October 20, 2024

Odia Express

Leading Odia News Portal of Odisha

କୋଟି କୋଟି ଟଙ୍କାରେ ଖେଳୁଥିବା ଏହି ଅଭିନେତ୍ରୀ ହୋଇଗଲେ କାଙ୍ଗାଳ – ନିଜର ଦାମୀ ବଙ୍ଗଳା ହେଲା ନିଲାମ – ଆଉ ଏବେ ସେ ଏପରି କାମ କରୁଛନ୍ତି..

ବଲିଉଡ୍ ରେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି ,ଯାହା ଗୋଟେ ସମୟରେ ବହୁତ ହିଟ୍ ଫିଲ୍ମ ଦେଇସାରିଛନ୍ତି କିନ୍ତୁ ଯେପରି ସମୟ ଅତିବାହିତ ହେବାକୁ ଲାଗିଲା ଲୋକେ ତାଙ୍କୁ ଭୁଲିବାକୁ ଲାଗିଲେ । ଆଜି ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ସମୟରେ ବହୁତ ଫେମସ୍ ଥିଲେ ଓ ସେହି ସମୟରେ କଳାକାରମାନେ ତାଙ୍କ ସହ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ । ଓ ସେହି ସମୟରେ ସେ ବହୁତ ବଡ ଫିଲ୍ମ ଦେଇଥିଲେ , କିନ୍ତୁ ଆଜି ଆମେ ଏହି ଅଭିନେତ୍ରୀଙ୍କ ସହ କିଛି ଏମିତି କଥା କହିବାକୁ ଯାଉଛୁ ଯାହା କେବେ ଆଗରୁ ଶୁଣିବାକୁ ପାଇନାହେଁ , ତେବେ ଆସନ୍ତୁ ଜାଣିବା କଣ ହୋଇଥିଲା ସେହି ଅଭିନେତ୍ରୀଙ୍କ ସହ ।

 

ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କଥା ହେବା ତାଙ୍କ ନାଁ ମଧୁ ଅଟେ , ସେ ବଲିଉଡ୍ ରେ ବହୁତ ପୁରୁଣା ଲୋକପ୍ରିୟ ଅଭିନେତ୍ରୀ ରହିସାରିଛନ୍ତି । ଆପଣଙ୍କୁ ଜଣାଇଦେବୁ କି ମଧୁ ବଲିଉଡ୍ ରେ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ଓ ସେ ନିଜ ପରିବାର ଆରମ୍ଭ ଅଜୟ ଦେବଗନଙ୍କ ସହ ଫିଲ୍ମ ଫୁଲ ଓ କାଣ୍ଟେ ରୁ କରିଥିଲେ , ଓ ତାଙ୍କର ପ୍ରଥମ ଫିଲ୍ମ ବକ୍ସ ଅଫିସ୍ ରେ ବହୁତ ହିଟ୍ ହୋଇଥିଲା , ଯାହା ଦ୍ୱାରା ମଧୁ ଅଧିକା ଲୋକପ୍ରିୟ ହୋଇଗଲେ । କିନ୍ତୁ ଆଜି ମଧୁ କେଉଁଠି ରହୁଛନ୍ତି ଏହା କେହି ଜାଣନ୍ତି ନାହିଁ ।

 

ଆପଣଙ୍କୁ କହିଦେବୁ କି ମଧୁ ବଲିଉଡ୍ ରେ ଏଭରଗ୍ରୀନ ଅଭିନେତ୍ରୀ ହେମା ମାଳିନୀଙ୍କ ଝିଆରୀ ଅଟନ୍ତି , ଓ ତାହା ସହ ଜୁହି ଚାୱଲାଙ୍କ ଭାଉଜ ଅଟନ୍ତି , ମଧୁ ଅଧିକା ସୁନ୍ଦରୀ ଅଭିନେତ୍ରୀ ଥିଲେ , ସେ ବଲିଉଡ୍ ସହ ତେଲେଗୁ, ତାମିଲ୍ ଓ କନ୍ନଡ ଫିଲ୍ମରେ ବଢିଆ ଅଭିନୟ କରିଛନ୍ତି ।

ପ୍ରଥମରୁ ଫିଲ୍ମରୁ ଲୋକପ୍ରିୟତା ପାଇବା ପରେ ମଧୁ ବଲିଉଡ୍ କ୍ୟାରିୟର ଭଲ ରହିନଥିଲା , ଯାହା ସେ ଚାହୁଁଥିଲେ , ଏହି କାରଣରୁ ସେ ୧୯୯୯ ରେ ଲୋକପ୍ରିୟ ବିଜନେସ୍ ମ୍ୟାନ୍ ଆନନ୍ଦ ଶାହଙ୍କ ସହ ବିବାହ କରିନେଇଥିଲେ , କୁହାଯାଉଛି କି ବାହାଘର ପରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ମଧୁ ସ୍ୱାମୀଙ୍କ ଆନନ୍ଦଙ୍କ ଫ୍ୟାକ୍ଟ୍ରି ବନ୍ଦ ରହିଥିଲା , ଓ ଏହି କାରଣରୁ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କୁ ପଇସା ଦେଇପାରିନଥିଲେ , ଏହି କାରଣରୁ ସେ ନିଜ ବଙ୍ଗଳା ବିକ୍ରି କରିବାକୁ ପଡିଥିଲା , ଓ ତାଙ୍କର ଅଲଗା ପ୍ରୋପଟି ବିକ୍ରି କରି ନିଜ ୧୦୦ କୋଟି ବକେୟା ସୁଜିଥିଲେ

Leave a Reply

Your email address will not be published. Required fields are marked *