July 12, 2024

Odia Express

Here, There and Everywhere

ଯଦି ଆପଣ ସୋସିଆଲ୍ ମିଡିଆରେ ଏହି ଯୋଡିଙ୍କର ମଜାକ୍ କରିଛନ୍ତି ତେବେ ତାଙ୍କର ସତ କଥା ଜାଣି ଆପଣ ଲଜ୍ଜିତ ହେଇଯିବେ – ଜାଣନ୍ତୁ କିଏ ଏ ଦିଜଣ

କଳା ଓ ଗୋରାର ଭେଦଭାବ ଯାହାକି ଏବେ ବହୁତ ଯୁକ୍ତି ହେଉଛି ତାହା ସବୁବେଳେ ଚାଲିଆସୁଛି । ଓ ଲୋକ ବହୁତ ଥର କଳା ଓ ଗୋରାକୁ ନେଇକି ମଜାକ୍ କରିଥାନ୍ତି । ଯେଉଁଠି କଳା କିମ୍ବା ଶ୍ୟାମଳ ବର୍ଣ୍ଣକୁ ଗୋରାଠାରୁ କମ୍ ବୋଲି ଦେଖେଇବାକୁ ବାଧ୍ୟ କରାଯାଏ । ଏହିପରି ଏମିତି ମଜାକ୍ ର ଶିକାର ଏହି ଦୁହେଁ ହେଉଛନ୍ତି । ଯେଉଁଠି ତାଙ୍କ ସ୍ତ୍ରୀଙ୍କୁ ବହୁତ ସୁନ୍ଦର ଓ ସ୍ୱାମୀ ଦେଖିବାକୁ ଟିକେ ଶ୍ୟାମଳ ଅଟନ୍ତି । ତାଙ୍କର ମଜାକ୍ ବନାଇ ଦେଉଛନ୍ତି । ତାଙ୍କ ଉପରେ ବହୁତ ଲୋକ ହାସ୍ୟସ୍ପଦ କଥା କହୁଛନ୍ତି ।

 

ଆପଣଙ୍କୁ ଏହି ଯୋଡିଙ୍କ ପୂରା କାହାଣୀ ଜାଣିବା ଦରକାର । ଓ ଯେବେ ଆପଣ ସତ କଥା ଜାଣିବେ ତେବେ ଆପଣ ନିଶ୍ଚିତ ନିଜକୁ ଲଜ୍ଜିତ ମନେ କରିବେ । ଏହି ଯୋଡି ଆଉ କେହି ନୁହନ୍ତି ଏମାନେ ଫିଲ୍ମ ଇଣ୍ତଷ୍ଟ୍ରିର ପ୍ରସିଦ୍ଧ ଯୋଡି ଅଟନ୍ତି । ଯେଉଁଠି ସ୍ୱାମୀଙ୍କ ନା ଅରୁଣ କୁମାର ଓ ତାଙ୍କ ସ୍ତ୍ରୀଙ୍କୁ ଏଟଲି କୁମାର ବୋଲି ଜଣା ଯାଏ ।ଅରୁଣ କୁମାର ଫିଲ୍ମ ଇଣ୍ତଷ୍ଟ୍ରୀର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ , ଓ ସ୍କ୍ରିନ୍ ପ୍ଲେ ରାଇଟର୍ ଅଟନ୍ତି । ଓ ତାଙ୍କ ନିର୍ଦ୍ଦେଶିତ ବହୁତ ଆୱାର୍ଡ୍ ପାଇଥିବା ଫିଲ୍ମ ବି ହେଇସାରିଛି । ଓ ବହୁତ ହିଟ୍ ହେଇଛି ।

 

ତାଙ୍କ ଫିଲ୍ମ ରାଜା ରାଣୀ ସୁପର୍ ହିଟ୍ ହୋଇସାରିଛି । ଯେଉଁଥିରୁ ଜଣାପଡୁଛି କି ଅରୁଣ କେଉଁ ସାଧାରଣ ମଣିଷ ନୁହନ୍ତି । ସେ ଟାଲେଣ୍ଟରେ ଭରା ଏକ ମଣିଷ ଅଟନ୍ତି । ତାଙ୍କ ପତ୍ନୀଙ୍କ ନାଁ କୃଷ୍ଣ ପ୍ରିୟା ଅଟେ । ଓ ନିଜ ନା ଅନୁସାରେ ସେ କୃଷ୍ଣ ଙ୍କ ବହୁତ ବଡ ଭକ୍ତ ଅଟନ୍ତି । ଅରୁଣ କୁମାର ଓ କୃଷ୍ଣପ୍ରିୟା ଙ୍କ ଯୋଡି ଏହି କଥାର ସବୁଠୁ ବଡ ଉଦାହରଣ ଅଟେ କି ପ୍ରେମ କିମ୍ବା ବାହାଘର କେବେ ରଙ୍ଗ ଦେଖି କରାଯାଏ ନାହିଁ । ଏହାକୁ ପାଇବାକୁ ହେଲେ ହୃଦୟ ଓ ମନ ମିଶିବା ଦରକାର ।<

Leave a Reply

Your email address will not be published. Required fields are marked *