍ଭ କରିବାକୁ ହେଲେ ପ୍ରଥମେ ବାଲାର୍ଜୀଙ୍କର ଦର୍ଶନ କରିଥାନ୍ତି , ଏହା ଛଡା ସେ କ୍ରିକେଟ୍ ମ୍ୟାଚ ଦେଖିବା, ଓ ସାଙ୍ଗ ମାନଙ୍କ ସହ ପାର୍ଟି କରିବା ବହୁତ ସଉକ ରଖନ୍ତି , ସଚିନ୍ ତେନ୍ଦୁଲକର୍ ଙ୍କ ଝିଅ ସାରାଙ୍କର ସେ ଭଲ ବନ୍ଧୁ ଅଟନ୍ତି

Leave a Reply

Your email address will not be published. Required fields are marked *