July 22, 2024

Odia Express

Here, There and Everywhere

ଚନ୍ଦ୍ର ପରି ଚମକିଉଠିବ ଆପଣଙ୍କ ଚେହେରା, ଖାଲି ସବୁଦିନ ଶୋଇବା ପୂର୍ବରୁ ଏହି ଛୋଟ କାମ କରିବାକୁ ହେବ ..

ଆଜିର ଜମାନାରେ ସମସ୍ତେ ସୁନ୍ଦର ଦେଖାଯିବାକୁ ପସନ୍ଦ କରନ୍ତି । ସେ ଜମାନା ଚାଲିଯାଈଛି ଯେଉଁ ଯୁଗରେ କେବଳ ଗୋରା ଲୋକଙ୍କୁ ସୁନ୍ଦର କୁହାଯାଉଥିଲା , ଆଜିର ଜମାନାରେ ଆପଣଙ୍କ ସ୍କ୍ରିନ୍ ର କଲର୍ ଯେପରି ହେଉ , ଗହମିଆ କଲର ସ୍କ୍ରିନ୍ ଲୋକ ବି ସୁନ୍ଦ୍ରର ଓ ଆକର୍ଷକ ଦେଖାଯାଇପାରିଏ , ତାହା ସହ ସମ୍ଭବ ଅଛି କି ଆପଣଙ୍କ ସ୍କ୍ରିନ୍ ସଫା ହେବା ପରେ ଏତେ ଅଧିକା ଆକର୍ଷଣୀୟ ଦେଖାଯାଇପାରିବେ ନାହିଁ,  ଆପଣଙ୍କ ସ୍କ୍ରିନ୍ ର କ୍ୱାଲିଟି ଓ ନରମ ଆପଣଙ୍କ ସମୁଦାୟ ଲୁକ୍ ଓ ଚମକ ଆଣିବାରେ କାମ କରିଥାଏ , ଆପଣଙ୍କ ସ୍କ୍ରିନ୍ କେତେ ଚମକ ଅଛି ଓ କେତେ ନରମ ଅଛି ତାହା ଅଧିକା ଦରକାରିତା ହୋଇଥାଏ ।

 

ଆପଣ ନିଜ ସ୍କ୍ରିନ୍ ରେ ଚମକ ଆଣିବାକୁ ହେଲେ ବହୁତ ପ୍ରକାରର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି , ଏହି ବଜାରର ପ୍ରଡକ୍ଟ ଏତେ ମହଙ୍ଗା ହୋଇଥାଏ ,ଯାହା ଅଧିକା ସମୟ ବ୍ୟବହାର କଲେ ଆପଣଙ୍କୁ ବହୁତ ପ୍ରକାରର ସାଇଡ୍ ଇଫେକ୍ଟ ହୋଇପାରେ , ଏହି ପ୍ରଡକ୍ଟରେ ବହୁତ ହାନିକାରକ କେମିକାଲ୍ସ ହୋଇଥାଏ,  ଯାହା ସ୍କ୍ରିନ୍ କୁ କିଛି ସମୟ ଭଲ ବନାଇଥାଏ , କିନ୍ତୁ ପରେ ଏହା ଭୟାନକ ପରିଣାମ ଦେଖିବାକୁ ମିଳିଥାଏ , ଆଜି ଆମେ ଏମିତି ଏକ ଘରୋଇ ଉପାୟ କହିବାକୁ ଯାଉଛୁ , ଏହି କଥାକୁ ଧ୍ୟାନ ରଖିକରି ଆଜି ଆମେ ଆପଣଙ୍କୁ କିଛି ବହୁତ ଖାସ୍ ଉପାୟ କହିବାକୁ ଚାହିଁବୁ , ଏହି ପ୍ରକିୟାକୁ ଆପଣାଇଲା ପରେ ଆପଣଙ୍କ ଚେହେରାରେ ଏକ ଅଲଗା ପ୍ରକାରର ଚମକ ଆସିବ ।

 

