July 11, 2024

Odia Express

Here, There and Everywhere

ବଲିଉଡ୍ ରେ ଲୋକପ୍ରିୟ କମେଡିଆନ୍ ଜନି ଲିଭରଙ୍କ ପୁଅ ଅଟନ୍ତି ବହୁତ ହିଁ ହ୍ୟାଣ୍ତସମ୍ ଓ ଷ୍ଟାଇଲିଷ୍ଟ , ତାଙ୍କୁ ଦେଖିଲେ ସଲମାନ ଓ ଶାହରୁଖ ଙ୍କୁ ଭୁଲିଯିବେ ଆପଣ..

ବଲିଉଡ୍ ଫିଲ୍ମରେ ହିରୋ ହିରୋଇନ୍ ଙ୍କ ଯେତିକି ମହତ୍ତ୍ୱପୁର୍ଣ୍ଣ ଭୁମିକା ଥାଏ ସେତିକି କମେଡି ହିରୋଙ୍କ ଭୁମିକା ବା ଅବଦାନ ଥାଏ , ଯେବେ କେଉଁ ଫିଲ୍ମରେ କମେଡି ନଥିବ ତେବେ ସେହି ଫିଲ୍ମକୁ ଦେଖିବାକୁ ଭଲ ଲାଗିନଥାଏ , ଆଜି ଆମେ କଥା ହେଉଛୁ ବଲିଉଡ୍ ର ପ୍ରସିଦ୍ଧ କମେଡିଆନ୍ ଜନି ଲିଭରଙ୍କର ଯିଏକି ଦର୍ଶକଙ୍କୁ ସବୁବେଳେ ହସେଇ ଆସିଛନ୍ତି , ଓ ନିଜ ଅଭିନୟ ବଳରେ ବଲିଉଡ୍ ରେ ରାଜ୍ କରିଛନ୍ତି , ବଲିଉଡ୍ ରେ ବହୁତ ପ୍ରସିଦ୍ଧ କମେଡିଆନ୍ ଅଛନ୍ତି , କିନ୍ତୁ ତାଙ୍କ ଭିତରୁ ଜନି ଲିଭର ଅନ୍ୟତମ ସିଏ ୧୩ ଥର ଫିଲ୍ମ ଫେୟାର୍ ଆୱାର୍ଡ ଦ୍ୱାରା ସମ୍ମାନିତ ହୋଇଛନ୍ତି , ଜନି ବଲିଉଡ୍ ରେ ଏବେ ପର୍ଯ୍ୟନ୍ତ ୩୫୦ ରୁ ଅଧିକା ଫିଲ୍ମରେ କାମ କରିସାରିଛନ୍ତି  ।

 

ଜନି ଲିଭରଙ୍କ ବାହାଘର ସୁଜାତାଙ୍କ ସହ ହୋଇଛି, ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛି , ଝିଅ ଜେମି ଯିଏକି ଜଣେ ଷ୍ଟାଣ୍ତ ଅଫ୍ କମେଡିଆନ୍ ଅଟନ୍ତି , ପୁଅଙ୍କ ନାଁ ଜେସ୍ ଅଟେ , ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ , ସେ ଦେଖିବାକୁ ବହୁତ ସରଳ ଲାଗନ୍ତି , କିନ୍ତୁ ବହୁତ ହ୍ୟାଣ୍ତସମ୍ ଓ ଷ୍ଟାଇଲିଷ୍ଟ ଅଟନ୍ତି ।

 

ଜେସ୍ ଙ୍କ ଛୁଆବେଳ ଗମ୍ଭୀର ରୋଗାକ୍ରାନ୍ତ ହୋଇଥିଲେ , ୧୨ ବର୍ଷ ବୟସରେ ସେ ଗଳାରେ ଟ୍ୟୁମର୍ ହୋଇଯାଇଥିଲା , ଏତେ ବଢିଗଲା କି ସେ କ୍ୟାନ୍ସର ରୁପ ନେଇଯାଇଥିଲା , ବର୍ଷେ ପର୍ଯ୍ୟନ୍ତ ବିଦେଶରେ ଚିକିତ୍ସା କରିବାପରେ କ୍ୟାନ୍ସର ଦୁର ହୋଇଯାଇଥିଲା , କ୍ୟାନ୍ସରରୁ ଫେରିବାପରେ ସେ ସ୍କୁଲିଙ୍ଗ୍ ପୁରା କଲେ , କିନ୍ତୁ +୨ ପଢିବାପରେ ସେ ପାଠ ପଢା ଛାଡିଦେଲେ ।

 

ଜେସ୍ ନିଜ ଭଉଣୀଙ୍କ କ୍ୟାରିୟରକୁ ଦେଖି ବାପା ଜନି ତାଙ୍କୁ ବୁଝାଇଥିଲେ କିନ୍ତୁ ଆରମ୍ଭରୁ ସେ ଲଣ୍ତନରେ ଏଚ୍ ଆର୍ ରେ ଡିଗ୍ରୀ ନେଇଥିଲେ , ଓ ନିଜ ବାପା ଜନି ଲିଭର ଭଉଣୀ ଜେମିଙ୍କ ପରି କମେଡି କରିପାରିନଥିଲେ , ସେ ମ୍ୟୁଜିକ୍ ସଉକ ହିଲା , ସେ ଜଣେ ଶାନଦାର୍ ଡ୍ରମର୍ ଅଟନ୍ତି । ତାଙ୍କର ଗୋଟିଏ ମ୍ୟୁଜିକ୍ ଗ୍ରୁପ୍ ଅଛି , ଯାହାର ଶୋ ସେ କରନ୍ତି ।

 

ଗତ କିଛି ଦିନ ହେବ ତାଙ୍କର ଏକ ଫଟୋ ଭାଇରାଲ୍ ହୋଇଥିଲା , ଯେଉଁଥିରେ ସେ ୬ ପ୍ୟାକ୍ ଦେଖାଇଛନ୍ତି , ଏହି ଫଟୋକୁ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି , ଓ ନିଜ ଜୀବନ ସହ କିଛି କଥା ସେୟାର୍ ବି କରିଛନ୍ତି  ।

 

ଆପଣଙ୍କୁ କହିଦେବୁ କି ଜେସ୍ ଜଣେ ଭଲ ମିମିକ୍ରି ଆର୍ଟିଷ୍ଟ ଅଟନ୍ତି , ଯିଏକି ବାପାଙ୍କ ଠାରୁ ଶିଖିଛନ୍ତି , ସେ ନିଜ ପ୍ରାରମ୍ଭିକ ସମୟରେ ଜଣେ ଷ୍ଟାଣ୍ତ ଅଫ୍ କମେଡୀଆନ୍ ହିସାବରେ ଶୋ କରିଛନ୍ତି , କିନ୍ତୁ ସେ ଦର୍ଶକଙ୍କୁ ଖୁସି କରାପାରିନାହାନ୍ତି ,

ଜନି ଲିଭରଙ୍କ ଝିଅ ଜେସି ଲିଭର ବି ତାଙ୍କ ବାପାଙ୍କ ଭଳି ଫିଲ୍ମରେ କାମ କରିବାକୁ ଇଛା ରଖନ୍ତି ।

Leave a Reply

Your email address will not be published. Required fields are marked *