October 19, 2024

Odia Express

Leading Odia News Portal of Odisha

ଦାନ୍ତ ସଫା କରିବାର ୫୦୦ ବର୍ଷର ପୁରୁଣା ବିଧି ଯାହା ଡାକ୍ତର କେବେ ଆପଣଙ୍କୁ କହିବେ ନାହିଁ..

ଧଳା ଓ ମୋତି ପରି ଚମକୁଥିବା ଦାନ୍ତ ବ୍ୟକ୍ତିର ବ୍ୟକ୍ତିତ୍ୟକୁ ଆହୁରି ବଢାଇଥାଏ , କିନ୍ତୁ ଟିକିଏ ଅସାବଧାନତା କାରଣରୁ ଦାନ୍ତ ହଲଦିଆ ହେବାକୁ ଲାଗିଥାଏ , ଏହା ସହ ଅତ୍ୟାଧିକ ମିଠାଜାତୀୟ ଖାଦ୍ୟ, କୋଲ୍ଡ ଡ୍ରିଙ୍କ୍ସ, ର ମାତ୍ରା ଅଧିକା ସେବନ କରିବା , ତମାଖୁ , ଗୁଡଖା, ମଦ୍ୟପାନ କରିବା , ଓ ଦାନ୍ତକୁ ସଠିକ୍ ସମୟରେ ସଫା ନ କରିବା ଦ୍ୱାରା ଦାନ୍ତ ହଳଦିଆ ହୋଇଯାଏ । ଦାନ୍ତର ହଳଦିଆ ହୋଇଯିବା ହେତୁ ଅନ୍ୟ ଲୋକଙ୍କର ଆଗରେ ଆପଣ ଖୋଲିକରି ହସିବାକୁ ଭୁଲିଯାଆନ୍ତି , ଯଦି ଆପଣଙ୍କ ଦାନ୍ତରେ ହଲଦିଆ ଆବରଣ ହୋଇଛି ତେବେ ଏହି ଘରୋଇ ପ୍ରକିୟାକୁ ଆପଣାଇଲେ ଗୋଟେ ମିନିଟ୍ ଭିତରେ ଏଥିରୁ ମୁକ୍ତି ପାଈପାରିବେ ।

 

ଏହି ପ୍ରକିୟାକୁ କରିବାକୁ ହେଲେ ଆପଣଙ୍କୁ ତିନୋଟି ଜିନିଷର ଦରକାର ପଡିପାରେ , ଗୋଟେ ଜିନିଷ ହେଲା କମଳାର ଚୋପା , ତୁଳସୀର ପତ୍ର , ଓ ଲେମ୍ବୁ ଏହି ତିନୋଟି ଜିନିଷରେ ଏପରି ଗୁଣ ଥାଏ , ଯାହା ଦାନ୍ତର ମଇଳା ଓ ଦୁର୍ଗନ୍ଧକୁ ଦୂର କରିଦିଏ ।

 

ସବୁଠାରୁ ପ୍ରଥମେ କମଳାର ଚୋପାକୁ ଓ ତୁଳସୀର ପତ୍ରକୁ ଭଲ ଭାବେ ସୁଖାଈକରି ପାଉଡର୍ କରିଦିଅନ୍ତୁ , ଓ କେଉଁ ଡବାରେ ଭରି କରି ରଖିନିଅନ୍ତୁ , ସକାଳୁ ୩ ଟି ଚୁଟୁକି ପାଉଡରରେ ୫ ବୁନ୍ଦା ଲେମ୍ବୁର ରସ ମିଶାନ୍ତୁ , ଓ ବାସି ମୁହଁରେ ବ୍ରଶ୍ କରି ନିଅନ୍ତୁ , ଏହା ଦ୍ୱାରା ଦାନ୍ତଗୁଡିକ ସଫା ହୋଇଯିବ , ଓ ମୁହଁରୁ ଦୁର୍ଗନ୍ଧ ଆସିବା କମିଯିବ ।

Leave a Reply

Your email address will not be published. Required fields are marked *