ଦିନ ସାରା କର୍ମ ବ୍ୟସ୍ତ ଭିତରେ ଆପଣଙ୍କ ଚେହେରା ଓ ବଡିର ଅନ୍ୟ ପାର୍ଟ ସ୍କ୍ରିନ୍ ରେ ଧୁଳିମାଟି କୋଣ ଜମା ହୋଇଯିବାପରେ ଆପଣଙ୍କ ସ୍କ୍ରିନ୍ ଟୋନ୍ କମିବାକୁ ଲାଗେ , ବରଂ ଏହା ଆପଣଙ୍କ ଚେହେରାକୁ ନଷ୍ଟକରିବାକୁ ଲାଗେ,  ଆମର ସ୍କ୍ରିନ୍ ରେ ବହୁତ ପ୍ରକାରର ଛୋଟ ଛୋଟ ଛିଦ୍ର ହୋଇଥାଏ, ଯାହା ଆପଣଙ୍କ ନିଶ୍ୱାସ ନେବାପାଇଁ କାମ କରିଥାଏ , ଓ ସୁସ୍ଥ୍ୟ ରଖିଥାଏ , ଧୁଳିମାଟି କୋଣ ପଶିଯିବାପରେ ଏହି ଛିଦ୍ର ବନ୍ଦ ହୋଇଯାଏ , ଓ ସ୍କ୍ରିନ୍ ବେକାର ହୋଇଯାଏ , ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଏହି ଉପାୟ କରନ୍ତୁ , ସବୁଦିନ ରାତିରେ ଶୋଇବାକୁ ଗଲାବେଳେ ଏକ ଗିନାରେ କିଛି କଞ୍ଚା କ୍ଷୀର ନିଅନ୍ତୁ , ଏବେ ଏକ କପାସର ଖଣ୍ତ ନିଅନ୍ତୁ, ଓ ଏହାକୁ ଏହି କ୍ଷୀରରେ ପକାଇ ଚେହେରାର ସେହି ଜାଗାରେ ମସାଜ୍ କରନ୍ତୁ , ଏହି ମସାଜ୍ ହାଲକା ହାତରେ ସର୍କଲ ମୋସନ୍ ରେ ପ୍ରାୟ ୫ ମିନିଟ୍ ଯାଏଁ କରିବାର ଅଛି, ଏହାପରେ ୧୦ରୁ ୧୫ ମିନିଟ୍ ଏହିପରି ଚେହେରାରେ ଲଗାଇବାକୁ ପଡିବ , ଏବେ ଚେହେରାକୁ ପାଣିରେ ଧୋଇଦିଅନ୍ତୁ , ଏହି ଉପାୟ ଦ୍ୱାରା ଆପଣଙ୍କ ଚେହେରା ଭଲ ଭାବେ ସଫା ହୋଇଯିବ ।

 

ଏବେ ତାପର ଦିନ ଯେବେ ଆପଣଙ୍କ ସକାଳ ଉଠିଲେ ଆପଣଙ୍କ ସ୍କ୍ରିନ୍ ଉପରେ ଦୁଇ ଚାମଚ ଗୋଲାପଜଳ, ଅଧା ଚାମଚ ହଳଦୀ, ଏକ ଚାମଚ ମଲାଇ, ଏକ ଚାମଚ ଚନ୍ଦନ ପାଉଡର , ଅଧା ଚାମଚ ଲେମ୍ବୁରରସ ମିଶ୍ରଣ କରନ୍ତୁ , ଏହି ଫେସ୍ ପ୍ୟାକ୍ ଆପଣଙ୍କ ଚେହେରାରେ ପ୍ରାୟ ୧୫ ମିନିଟ୍ ଲଗାଇକରି ରଖନ୍ତୁ , ଏହାପରେ ପାଣିରେ ଚେହେରାକୁ ଭଲ ଭାବେ ଧୋଇଦିଅନ୍ତୁ , ଏହି ଉପାୟ ସପ୍ତାହରେ କମ୍ ସେ କମ୍ ତିନିଥର ବ୍ୟବହାର କରନ୍ତୁ , କିଛି ଦିନରେ ଆପଣଙ୍କ ସ୍କ୍ରିନ୍ ରେ ଚମକ ଆଣିଦେବ , ଆପଣ ଯେବେ ଘରୁ ବାହାରକୁ ଯିବେ ତେବେ ଲୋକେ ଆପଣଙ୍କୁ ବୁଲି ଚାହିଁବେ , ଆପଣଙ୍କ ନରମ ସ୍କ୍ରିନ୍ ର ରହସ୍ୟ ବିଷୟରେ ପଚାରିବେ ।

Leave a Reply

Your email address will not be published. Required fields are marked *