October 26, 2024

Odia Express

Leading Odia News Portal of Odisha

ସ୍କୁଲ୍ ଭ୍ୟାନ୍ ହେଲା ଦୂର୍ଘଟଣାଗ୍ରସ୍ତ – ବର୍ଷାରେ ଭିଜୁଥିବା ଛୁଆଙ୍କୁ ଦେଖି ସାହାଯ୍ୟ ପାଇଁ ପହଞ୍ଚିଲେ ସାଂସଦ ରବି କିଶନ୍ ଆଉ ତାପରେ ଯାହା ହେଲା ଜାଣି ସାରା ବିଶ୍ୱ ପ୍ରଶଂସା କରୁଛି..

ଉତ୍ତରପ୍ରଦେଶର ଗୋରଖପୁର ରୁ ବିଜେପି ସାସଂଦ ରବି କିଶନ୍ ମଣିଷତ୍ୱର ଏକ ମିଶାଲ୍ ପେସ୍ କରିଛନ୍ତି , ତାଙ୍କର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା , ଏଥିରେ ସେ ବର୍ଷାରେ ସ୍କୁଲ୍ ଛୁଆଙ୍କ ସହ ନଜର ଆସିଥିଲେ , ଶୁକ୍ରବାରକୁ ଦିଲ୍ଲୀରେ ବହୁତ ବର୍ଷା ହୋଇଥିଲା ,ରବି କିଶନ୍ ନିଜ ଆବାସରୁ ସଂସଦ ଆଡକୁ ଯାଉଥିଲେ , ତେବେ ସେ ଏକ ଗାଡିଦେଖିଲେ , ସ୍କୁଲ୍ ଛୁଆଙ୍କ ସହ ଭରିରହିଥିଲା,  ଓ ଆକ୍ସିଡେଣ୍ଟ ହୋଇଯାଇଥିଲା , ଛୁଆ ବର୍ଷାରେ ଠିଆ ହୋଇ ଭିଜୁଥିଲେ,  ରବି କିଶନ୍ ଯେବେ ଦେଖିଲେ ତେବେ ସେ ତୁରନ୍ତ ଅଟକିଗଲେ , ଛୁଆଙ୍କୁ ସାହାଯ୍ୟ କଲେ , ଏହି ବିଷୟରେ ସେ ନିଜର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ କହିଛନ୍ତି ,

 

ରବି କିଶନ୍ ଲେଖିଲେ କି ଆଜି ମୁଁ ଘର ଠାରୁ ଆଜି ମୁଁ ଘରୁ ସଂସଦକୁ ଯାଉଥିଲି ତେବେ ରାସ୍ତାରେ ଏକ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା,  ଯାହାକୁ ଦେଖି ମୁଁ ନିଜକୁ ଅଟକାଇପାରିଲି ନାହିଁ , ଓ ଛୁଆଙ୍କୁ ସହଯୋଗ କରିବାପାଇଁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା , ଓ ସମସ୍ତେ ଏବେ ନିରାପଦରେ ଅଛନ୍ତି ।

 

ଜୌନପୁର ବରେନ୍ ନିବାସି ରବି କିଶନ୍ ଶୁକ୍ଲା ଆଜି ଭୋଜପୁରୀ ଫିଲ୍ମରୁ ନେଇକରି ବଲିଉଡ୍ ଓ ସାଉଥ୍ ସିନେମାରେ ଏକ ଜଣାଶୁଣା ଅଭିନେତା ହୋଇଛନ୍ତି , ୨୦୧୪ ରେ କଂଗ୍ରେସରୁ ଲୋକସଭା ନିର୍ବାଚନ ଲଢିବାପରେ ରବି କିଶନ୍ ବିଜେପିରୁ ଟୀକେଟ୍ ପାଈ ଯୋଗୀ ଆଦିତ୍ୟନାଥଙ୍କ ସିଟ୍ ରୁ ଗୋରଖପୁର ନିର୍ବାଚନୀ ମଇଦାନରେ ବାହାରିଥିଲେ , ଓ ବହୁତ ମତରେ ଜିତ୍ ହାସିଲ୍ କଲେ ।

Leave a Reply

Your email address will not be published. Required fields are marked *